-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
14-Feb-2024
କଳାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା )
ମାଘ ମାସ ପଞ୍ଚମୀ ତିଥିରେ ମା ସରସ୍ଵତୀ ଙ୍କ ପୂଜା ସାରା ଭାରତରେ ପାଳିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉ ଡୋଳା ଗ୍ରାମ ପଂଚାୟତ ଅଧିନସ୍ତ ବlଞ୍ଜିବlହାଲ ଗ୍ରାମ ଠାରେ ମା ବୀଣାପାଣି ଙ୍କ ପୂଜା ମଧ୍ୟ ବଡ ଧୂମ ଧାମ ରେ ପାଳନ କରାଯାଇ ଥିବା ଦେଖିବାକୁ ମିଳିଛି lଏଠାରେ ପୂଜା କର୍ତ୍ତା ଭାବରେ ମନ ରଞ୍ଜନ ମାଝୀ ତାଙ୍କ ପତ୍ନୀ ଲଖେନ୍ଦ୍ରିମାଝୀ ପୂଜା କରି ଥିବାବେଳେ, ମା ବୀଣାପାଣି ସଂକୀର୍ତ୍ତନ ମଣ୍ଡଳୀ ର କର୍ମ କର୍ତ୍ତା ମାନେ ହେଳେ ମୋହିତ ମାଝୀ, ଅଶୋକ ମାଝୀ, ଗୁଣ ନିଧି ମାଝୀ,କୁନା ମାଝୀ, ଲକ୍ଷ୍ମୀ କାନ୍ତ ମାଝୀ, କପିଲ ପ୍ରଧlନୀ , ରାକେଶ ମାଝୀ, ସୁଶିଲ ମାଝୀ, ଚିତ୍ରସେନ ମାଝୀ, ଶ୍ରୀକର ମାଝୀ, ଦେବରାଜ ମାଝୀ, ପଦ୍ମ ଲୋଚନ ମାଝୀ, ଗଗନ ନାୟକ, ଶ୍ରୀପତି ମାଝୀ,ପଦ୍ମନ ମାଝୀ, କେଦାର ନାୟକ, ଧନ ବଲ ମାଝୀ ଏବଂ ଉଷା ମାଝୀ, ଭବାନୀ ମାଝୀ, ତ୍ରିବେଣୀ ମାଝୀ, ପୁଷ୍ପାଞ୍ଜଳି ମାଝୀ ଓ ଗ୍ରାମ ବାସି ମାନେ ଯୋଗଦାନ କରି ପୂଜା କାର୍ଯ୍ଯ ରେ ସାହାଯ୍ୟ ସହଯୋଗ କରିଥିଲେ l