-+91-9937148622 |
prerana_bgr@rediffmail.com |
Tuesday 18th August 2026 |
R.N.I. Regd No. ODIODI/2010/46693
Breaking News
23-Feb-2024
ନାକଟିଦେଉଳ(କନ୍ଦର୍ପ ବେହେରା ): ବାମରା ବନ୍ୟପ୍ରାଣୀ ବନଖଣ୍ଡର ଖଳାଶୁଣୀ ବନ୍ୟପ୍ରାଣୀ ବନାଞ୍ଚଳର କିସିଣ୍ଡା (ନାକଟିଦେଉଳ ବ୍ଲକ୍)ଠାରେ ବନାଗ୍ନୀ ନିରୋଧ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ା କିସିଣ୍ଡା ରେଞ ଅଧିକାରୀ ମହେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ବକ୍ତା ଭାବରେ କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀତା ଭୋଇ କିସିଣ୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ କୁମାର ପ୍ରଧାନ , ଖନ୍ଦିବାହାଳ ଭିଏସ୍ ଏସ୍ ର ସଭାପତି କାହ୍ନୁଚରଣ ମାଝୀ, କିସିଣ୍ଡା ଆର୍ ଆଇ ଧନଞୟ ସାହୁ ଗିରିଶ୍ଚନ୍ଦ୍ରପୁର ମେଡିକାଲ୍ ର ଡାକ୍ତର ବେଦବ୍ୟାସ ଭୋଇ , ଅଧ୍ୟାପକ ସଞୟ କୁମାର ପ୍ରଧାନ , ଗିରିଶ୍ଚନ୍ଦ୍ରପୁର ରେଞ ଅଧିକାରୀ ସୁରେନ୍ଦ୍ର କୁମାର ସାହୁ, ଅଧ୍ୟାପକ କୌସିକ ପ୍ରଧାନ, କିସିଣ୍ଡା ସରପଞ୍ଚ ରୀନା ନାଏକ ପ୍ରମୁଖ ଯୋଗଦେଇ ଜଙ୍ଗଲ