-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
20-Dec-2020
ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) - . ଆଜି ବଲାଙ୍ଗିର ଜିଲ୍ଲା ରୁ 12 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ବଲାଙ୍ଗୀର ସଦର୍ ବ୍ଲକର ଶିବତଲା ପଞ୍ଚାୟତ ରୁ ଜଣେ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗୀର ପୌରାଞ୍ଚଳ ର ୱାର୍ଡ ନମ୍ବର 10 ରୁ ଜଣେ, ୱାର୍ଡ ନମ୍ବର 15 ରୁ 6 ଜଣ ଓ ୱାର୍ଡ ନମ୍ବର 2 ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ସେହିପରି ଖପ୍ରାଖୋଲ ବ୍ଲକ ର ବାନ୍ଦୁପଲା ଗାଁ ରୁ ଜଣେ, ପାଟଣାଗଡ ବ୍ଲକର ଖୁଣ୍ଟସମଲେଇ ଗାଁ ରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l