-+91-9937148622 |

prerana_bgr@rediffmail.com |

  Friday 8th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏମ. ଆର.ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ଯରେ ଗ୍ରାହକ ପଞ୍ଚାୟତ ଦାବୀପତ୍ର    (08-May-2026)       ||      ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ   (08-May-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   (08-May-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   (08-May-2026)       ||      ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି    (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   (08-May-2026)       ||      ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ♦️ ଧାରଣାରେ ବସିଲେ ୱାର୍ଡ ବାସୀ    (08-May-2026)       ||      ୭କୋଟି ଟଙ୍କାରେ ସତୀଚୌରା ଶ୍ମଶାନର ହେବ ନବୀକରଣ   (08-May-2026)       ||      ଡିଜିପି ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ♦️ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-May-2026)       ||      *ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛିଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।*   (08-May-2026)       ||      ପୋଲିସ ସାମ୍ନାରେ ପିଟି ମାରିଦେଲେ   (07-May-2026)       ||      ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   (07-May-2026)       ||      ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   (07-May-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ    (07-May-2026)       ||      ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||     

HOME   ଜିଲ୍ଲା

ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ୨୦୨୪ ବର୍ଷ ତୀର୍ଥ ସ୍ଥାନ ଗୟା ଓ ବାରାଣସୀକୁ ଯାତ୍ରା

28-Jan-2024



କଲାହାଣ୍ଡି / ନର୍ଲା (ଦିପକ କୁମାର ସାହୁ )  ଗତ ୨୭.୧.୨୦୨୪ ରିଖ ସ୍ଥାନୀୟ ରେଡକ୍ରସ କଲ୍ୟାଣ ମଣ୍ଡପ ଠାରେ ଅପରାହ୍ନ ୪.୦୦ ଘ ସମୟରେ କଳାହାଣ୍ଡି ଜିଲ୍ଲାର ୨୨୦ ଜଣ ତୀର୍ଥଯାତ୍ରୀ ଙ୍କୁ ନେଇ ୬ ଟି ବସ ରାୟଗଡ଼ା ଅଭିମୁଖେ ଯାତ୍ରା କରିଛି। ତୀର୍ଥଯାତ୍ରୀ ମାନେ ରାୟଗଡ଼ାରୁ ରେଳ ଯୋଗେ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଛନ୍ତି।ତା ୨୭.୦୧.୨୦୨୪ ରିଖ ଠାରୁ ତା ୦୨.୦୨.୨୦୨୪ ରିଖ ପଯ୍ୟନ୍ତ ସ୍ବାସ୍ଥ୍ୟ ବ୍ୟବସ୍ଥା ସହ ଖାଦ୍ୟପେୟ  ର ସୁବ୍ୟବସ୍ଥା ସହ  ପଠାଯାଇଛି । ସେମାନଙ୍କର ଦାୟିତ୍ଵ ନିର୍ବାହ କରିବା ପାଇଁ ଜିଲ୍ଲାରୁ ୭ ଜଣ ଏସ୍କର୍ଟ ଅଫିସରଙ୍କୁ ଜିଲ୍ଲା ପ୍ରଶାସନ ଦାୟିତ୍ଵ ଅର୍ପଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରିଲୋଚନ ପାତ୍ର ମହାଶୟ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଶୁଭକାମନା ଓ ଅଭିନନ୍ଦନ ଜଣାଇଥିଲେ ଏବଂ ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାସହ ଜିଲ୍ଲା ପ୍ରଶାସନ ତରଫରୁ ଜର୍ଜ ଏମ କେରକେଟା ଡେପୁଟି ସି ଇ ଓ , ଓରମାସ,  ସୁବୋଧ ଛତ୍ରିଆ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, କଳାହାଣ୍ଡି ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏମ. ଆର.ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଦେଶ୍ଯରେ ଗ୍ରାହକ ପଞ୍ଚାୟତ ଦାବୀପତ୍ର    08-May-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   08-May-2026
  ରାଜ୍ୟ  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   08-May-2026
  ଜିଲ୍ଲା  
ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   08-May-2026
  ଜିଲ୍ଲା  
କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି   08-May-2026
  ଜିଲ୍ଲା  
କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   08-May-2026
  ଜିଲ୍ଲା  
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ♦️ ଧାରଣାରେ ବସିଲେ ୱାର୍ଡ ବାସୀ   08-May-2026
  ରାଜ୍ୟ  
୭କୋଟି ଟଙ୍କାରେ ସତୀଚୌରା ଶ୍ମଶାନର ହେବ ନବୀକରଣ   08-May-2026
  ରାଜ୍ୟ  
ଡିଜିପି ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ♦️ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-May-2026
  ଜିଲ୍ଲା  
*ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛିଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।*   08-May-2026
  ଜିଲ୍ଲା  
ପୋଲିସ ସାମ୍ନାରେ ପିଟି ମାରିଦେଲେ   07-May-2026

You Might Also Like