-+91-9937148622 |
prerana_bgr@rediffmail.com |
Tuesday 11th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2024
ନର୍ଲା ( ଦିପକ ସାହୁ)
ସ୍ବାସ୍ଥ୍ୟ ହଁ ସମ୍ପଦ ଯେଉଁ ମଣିଷ ଯେତେ ସ୍ବାସ୍ଥ୍ୟ ବାନ ସେହି ମଣିଷର ପରମାୟୁ ସେତେ ଅଧିକ ସେଥିପାଇଁ ରାଜ୍ୟ ସରକାର ହେଉ କିମ୍ବା କେନ୍ଦ୍ର ସରକାର ହେଉ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ସ୍ବାସ୍ଥ୍ୟ ବୀମା ଯୋଜନା ରେ ସ୍ୱାସ୍ଥ୍ୟବୀମା କାର୍ଡ ପ୍ରଦାନ ସହିତ ଅନେକ ସଚେତନ କାର୍ଯକ୍ରମ ହାତକୁ ନେଇଥାନ୍ତି, ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଅନୁଷ୍ଟିତ ହୋଇ ଯାଇଛି ଫେଲେରିଆ ନିରାକରଣ ଅଭିଯାନ ଉକ୍ତ କାର୍ଯକ୍ରମ ରେ ଫାଇଲେରିଆ ରୋଗ କଣ, ଏହା କିପରି ସଂକ୍ରମିତ ହୋଇଥାଏ ଏବଂ ଏହାର ନିରାକରଣ କେମିତି ହୋଇ ଥାଏ ସେ ବିଷୟ ରେ ଆଲୋଚନା ହୋଇଥିଲା, ଆଜିଠାରୁ 10 ଫେବୃୟାରୀ ରୁ 19 ତାରିଖ ପର୍ଯ୍ୟନ୍ତ ଉକ୍ତ କାର୍ଯକ୍ରମ ହେବାକୁ ଥିବା ବେଳେ ନିର୍ଭୟ ରେ ସମସ୍ତେ ଔଷଧ ସେବନ କରିବାକୁ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରୁ ସିଡିଏମଓ ଏବଂ ନାର୍ଲା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଅକ୍ଷୟ ଗୋଚ୍ଛାୟତ ବିପିମ୍ ସବୀର ପ୍ରଧାନ ବିଇ ଇ ବିମଳ ଦୀପVBDTS ଦେବାଶିଷ ଭୋଇ ଜ୍ଞାନେନ୍ଦ୍ର ଭୋଇ ନବୀନ ସାହୁ ସମିତ୍ ବେହେରା ସୈକ୍ ନିସାର ଜିଲ୍ଲା ପରିଷଦ ସଭ୍ୟା ନରଲା ୩ ଜୁନ ପ୍ରମୁଖ ଉପସ୍ଥିତ ଥିଲେ