-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||     

HOME   ଜିଲ୍ଲା

ଦ୍ଵିତୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ- ସମ୍ବଲପୁର ଦଳ ଚମ୍ପିୟାନ

11-Feb-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
 ସହରର ସୁରେଶ୍ଵରୀ ଫୁଟବଲ ଏକାଡେମୀ ଦ୍ଵାରା ସ୍ଥାନୀୟ ସୋନପୁର କଲେଜ ପଡିଆ ଠାରେ ଆୟୋଜିତ ଏକ ଦିବସୀୟ ଲିପୁ ମେମୋରିଆଲ ଭେଟେରାନ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଏଥିରେ ଓଡିଶାର ବଛାବଛା ଭେଟେରାନ୍ ଦଳର ଖେଳାଳୀମାନଙ୍କୁ ନେଇ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ଏସ୍ଏସ୍ଏଫ୍ଏ ସୋନପୁର,ବରଗଡ, ବଲାଙ୍ଗୀର,ଏମ୍ସିଏଲ୍ ବୁର୍ଲା, ରେଢ଼ାଖୋଲ, ବୁର୍ଲା ସହର ,ରାମଧୁନ କ୍ଲବ୍ ସୋନପୁର, ବ୍ରଜରାଜନଗର, ସମ୍ବଲପୁର ପ୍ରମୁଖ ଦଳ ମାନଙ୍କୁ ନେଇ ଚାଲିଥିବା ମ୍ୟାଚର ଫାଇନାଲ ଖେଳ ରେ ବିଜୟୀ ଦଳଭାବରେ ସମ୍ବଲପୁର ଉଇନର ହୋଇ ଥିବା ବେଳେ ରନର୍ସ ଭାବରେ ବୁର୍ଲା ଭେଟେରାନ୍ ଦଳ ବିଜୟୀ ହୋଇ   ମୁଖ୍ୟ ଅତିଥି ଙ୍କଠାରୁ ଟ୍ରଫି ଗ୍ରହଣ କରିଥିଲେ। ମ୍ୟାଚ ସମୁହ ର ବେଷ୍ଟ ଡିଫେଣ୍ଡର ଭାବରେ ସମ୍ବଲପୁର ର ବିବେକାନନ୍ଦ ମହାନ୍ତି, ବେଷ୍ଟ ସ୍କୋରର୍ ଅଶୋକ ଖଡିଆ, ବେଷ୍ଟ ଗୋଲକିପର ବୁର୍ଲା ର ମହମ୍ମଦ ଜିଲାନି,ହିରୋ ଅଫ୍ ଦି ମ୍ୟାଚ୍ ଭାବରେ ବୁର୍ଲା ର ଅରୁଣ ମେହେର ଓ ସୁରଟି ଦୀପ୍ ଙ୍କୁ ବେଷ୍ଟ ପ୍ଲେଆର୍ ଭାବରେ  ଟ୍ରଫି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ର ଭେଟେରାନ୍ ଫୁଟବଲ ଖେଳାଳୀ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ, ଜିଲ୍ଲା ଠିକାଦାର ସଂଘ ସଭାପତି ଜୟମାଧବ ମିଶ୍ର, ଜିଲ୍ଲା ବ୍ୟବସାୟୀ ସଂଘର ଉପଦେଷ୍ଟା ଗୁଣନିଧି ମେହେର, ବିବେକାନନ୍ଦ ମହାନ୍ତି  ପ୍ରମୁଖ ଅତିଥି ଭାବରେ  ଯୋଗଦେଇ ସ୍ୱର୍ଗତ ଲିପୁ ମହାନ୍ତି ଙ୍କ ସ୍ମୃତି ଚାରଣ କରିଥିବାବେଳେ ଉପସ୍ଥିତ ଭେଟେରାନ୍ ଫୁଟବଲ ଖେଳାଳୀ ମାନଙ୍କ ଖେଳ ର  ଉଚ୍ଚ ପ୍ରଶଂସା କରିଥିଲେ। ଆଜିର ସମସ୍ତ ଖେଳକୁ ଅଭି ମହାନନ୍ଦ,ବିଜୁ  ସାହୁ,ବିକାଶ ସେଠି, ପ୍ରହଲ୍ଲାଦ ଭୁକ୍ତା, ଲିପୁନ ପ୍ରଧାନ ପରିଚାଳନା କରିଥିବା ବେଳେ ପିତବାସ ଭୋଇ, ସଞ୍ଜୟ ସାହୁ, ଦିଲିପ ପାତ୍ର ପ୍ରମୁଖ ମ୍ୟାଚର ଧାରାବିବରଣୀ  ପ୍ରଦାନ କରିଥିଲେ। ସୁରେଶ୍ଵରୀ ଫୁଟବଲ ଏକାଡେମୀ ର ମୁଖ୍ୟ ନିଶାନ୍ତ କୁମାର ମହାନ୍ତି, ସୁବ୍ରତ ସେଠି, ସଞ୍ଜୟ କୁମାର ସାହୁ,ଜ୍ୟୋତିର୍ମୟ ମିଶ୍ର, ସ୍ଵରୁପ ପାତ୍ର,   ହରିହର ପଟ୍ଟନାୟକ,ସୁରେନ୍  ବାରିକ ,ସନ୍ତୋଷ ନାଏକ,ଅନିଲ ସାହୁ, ବିଶ୍ଵାମିତ୍ର ନାଏକ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026

You Might Also Like