-+91-9937148622 |

prerana_bgr@rediffmail.com |

  Saturday 8th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||      ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   (08-Aug-2026)       ||      ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   (08-Aug-2026)       ||      *ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   (08-Aug-2026)       ||      ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   (08-Aug-2026)       ||      କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   (08-Aug-2026)       ||      ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   (08-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   (08-Aug-2026)       ||      ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ    (08-Aug-2026)       ||      ଧର୍ମପରାୟଣା ମହିଳା କ୍ଷିତିସୂତା ମିଶ୍ରଙ୍କ ପରଲୋକ;ଶୋକରେ ଯୋଗୀସର୍ଡ଼ା ଗ୍ରାମ    (07-Aug-2026)       ||      ହାତୀ ଆକ୍ରମଣରେ ଘର ସମ୍ପୂର୍ଣ୍ଣ ଧ୍ୱଂସ; ଆହତ ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବି କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (07-Aug-2026)       ||      ଶିକ୍ଷକଙ୍କ ନ୍ୟାୟସଙ୍ଗତ ଦାବୀ ପାଇଁ ଏକାଠି ହେଲା ଓଷ୍ଟା;ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ସ୍ମାରକ ପତ୍ର    (07-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ପେନାଲଟିକ ସୁଟ ଜରିଆରେ ପାଦେରୀପଡା ଓ ସୁଣ୍ଡରୁମିଲା ଦଳ ବିଜୟୀ    (07-Aug-2026)       ||      "ଇନୋଭେସନ୍ ଓ ଷ୍ଟାର୍ଟଅପ୍ ପ୍ରତିଯୋଗିତା–୨୦୨୬"   (07-Aug-2026)       ||      ବର୍ଷାରେ ଭାଙ୍ଗିଲା ଘର ଅଳ୍ପେକ ବର୍ତିଲେ ବୃଦ୍ଧ ଦମ୍ପତି   (07-Aug-2026)       ||      ବନ୍ୟାକ୍ଷୟକ୍ଷତିର ଆକଳନ,ଚାଷୀଙ୍କୁ ସଠିକ ଦରରେ ସାରଯୋଗାଣ ନେଇ ପ୍ରଶାସନକୁ କାଳିକେଶଙ୍କ ନିର୍ଦ୍ଦେଶ   (07-Aug-2026)       ||      ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||     

HOME   ବିଶେଷ

ବଲାଙ୍ଗିର - ଜେଲ୍ ମେ ସୁଡ଼ଙ୍ଗ - ସଜା କାଟୁଥିବା କୁଖ୍ୟାତ ଡନ୍ ମାନଙ୍କ ପାଇଁ ଏଠାରେ ସବୁ ଜିନିଷ ହାତ ପାଆନ୍ତାରେ

18-Dec-2020



ବଲାଙ୍ଗୀର, (ମହେନ୍ଦ୍ର ଦର୍ଜି)- ଶୋଲେ ଫ୍ଲିମ୍ ରେ ଅସରାନି ଜେଲ୍ ମେ ସୁଡ଼ଙ୍ଗ ଡାଇଲଗ୍ କହିଥିଲା । ବର୍ତ୍ତମାନ ବଲାଙ୍ଗୀର ଜେଲ୍ ମେ ସୁଡ଼ଙ୍ଗ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଶାନ୍ତ ଧଳ ସାମନ୍ତ ବଲାଙ୍ଗୀର ଜେଲ୍ ରେ ସଜା କାଟୁଥିବା ବେଳେ ଜେଲ୍ ଭିତର ତା ପାଇଁ ଭୂସ୍ବର୍ଗ ପାଲଟିଛି । ଅନେକ ଅତ୍ୟାବଶ୍ୟକ ସାମଗ୍ରୀ ତା ପାଖକୁ ଅନାୟସରେ ପହଞ୍ଚିଛି । ଏକ ପ୍ରକାର ଅପରାଧିକ ସାମ୍ରାଜ୍ୟ ଜେଲ୍ ଭିତରେ ବିସ୍ତାର କରିବାରେ ଲାଗିଛି । ଜେଲ୍ କତୃପକ୍ଷ ଙ୍କ ଏଥିରେ ସଂପୃକ୍ତି ଥାଉ କିମ୍ବା ତାଙ୍କ ଅଜାଣତରେ ହେଉଥାଉ ଖୋଦ୍ ଜେଲ୍ କତୃପକ୍ଷ ଦାୟୀ । ମୁଖ୍ୟ ବିଷୟ ହେଉଛି ଜେଲ୍ ଭିତରକୁ ମୋବାଇଲ୍ ମନା ଥିବା ବେଳେ ଜେଲ୍ ଭିତରକୁ ମୋବାଇଲ୍ ଗଲା କିପରି । କିଏ ମୋବାଇଲ୍ ନେଇ ଜେଲ୍ ଭିତର ରହସ୍ୟ ବାହାରକୁ ଆଣିଲା । ଜେଲ୍ ଭିତର ଦୃଶ୍ୟ ବାହାରେ ଖୁଲମଖୁଲା ଘୁରି ବୁଲିଲା । ତେବେ କଣ ଜେଲ୍ ଭିତରେ ସୁଡ଼ଙ୍ଗ ଅଛି କି? ଜେଲ୍ ଭିତିରି ତଥ୍ୟ ତଥା ଭିଡିଓ ସର୍ବସାଧାରଣରେ ଘୁରି ବୁଲିଲା କିପରି । ଏଥିରୁ ଜଣାପଡେ ଜେଲ୍ କତୃପକ୍ଷ ଜେଲ୍ ସମ୍ଭାଳିବାକୁ ସମ୍ପୂର୍ଣ୍ଣ ବିଫଳ । ତେବେ ଏଭଳି ଅଯୋଗ୍ୟ ଅଧିକାରୀ ଙ୍କୁ ବଲାଙ୍ଗୀର ଜେଲ୍ ରେ ବର୍ତମାନ ପର୍ଯ୍ୟନ୍ତ କିପରି ଅବସ୍ଥାପିତ କରାଯାଇଛି ବୋଲି ଚର୍ଚ୍ଚା ହୁଏ । ଜେଲ୍ ଅଧିକାରୀ ଙ୍କ ଉପରେ କୌଣସି ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କିପରି । ଜେଲ୍ ମାନୁଆଲ ଅନୁଯାୟୀ କୌଣସି ବାହ୍ୟ ପଦାର୍ଥ ଜେଲ୍ ଭିତରକୁ ମନା । ତେବେ ଧଳ ସାମନ୍ତ ସେଲ୍ ଭିତର କୁ ବ୍ୟାୟାମ ସାମଗ୍ରୀ ଆସିଲା କିପରି ।ଛୁଞ୍ଚି , ଚାମୁଚ,ଅନ୍ୟାନ୍ୟ ସମ୍ବେଦନଶୀଳ ଜିନିଷ ଜେଲ୍ ଭିତରକୁ ମନା ଥିବା ବେଳେ ଧଳ ସାମନ୍ତ ଙ୍କୁ ଏ ସାମଗ୍ରୀ ମିଳିଲା କିପରି । ବାହ୍ୟ ସାମଗ୍ରୀ ଜେଲ୍ ଭିତରକୁ ଆସିବା ପୂର୍ବରୁ ଜେଲ୍ କତୃପକ୍ଷ ଙ୍କ ଯାଞ୍ଚ ପରେ ଭିତରକୁ ଯାଏ । ଖାଦ୍ୟ ସାମଗ୍ରୀ ଭିତରକୁ ନେବା ପୂର୍ବରୁ ଜେଲ୍ ଅଧିକାରୀ ସେହି ଖାଦ୍ୟ କୁ ପ୍ରଥମେ ଖାଇବା ଯୋଗ୍ୟ କି ନୁହେଁ ତଦାରଖ ପରେ ଜେଲ୍ ଭିତରକୁ ଯାଏ । ବିନା ଯାଞ୍ଚ ରେ ଖାଦ୍ୟ ତଥା ପ୍ରସାଧନ ସାମଗ୍ରୀ ଜେଲ୍ ଭିତରକୁ ଗଲା କିପରି । ଏ ସବୁ ତମାମ ପ୍ରଶ୍ନ ଏବେ ତଦନ୍ତ ପରିସରଭୁକ୍ତ ହେବା ଉଚିତ୍ l

 

 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା   08-Aug-2026
  ଜିଲ୍ଲା  
ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   08-Aug-2026
  ଜିଲ୍ଲା  
ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   08-Aug-2026
  ଜିଲ୍ଲା  
ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   08-Aug-2026
  ଜିଲ୍ଲା  
ସଂକୀର୍ତ୍ତନ ପ୍ରେମୀ ସୁରେନ୍ଦ୍ର କୁମାର ସାହୁ ଙ୍କ ପରଲୋକ   08-Aug-2026
  ରାଜ୍ୟ  
ସରକାରଙ୍କ ତୃଟିପୂର୍ଣ୍ଣ ଚାଷିପଞ୍ଜିକରଣ ନୀତି.. ପ୍ରଭାବିତ ହେବ ବଲାଙ୍ଗୀର ଜିଲ୍ଲାର ୫୦ହଜାର ହେକ୍ଟର ଚାଷଜମି,ବାଦପଡିବେ କ୍ଷୁଦ୍ର ଓ ନାମମାତ୍ର ଚାଷୀ   08-Aug-2026
  ଜିଲ୍ଲା  
*ମଦ ନିଶାରେ ଅମାନୁଷିକ ବ୍ୟବହାର, ଠେଙ୍ଗାରେ ପିଟି ପିଟି ମାରିଦେଲେ ସମ୍ପର୍କୀୟ ଭାଈକୁ*   08-Aug-2026
  ଜିଲ୍ଲା  
ରେଭେନ୍ଶା ଅଧ୍ୟାପକ ମାନଙ୍କପ୍ରତି ଅସଦା ଚରଣ ପ୍ରତିବାଦରେ କୁଳପତିଙ୍କୁ ସ୍ମାରକପତ୍ର   08-Aug-2026
କଟକରେ ଝାଡ଼ାବାନ୍ତିର କୌଣସି ଗୋଷ୍ଠୀ ସଂକ୍ରମଣ ନାହିଁ   08-Aug-2026
  ଜିଲ୍ଲା  
ବରଗଡ ଲୋକସଭା କ୍ଷେତ୍ରର ବିଭିନ୍ନ ରାଜମାର୍ଗର ତ୍ବରାନ୍ବିତ କାର୍ଯ୍ୟ,କେତେକ ଫ୍ଲାଇ ଓଭର ଓ ନୂତନ ରାଜମାର୍ଗ ର ଟେଣ୍ଡର ପ୍ରକ୍ରିୟା ଜାରି କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ନିତିନ ଗଡକରୀଙ୍କୁ ସାକ୍ଷାତ କଲେ ବରଗଡ ଲୋକସଭା ସାଂସଦ   08-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲର ଉଦ୍‌ଘାଟନି ଉତ୍ସବ   08-Aug-2026
  ଜିଲ୍ଲା  
ଛତିଶଗଡ଼ର ମାନ୍ୟବର ରାଜ୍ୟପାଳ ଶ୍ରୀ ରାମେନ ଡେକାଙ୍କ ସମ୍ବଲପୁର ଗସ୍ତ: ମା’ ସମଲେଶ୍ୱରୀ ମନ୍ଦିର , ହୁମା ମନ୍ଦିର ଓ ଲକ୍ଷ୍ମୀନାଥ ବେଜବରୁଆଙ୍କ ସାଧନା ଗୃହ ପରିଦର୍ଶନ କରିଲେ ରାଜ୍ୟପାଳ   08-Aug-2026

You Might Also Like