-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||      ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   (10-Aug-2026)       ||      *କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   (10-Aug-2026)       ||      ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   (10-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ    (10-Aug-2026)       ||      ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   (10-Aug-2026)       ||      ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   (10-Aug-2026)       ||      *ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   (10-Aug-2026)       ||      ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   (10-Aug-2026)       ||      ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା   (10-Aug-2026)       ||      ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||     

HOME   ଜିଲ୍ଲା

ପ୍ରାକ୍ତନ ଏସପି ଅମରେଶ ପଣ୍ଡା ଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା*-  *ବ୍ୟବସାୟିକ ନୁହେଁ ପ୍ରକୁତ ବନ୍ଧୁତା ସ୍ଥାପନା କରିବା ର ଉତ୍ସ ଥିଲେ ଏସପି ଶ୍ରୀ ପଣ୍ଡା

30-Jan-2024



ସୋନପୁର(ମନୋରଞ୍ଜନ ତ୍ରିପାଠୀ): ସୋନପୁର ର  ହୋଟେଲ୍ ଗ୍ରୀନ ପାର୍କ ସଭା ଗୃହ ଠାରେ ସୁବର୍ଣ୍ଣପୁର ପ୍ରାକ୍ତନ ଏସପି ଅମରେଶ ପଣ୍ଡା ଙ୍କୁ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏକ ବିଦାୟ କାଳୀନ ସମ୍ବର୍ଧନା ସଭାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରଯାଇଥିଲା l ସ୍ବଚ୍ଛ ଭାରତ ଓ ରକ୍ତ ଦାତା ସଂଗଠନ ପକ୍ଷ ରୁ ଆୟୋଜିତ ଏହି ସଭାରେ ଏସପି ଶ୍ରୀ ପଣ୍ଡା ଙ୍କ ସମେତ ସ୍ୱଚ୍ଛ ଭାରତ ର ନୂତନ ସଭାପତି ଶୟଦ୍ ଅଲିମୁଲ୍ ଇସଲାମ, ସମାଜ ସେବୀ ଶ୍ରୀବତ୍ସ

ମଲ୍ଲିକ, ବଣ୍ଟି ଅଗ୍ରୱାଲା, ସୋନପୁର କଲେଜ୍ ର ଏନ୍ ସି ସି ଲେଫ୍ଟନାଣ୍ଟ ଆଶିଷ ଅଗ୍ରୱାଲା, ଓ ଆଇନଜୀବୀ ପ୍ରଦୀପ ପୁରୋହିତ ମଞ୍ଚାସିନ ଥିଲେ l ସଭା କୁ  ମନୋରଂଜନ ତ୍ରିପାଠୀ ସଂଯୋଜନା କରିଥିବା ବେଳେ ମଞ୍ଚlସିନ ସମସ୍ତ ଅତିଥି ଓ ଅଧ୍ୟାପକ ମଦନ ସୁନ୍ଦର ଖେତିି, ରକ୍ତ ବନ୍ଧୁ ମନୋଜ ପଣ୍ଡା ସୁବର୍ଣ୍ଣପୁର ଜିଲ୍ଲା  ରେ ରକ୍ତ ଦାନ କ୍ଷେତ୍ରରେ , ରହାଗିରି ,   ହକି ବିଶ୍ବ କପ୍,  ସାଇବର ସଚେତନତା, ଆଇନ ଶୃଂଖଳା ପରିସ୍ଥିତି ର ମୁକାବିଲା,  ସୋନପୁର କଲେଜ୍ ଆକାଉଣ୍ଟ ରୁ ସାଇବର କ୍ରାଇମ୍, ଅଙ୍ଗନଦୀ ରେ ବ୍ୟାଙ୍କ୍ ମେନେଜର ଙ୍କ ମୃତ୍ୟୁ ଘଟଣା ତଥା ବଡ ବଡ କ୍ରାଇମ୍ ର ପର୍ଦ୍ଦାଫାଶ ଭଳି ଶ୍ରୀ ପଣ୍ଡା ଙ୍କ ଦକ୍ଷତା ଓ ଉଲ୍ଲେଖନିୟ ଅବଦାନ ଉପରେ ସ୍ମୃତି ମନ୍ଥନ କରିଥିଲେ l  ସ୍ବଚ୍ଛ ଭାରତ ସମେତ, ରକ୍ତ ଦାତା ସଂଘ, ଯଶୋଦା ଦେବୀ ନର୍ସିଂ କଲେଜ୍, ଚନ୍ଦ୍ରିକା ସେବା ଟ୍ରଷ୍ଟ,  , ବିଜୁ ପଟ୍ଟନାୟକ ମହିଳା କଲେଜ୍, ଶୋଭା କେୟାର ମେଡ଼ିକାଲ, ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା, ଆର୍ଟ କ୍ରିଏସନ୍, ସୋନପୁର କଲେଜ୍ ଏନ୍ ସି ସି, ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ଏସପି ଶ୍ରୀ ପଣ୍ଡା ଙ୍କୁ ବିଦାୟ ସମ୍ବର୍ଧନା ଜ୍ଞାପନ କରଯାଇ ସ୍ଵାର୍ଥପର ବା କମର୍ସିଆଲ ବନ୍ଧୁତା ନ କରି  ପ୍ରକୃତ ବନ୍ଧୁତା ସ୍ଥାପନ କରିବା ଓ  ଜୀବନ ର ସବୁ ସମୟ ରେ ଛିଡା ହେବା ଉଚିତ୍ ବୋଲି କହି   ଲୋକ ଙ୍କ ପାଇଁ ସମାଜ ଓ ଦେଶ ପାଇଁ ଯିଏ ଯେତିକି ତ୍ୟାଗ କରିଛି ଜଳିଛି ସମାଜ ରେ ସିଏ ସ୍ମରଣୀୟ ହୋଇ ରହିବ ବୋଲି ଆଇନଜିବୀ ପ୍ରଦୀପ ପୁରୋହିତ ମତ ପ୍ରକାଶ କରିଥିଲେ l ଏବଂ ରାମ ଶବରୀ କୁ  ଆଦର କରିବା , ସୁଗ୍ରୀବ ବିଭୀଷଣ ଭଳି ରାଜାଙ୍କ ସହ  ସଂପର୍କ ସ୍ଥାପନ କରିବା ଉଦାହରଣ ଦେଇ ଏସପି ଶ୍ରୀ ପଣ୍ଡା ମଧ୍ଯ ସବୁ ବର୍ଗ ଲୋକ ଙ୍କ ସହ ସୂ ସଂପର୍କ ରଖିଥିଲେ , ଭଲ ପାଉଥିଲେ ବୋଲି ଶ୍ରୀ ପୁରୋହିତ କହିଥିଲେ l ସବୁ ପ୍ରକାର ପ୍ରେସର୍ ମୁକ୍ତ ହେବା ପାଇଁ ସାମାଜିକ ସମ୍ବନ୍ଧ ହିଁ ଏକ ଟନିକ l ଯା ଦ୍ବାରା କି ଗୋଟେ କଠୋର ହୃଦୟ ବି ସାମାଜିକ ସମ୍ପର୍କ ରେ ତରଳି ଯାଏ ବୋଲି ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ମତ ରଖିଥିଲେ l ଏଵଂ ଶାମୁକା  ସମୁଦ୍ର ର ବୋଝ ସମ୍ଭାଳିବା ର ଉଦାହରଣ ଦେଇ ଜିଲ୍ଲା ର ଆଇନ ଶୃଙ୍ଖଳା ର ବୋଝ ଭିତରେ ବି ଏସପି ଶ୍ରୀ ପଣ୍ଡା ଙ୍କ ପ୍ରଫୁଲ୍ଲିତ ମନ ସମସ୍ତ ଙ୍କୁ ସମ୍ପର୍କ ରେ ବାନ୍ଧି ରଖିଥିଲା ବୋଲି କହିଥିଲେ l  ପୁସ୍ତକ ମେଳା ରେ ୟୁରିପିଏନ ଇତିହାସ କୁ ପୁଙ୍ଖlନୁପୁଙ୍ଖ ବଖାଣିବା ଶ୍ରୀ ପଣ୍ଡା ଙ୍କ ଭଳି ଜଣେ ବିଜ୍ଞ

ପୋଲିସ ଅଫିସର ଇତିହାସ ପ୍ରଫେସର ଠାରୁ କିଛି କମ୍ ନୁହେଁ ବୋଲି ଶ୍ରୀ କ୍ଷେତୀ କହିଥିଲେ l  ଜଣେ ପୋଲିସ୍ ଅଧିକାରୀ ହୋଇ ଆଇନ୍ ଶୃଙ୍ଖଳା ର ଗୁରୁ ଦାୟିତ୍ବ ସଙ୍ଗେ ସାମାଜିକ କ୍ଷେତ୍ର ରେ ସକ୍ରିୟ ଯୋଗ ଦାନ ଓ ଗଠନ ମୂଳକ କାର୍ଯ୍ଯ ରେ ପ୍ରେରଣା ର ଉତ୍ସ ପାଲଟିଥିବା ଏସପି ଶ୍ରୀ ପଣ୍ଡା ଙ୍କ ବ୍ୟକ୍ତିତ୍ବ ଖୁବ୍ ନିଆରା ବୋଲି ଉପସ୍ଥିତ ବୁଦ୍ଧିଜିବୀ ମତ ରଖିଥିଲେ l ଏବଂ ସଧାରଣ ଲୋକ ଙ୍କ ହୃଦୟ ଜିଣିବା ଏଭଳି ବ୍ୟକ୍ତିତ୍ବ କ୍ଵଚିତ ବୋଲି କହିଥିଲେ l ଶେଷରେ ସାମ୍ୱାଦିକ ମହାଦେବ ମଲ୍ଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି   10-Aug-2026
  ଜିଲ୍ଲା  
କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   10-Aug-2026
  ରାଜ୍ୟ  
ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   10-Aug-2026
  ଜିଲ୍ଲା  
*ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   10-Aug-2026
  ଜିଲ୍ଲା  
ତ୍ରିରଙ୍ଗା ମୟ ବିନିକା ସହର(ଶୋଭାଯାତ୍ରାରେ କମ୍ପିଲା ଦେଶାତ୍ମକବୋଧକ ସ୍ଲୋଗାନ)   10-Aug-2026
  ଜିଲ୍ଲା  
*କେଲିଆ ଶୈବପୀଠ ରେ ବଲବୋମ ଭକ୍ତ ଙ୍କ ଭିଡ଼*   10-Aug-2026
  ଜିଲ୍ଲା  
ବିନିକା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର (୬୩ଟିରୁ ୧୨ସମାଧାନ)   10-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ବଲାଙ୍ଗୀର ଜିଲ୍ଲାରେ ‘ହର ଘର ତ୍ରିରଙ୍ଗା’ ଓ ‘ବନ୍ଦେ ମାତରମ୍’ ଅଭିଯାନକୁ ବ୍ୟାପକ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ   10-Aug-2026
  ଜିଲ୍ଲା  
ନଦୀ କୂଳରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ   10-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସଂରକ୍ଷଣ ବିରୋଧି ଆନ୍ଦୋଳନ ର ଜରୁରୀ ବୈଠକ   10-Aug-2026
  ଜିଲ୍ଲା  
*ପଞ୍ଜୀକରଣ ପ୍ରକ୍ରିୟା ରେ ଜଟିଳତା ର ପ୍ରତିବାଦ କରି ସୁବର୍ଣ୍ଣପୁର ରେ ଚାଷୀ ଙ୍କ ଆନ୍ଦୋଳନ ଧମକ*-   10-Aug-2026
  ଜିଲ୍ଲା  
ହଳ ଚାଷ ପାଇଁ ବଳଦ ନେଇ ଯାଉଥୁଲେ, ବାଟରେ ଚାଲିଗଲା ଜୀବନ ବିଜୁ ଏକ୍ସପ୍ରେସ୍ ୱେରେ ୧୦୮ ଆମ୍ବୁଲାନ୍ସ ଧକା ରେ ଚାଷୀ ମୃତ   10-Aug-2026

You Might Also Like