-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
13-Jan-2024
ହରଭଙ୍ଗା (ପ୍ରେରଣା ଖବର )
ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମପଞ୍ଚାୟତ ର ବଡ଼ ବାଗବର ଠାରେ ଥିବା ଆଦର୍ଶ ବିଦ୍ୟାଳୟ ରେ ଆଜକୁ ଦୁଇଦିନ ଧରି ଚାଲିଥିବା ବାର୍ଷିକ କ୍ରୀଡା ର ଉଦଯାପନୀ ହୋଇ ଯାଇଛି | କ୍ରୀଡା ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯିବାସହ,ଖେଳକୁଦ ରେ କୃତୀ ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରା ଯାଇଥିଲା | ABEO ଅଖିଳ ପ୍ରଧାନ, CRCC ପ୍ରଶାନ୍ତ କୁମାର ସାହୁ, ପ୍ରଧାନ ଶିକ୍ଷକ ଶିବାନନ୍ଦ ପୁରୋହିତ, ସହକାରୀ ଶିକ୍ଷକ ସାଇକୃଷ୍ଣ ବେହେରା, ରମେଶ ରଣା, ସ୍ନେହଲତା ନାୟକ, ଧରିତ୍ରୀ ବେହେରା, ଅନିତା ହୋତା ଏବଂ ବିଦ୍ୟାଳୟ ର ପରିଚାଳନା କମିଟି ର ସଭାପତି କରୁଣାକର ପ୍ରଧାନ ଓ ମୋ ସ୍କୁଲ ଅଭିଯାନ ର ସଭାପତି ଗୋପାଳ ବାଘ ପ୍ରମୁଖ ଉପସ୍ଥିତ ଥିଲେ |