-+91-9937148622 |

prerana_bgr@rediffmail.com |

  Friday 8th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   (08-May-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   (08-May-2026)       ||      ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି    (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   (08-May-2026)       ||      ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ♦️ ଧାରଣାରେ ବସିଲେ ୱାର୍ଡ ବାସୀ    (08-May-2026)       ||      ୭କୋଟି ଟଙ୍କାରେ ସତୀଚୌରା ଶ୍ମଶାନର ହେବ ନବୀକରଣ   (08-May-2026)       ||      ଡିଜିପି ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ♦️ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-May-2026)       ||      *ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛିଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।*   (08-May-2026)       ||      ପୋଲିସ ସାମ୍ନାରେ ପିଟି ମାରିଦେଲେ   (07-May-2026)       ||      ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   (07-May-2026)       ||      ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   (07-May-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ    (07-May-2026)       ||      ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||      ନାବାଳକ ନିଖୋଜକୁ ୯ଦିନ ୫୦ ହଜାର ପୁରସ୍କାର ଘୋଷଣା କଲା ପୁଲିସ   (07-May-2026)       ||      ବଲାଙ୍ଗିର ସହରରେ ପିଇବା ପାଣି ସମସ୍ୟାକୁ ନେଇ ପ୍ରତିବାଦ   (07-May-2026)       ||     

HOME   ଜିଲ୍ଲା

ପାପଡାହାଣ୍ଡି ଶିକ୍ଷକ ଶିକ୍ଷୟତ୍ରୀ ର ବନ୍ଧୁ ମିଳନ

28-Jan-2024



ନବରଙ୍ଗପୁର:(ମିହିର ଶଙ୍କର ପାତ୍ର,)
ପାପଡାହାଣ୍ଡି ବ୍ଲକ ର 2006 ବ୍ୟାଚ ର ଶିକ୍ଷକ ଶିକ୍ଷୟତ୍ରୀ ର ନୂଆ ବର୍ଷ ର ବନ୍ଧୁ ମିଳନ l ଦୀର୍ଘ 17 ବର୍ଷ ପରେ ପାପଡାହାଣ୍ଡି ବ୍ଲକ ର ଜାମ୍ବଗୁଡା ଠାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ 65ଜଣ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l  କାର୍ଯ୍ୟକ୍ରମ ଆରମ୍ଭ ରେ ପ୍ରଥମେ ସ୍ବର୍ଗତ 4 ଜଣ ଶିକ୍ଷକ ବିଜୟ କୁମାର ସତାନାମୀ, ଦୁଷ୍ମନ୍ତ ମାଝୀ, ରମେଶ ଡ଼ଙ୍ଗରି, ଓ ତୁଶିର ନାୟକ ଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଏହି ଠାରେ ସମସ୍ତେ ନିଜ ଜୀବନରେ କଟି ଯାଇଥିବା କର୍ମମୟ ଜୀବନର ଅନୁଭୂତି ବିଷୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଶ୍ରୀ ଜଗନ୍ନାଥ ବେହେରା, ଶ୍ରୀ ପବିତ୍ର ମହନ ମାଝୀ, ଶ୍ରୀ ଅଜିତ କୁମାର ମଣ୍ଡଳ, ଓ ଶିକ୍ଷକ ଶ୍ରୀ ମନୋଜ କୁମାର ମାଝୀ ପରିଚାଳନା କରିଥିଲେ  l

ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ l ଶେଷରେ ସମସ୍ତେ ନିଜ ନିଜ ସୁଖ ଦୁଃଖ ରେ ସାମିଲ ହେବା ପାଇଁ ମତ ପ୍ରକାଶ କରିଥିଲେ l ଏମିତି ବନ୍ଧୁ ମିଳନ ପ୍ରତ୍ୟେକ ବର୍ଷ କରିବାକୁ ଚେଷ୍ଟା କରିବୁ ବୋଲି କହିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
*ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   08-May-2026
  ରାଜ୍ୟ  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   08-May-2026
  ଜିଲ୍ଲା  
ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   08-May-2026
  ଜିଲ୍ଲା  
କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି   08-May-2026
  ଜିଲ୍ଲା  
କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   08-May-2026
  ଜିଲ୍ଲା  
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ♦️ ଧାରଣାରେ ବସିଲେ ୱାର୍ଡ ବାସୀ   08-May-2026
  ରାଜ୍ୟ  
୭କୋଟି ଟଙ୍କାରେ ସତୀଚୌରା ଶ୍ମଶାନର ହେବ ନବୀକରଣ   08-May-2026
  ରାଜ୍ୟ  
ଡିଜିପି ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ♦️ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-May-2026
  ଜିଲ୍ଲା  
*ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛିଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।*   08-May-2026
  ଜିଲ୍ଲା  
ପୋଲିସ ସାମ୍ନାରେ ପିଟି ମାରିଦେଲେ   07-May-2026
  ଜିଲ୍ଲା  
ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   07-May-2026
  ରାଜ୍ୟ  
ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   07-May-2026

You Might Also Like