-+91-9937148622 |

prerana_bgr@rediffmail.com |

  Friday 8th May 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏମ. ଆର.ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗ୍ରାହକ ପଞ୍ଚାୟତର ଦାବୀପତ୍ର    (08-May-2026)       ||      ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ   (08-May-2026)       ||      *ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   (08-May-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   (08-May-2026)       ||      ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି    (08-May-2026)       ||      କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   (08-May-2026)       ||      ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ♦️ ଧାରଣାରେ ବସିଲେ ୱାର୍ଡ ବାସୀ    (08-May-2026)       ||      ୭କୋଟି ଟଙ୍କାରେ ସତୀଚୌରା ଶ୍ମଶାନର ହେବ ନବୀକରଣ   (08-May-2026)       ||      ଡିଜିପି ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ♦️ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   (08-May-2026)       ||      *ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛିଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।*   (08-May-2026)       ||      ପୋଲିସ ସାମ୍ନାରେ ପିଟି ମାରିଦେଲେ   (07-May-2026)       ||      ଡିସେମ୍ବର ସୁଦ୍ଧା ସମସ୍ତ ଜମି ମାମଲା ଶେଷ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିର୍ଦ୍ଦେଶ   (07-May-2026)       ||      ଦୀର୍ଘଦିନ ଧରି ହୋଟେଲରେ ଚାଲିଥିଲା ଜୁଆଖେଳ   (07-May-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ମହୋତ୍ସବ ହେବ ଜୁନ ୨୮ ରେ    (07-May-2026)       ||      ପୁଇଁନ୍ତଲା ବ୍ଲକ ଯାଦବ ସମାଜ ପକ୍ଷରୁ ସମ୍ବର୍ଦ୍ଧନା    (07-May-2026)       ||      ସାମାଜିକ ସୁରକ୍ଷା ଯୋଜନା ପ୍ରତି ଧ୍ୟାନ ଦିଅନ୍ତୁ ପ୍ରଶାସନ - ନରସିଂହ   (07-May-2026)       ||      ପ୍ରେମରେ ଅସଫଳ ହେବାରୁ ପ୍ରେମୀ ଯୁଗଳ ଙ୍କ ଆତ୍ମହତ୍ୟା l   (07-May-2026)       ||      ଓବିସି ଜାତିଭିତ୍ତିକ ଜନଗଣନା କରନ୍ତୁ ସରକାର   (07-May-2026)       ||      ସ୍ୱର୍ଗତ ଲଳିତ କୁମାର ନାୟକଙ୍କ ସ୍ମୃତିରେ ପ୍ରତିମୂର୍ତ୍ତି ଓ ଛକ ନାମକରଣ ପାଇଁ ଏକତ୍ରିତ ହେଲେ ଲଳିତ ପ୍ରେମୀ    (07-May-2026)       ||     

HOME   ଜିଲ୍ଲା

ବିଜୁ ପଟ୍ଟନାୟକ ମହିଳା ଡ଼ିଗ୍ରୀ କଲେଜ୍ ରେ ନୂଆଁ ଓ ଓଡିଆ ସାହିତ୍ୟ ପ୍ରତିଯୋଗୀତା

28-Jan-2024



ସୋନପୁର (ମନୋରଞ୍ଜନ ତ୍ରିପାଠୀ ) ମହିଳା ଡିଗ୍ରୀ କଲେଜ ରେ ନୂଆଁ - ଓ - ଓଡିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏ ଡି ଏମ ସୁର୍ଯ୍ୟ ନାରାୟଣ ଦାଶ ଯୋଗ ଦେଈ ଓଡ଼ିଆ  ସାହିତ୍ୟ ର ପ୍ରଗତି ପାଇଁ ଓଡିଆ ଭାଷା ର ବିକାଶ ନିହାତି ଜରୁରୀ ବୋଲି ମତ ରଖି ପ୍ରତ୍ୟେକ ଓଡ଼ିଆ ଓ ଡ଼ିଆ ସାହିତ୍ୟ ପଢ଼ିବା ଜରୁରୀ ବୋଲି କହିଥିଲେ l ଏବଂ କୃତୀ ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ମହା ବିଦ୍ୟାଳୟ ର ପାଠ ପଢା ପ୍ରତି ଓ ସମଗ୍ର ବିକାଶ ପ୍ରତି ଏଡିଏମ୍ ତଥା ପରିଚlଳନl କମିଟି ର ପ୍ରାକ୍ତନ ସଭାପତି ଶ୍ରୀ ଦାଶ ଙ୍କ ଅବଦାନ ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ଭlବେ ଥିବା ତାଙ୍କ ପ୍ରେରଣା ଓ ଆଶୀର୍ବାଦ କୁ ସ୍ମୁତି ମନ୍ଥନ କରି ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଭାବ ବିହ୍ବଳ ହୋଇ କାନ୍ଦି ପକାଇଥିଲେ l  ଅଭି ମନ୍ୟୁ କୁଶଳ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ସଭା କୁ ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ସଭା ସଂଯୋଜନl କରିଥିଲେ l ଅଧ୍ୟକ୍ଷା  ରିତା ରାଣୀ ପୁଝାରୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୋଡାଲ ଅଫିସର ପୁର୍ଣିମା ମିଶ୍ର ଓଡିଆ ସାହିତ୍ୟ ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ l ଅଧ୍ୟାପିକା ସଞ୍ଜୁ ରାଣୀ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ l *ଏଡିଏମ୍ ଙ୍କୁ ଭାବବିହ୍ବଳ ହୋଇ ବିଦାୟ ଦେଲେ ଛାତ୍ରୀ ଓ ଅଧ୍ୟାପିକା*-

ସୋନପୁର (ମନୋରଞ୍ଜନ ତ୍ରିପାଠୀ )
 ମହିଳା ଡିଗ୍ରୀ କଲେଜ ରେ ନୂଆଁ - ଓ - ଓଡିଆ ସାହିତ୍ୟ ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏ ଡି ଏମ ସୁର୍ଯ୍ୟ ନାରାୟଣ ଦାଶ ଯୋଗ ଦେଈ ଓଡ଼ିଆ  ସାହିତ୍ୟ ର ପ୍ରଗତି ପାଇଁ ଓଡିଆ ଭାଷା ର ବିକାଶ ନିହାତି ଜରୁରୀ ବୋଲି ମତ ରଖି ପ୍ରତ୍ୟେକ ଓଡ଼ିଆ ଓ ଡ଼ିଆ ସାହିତ୍ୟ ପଢ଼ିବା ଜରୁରୀ ବୋଲି କହିଥିଲେ l ଏବଂ କୃତୀ ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ l ମହା ବିଦ୍ୟାଳୟ ର ପାଠ ପଢା ପ୍ରତି ଓ ସମଗ୍ର ବିକାଶ ପ୍ରତି ଏଡିଏମ୍ ତଥା ପରିଚlଳନl କମିଟି ର ପ୍ରାକ୍ତନ ସଭାପତି ଶ୍ରୀ ଦାଶ ଙ୍କ ଅବଦାନ ଓ ପ୍ରତ୍ୟକ୍ଷ ଓ ପରୋକ୍ଷ ଭlବେ ଥିବା ତାଙ୍କ ପ୍ରେରଣା ଓ ଆଶୀର୍ବାଦ କୁ ସ୍ମୁତି ମନ୍ଥନ କରି ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀ ମାନେ ଭାବ ବିହ୍ବଳ ହୋଇ କାନ୍ଦି ପକାଇଥିଲେ l  ଅଭି ମନ୍ୟୁ କୁଶଳ ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଏହି ସଭା କୁ ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ସଭା ସଂଯୋଜନl କରିଥିଲେ l ଅଧ୍ୟକ୍ଷା  ରିତା ରାଣୀ ପୁଝାରୀ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୋଡାଲ ଅଫିସର ପୁର୍ଣିମା ମିଶ୍ର ଓଡିଆ ସାହିତ୍ୟ ର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ l ଅଧ୍ୟାପିକା ସଞ୍ଜୁ ରାଣୀ ସିଂ ଧନ୍ୟବାଦ୍ ଅର୍ପଣ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଏମ. ଆର.ପି ଉପରେ ନୀତି ନିର୍ଦ୍ଧାରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଗ୍ରାହକ ପଞ୍ଚାୟତର ଦାବୀପତ୍ର    08-May-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ବିଶ୍ଵ ରେଡକ୍ରସ ଦିବସ ପାଳିତ   08-May-2026
  ଜିଲ୍ଲା  
*ଡାବୁଗାଁରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣି*   08-May-2026
  ରାଜ୍ୟ  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ତରଫରୁ ଈଶ୍ୱରମ୍ମା ଦିବସ ପାଳିତ "ଈଶ୍ୱରମ୍ମା ଙ୍କ ଜୀବନ ଆଦର୍ଶ ମାନବ ସେବା,ସତ୍ୟ ଓ ପ୍ରେମର ପ୍ରତୀକ"   08-May-2026
  ଜିଲ୍ଲା  
ବରପାଲି ରେ ନକଲି ଖାଦ୍ୟ ସାମଗ୍ରୀ କାରଖାନା ସିଲ୍, ମାଲିକ ଫେରାର ।   08-May-2026
  ଜିଲ୍ଲା  
କଟକ ପୂର୍ତ୍ତ ବିଭାଗ ଡିଭିଜନକୁ ଛାଡ଼ୁନାହାନ୍ତି ଇଂଜିନିୟର: ୮ବର୍ଷରେ ୪ ଥର ବଦଳି, ତଥାପି ମୋହ ଗ୍ରାସିଛି   08-May-2026
  ଜିଲ୍ଲା  
କଟକ ପୂର୍ତ୍ତ ବିଭାଗ ଡିଭିଜନ-୧କୁ ଛାଡ଼ୁନାହାଁନ୍ତି ଇଂଜିନିୟର♦️ ୮ ବର୍ଷରେ ୪ଥର ବଦଳି ତଥାପି ଲୋଭ ଗ୍ରାସିଛି   08-May-2026
  ଜିଲ୍ଲା  
ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ♦️ ଧାରଣାରେ ବସିଲେ ୱାର୍ଡ ବାସୀ   08-May-2026
  ରାଜ୍ୟ  
୭କୋଟି ଟଙ୍କାରେ ସତୀଚୌରା ଶ୍ମଶାନର ହେବ ନବୀକରଣ   08-May-2026
  ରାଜ୍ୟ  
ଡିଜିପି ଏବଂ ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷଙ୍କ ସହିତ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ♦️ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ   08-May-2026
  ଜିଲ୍ଲା  
*ଜିଲ୍ଲାରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛିଖାଉଟି ଆତଙ୍କିତ ନ ହେବାକୁ ପରାମର୍ଶ।*   08-May-2026
  ଜିଲ୍ଲା  
ପୋଲିସ ସାମ୍ନାରେ ପିଟି ମାରିଦେଲେ   07-May-2026

You Might Also Like