-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   (29-Jun-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    (29-Jun-2026)       ||      ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   (29-Jun-2026)       ||      *ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   (29-Jun-2026)       ||      ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   (29-Jun-2026)       ||      ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   (29-Jun-2026)       ||      ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   (29-Jun-2026)       ||      ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   (29-Jun-2026)       ||      ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||     

HOME   ଜିଲ୍ଲା

ନୂଆପଡା ରେ ପୁଣି ସାମ୍ବାଦିକ ଆକ୍ରୋଶ ଶିକାର ।

13-Jan-2024



(ଡୋଲେସ୍ବର ଵାଗ )
ରାଜ୍ୟ ତଥା ରାଜ୍ୟ ବାହାରେ ବାରମ୍ବାର ସାମ୍ବାଦିକ ମାନେ କେବେ ରାଜନେତା ତ କେବେ ସରକାରୀ କର୍ମଚାରୀ ତ ଆଉ କେବେ ଅସାଧୁ ବ୍ୟକ୍ତି ଙ୍କ ଆକ୍ରମଣ ର ଶିକାର ହେଉଛନ୍ତି । ହେଲେ ସରକାର ଙ୍କ ଉକ୍ତ ଆକ୍ରମଣ କାରୀ ଙ୍କ ବିରୁଦ୍ଧ ଦୃଢକାର୍ଯ୍ୟାନୁଷ୍ଠାନ ନେଉଁଥିବାରୁ ତାହା କମିବା ବଦଳ ରେ ତାହା ବଢ଼ିବଢ଼ି ଚାଲିଛି । ଏଭଳି ଏକ ଘଟଣା ସାମ୍ନା କୁ ଆସିଛି ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ପଲସଦା ଗାଁ ରୁ । ଏଠି ସାମ୍ବାଦିକ ଙ୍କୁ ଆକ୍ରମଣ ନକରି ତାଙ୍କୁ ଅପମାନିତ କରିବା ସହ ଅସଭ୍ୟ ଭାଷାରେ ଗାଳଗୁଲଜ କରିବା ସହ ତାଙ୍କ ବୁମ ଙ୍କୁ ଟାଣି ଫିଙ୍ଗି ଦେଇଛନ୍ତି ଜଣେ ପ୍ରକ୍ସି ସରପଞ୍ଚ । ଵୁମ୍ ଫିଙ୍ଗି ଥିବା ବ୍ୟକ୍ତି ଜଣକ ହେଲେ ପଳସଦା ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ କୃଷ୍ଣ ବେହେରା ।  ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସମୟରେ ପଳସଦା ଗାଁରେ ଜଗନ୍ନାଥ ପ୍ରକଳ୍ପ ରଥ ଶୋଭାଯାତ୍ରା ଚାଲୁଥିବା ସମୟରେ ସ୍ଥାନୀୟ PEO ଙ୍କ ପ୍ରତିକ୍ରିୟା ଲୋଡିଥିଲେ G99 ଓ ଗାଁ ଗହଳି ଖବର ୱେବ୍ ଚ୍ୟାନେଲ ର ପ୍ରତିନିଧି ମିନିକେତନ ନାଏକ । ପ୍ରତିକ୍ରିୟା ନେଉଥିବା ସମୟରେ PEO ଜଣକ ମାତାଲ୍ ଥିବା ସ୍ପଷ୍ଟ ଜଣା ପଡୁଛି । ପ୍ରତିକ୍ରିୟା PEO ଙ୍କୁ ମାଗୁଥିଲେ ହେଲେ ଏଥିରେ ରାଗି ଯାଇ ସ୍ଥାନୀୟ ସରପଞ୍ଚ ଙ୍କ ସ୍ବାମୀ ସାମ୍ବାଦିକ ଙ୍କ ବୁମ ଟାଣି ଫିଙ୍ଗିଦେଇ ସାମ୍ବାଦିକ ଅନେକ ଭିତ୍ତି ହିନ ପ୍ରଶ୍ନ ପଚାରିଥିଲେ ।  ଏପାଖ ରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି ସାମ୍ବାଦିକ ଙ୍କ ହାତ ରୁ ବୁମ ଛଡ଼ାଇବା ର ଅଧିକାର ଦେଲାକିଏ । ସାମ୍ବାଦିକ ଜଣକ PEO ଙ୍କ ପ୍ରତିକ୍ରିୟା ଲୋଡୁ ଥିବା ସମୟରେ ଏଥିରେ ସରପଞ୍ଚ ଙ୍କ ସ୍ବାମୀ ହସ୍ତକ୍ଷେପ କରିବା ର କାରଣ କଣ । କେଉଁ ସ୍ବାର୍ଥ ରେ PEO ଙ୍କୁ ସେ ସୁରକ୍ଷା ଦେଉଥିଲେ ତାହା ଏବେ ପ୍ରଶ୍ନବାଚୀ । ଏ ବାବଦ ରେ ସାମ୍ବାଦକ ଜଣକ ବୋଡ଼େନ ଥାନା ରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବିଭିନ୍ନ ସାମ୍ୱାଦିକ ସଂଗଠନ ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ନେବା ସହ ଅସୁରକ୍ଷିତ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବା ସହ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି । ଗୋଟିଏ ପଟେ ରାଜ୍ୟ ସରକାର ପ୍ରକ୍ସୀ ସରପଞ୍ଚ ମାନେ ତାଙ୍କ ମନମୁଖୀ ଚଳାଇ ପାରିବେ ନାହିଁ, ପ୍ରମାଣ ମିଳିଲେ କାର୍ଯ୍ୟାନଷ୍ଠାନ କଥା କହୁଥିବା ବେଳେ ପଳସଦା ରେ ଏହାର ଖୁଲୁମଖୁଲା ଉଲଂଘନ ହେଉଛି । ଏବଂ ଏହାର ସଦ୍ୟ ଉଦାହରଣ ହେଉଛି ଆଜିର ଘଟଣା । ଜଣେ ସାମ୍ବାଦିକ ସ୍ଥାନୀୟ ପଞ୍ଚାୟତ କର୍ମଚାରୀ ଙ୍କ ସହ କଥାବାର୍ତ୍ତା ସମୟରେ ସରପଞ୍ଚ  ବଦଳରେ ତାଙ୍କ ସ୍ବାମୀ ଦାଦାଗିରି କରିବା ହାସ୍ୟାସ୍ପଦ ଘଟଣା । ଏହାକୁ ନେଇ ସାମ୍ବାଦିକ ମହଲ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳୁଥିବା ବେଳେ ଆଜି ଜିଲ୍ଲା   ବିଭିନ୍ନ ସଂଘ ର ଶତାଧିକ ସାମ୍ବାଦିକ ବୋଡ଼େନ IIC ଓ ବୋଡ଼େନ ବିଡ଼ିଓ ଙ୍କୁ ଭେଟି ଦୋଷୀ ଙ୍କ ବିରୁଦ୍ଧ ରେ କାର୍ଯ୍ୟାନଷ୍ଠାନ  ସହ ପୀଡ଼ିତା ସାମ୍ବାଦିକ ଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଦୋଷୀ ଙ୍କ ବିରୁଦ୍ଧ ରେ  କାର୍ଯ୍ୟାନୁଷ୍ଠାନ ନହେଲେ ସମୂହ ସାମ୍ବାଦିକ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ସମୂହ ସାମ୍ବାଦିକ ଚେତାବନୀ ଦେଇଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍କର୍ପିଓ ଗାଡିରେ ୨୨କେଜି ଗଞ୍ଜେଇ ଚାଲାଣ, ଜଣେ ଗିରଫ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ ସୋସାଇଟିର ବୈଠକ    29-Jun-2026
  ଜିଲ୍ଲା  
ଡାବୁଗାଁ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ   29-Jun-2026
  ଜିଲ୍ଲା  
*ମଦ ବିକ୍ରୀ ବନ୍ଦ ସହ ଗ୍ରାମ ର ବିଭିନ୍ନ ସମସ୍ୟା ନେଇ ମହିଳାଙ୍କ ବଜ୍ର ଶପଥ*   29-Jun-2026
  ଜିଲ୍ଲା  
ବାଟରେ ଅଟକିଗଲା ଆମ୍ବୁଲାନ୍ସ, ଏକ କିଲୋମିଟର ଦୂରକୁ ଷ୍ଟ୍ରେଚରରେ ବୁହାହେଲେ ରୋଗୀ   29-Jun-2026
  ଜିଲ୍ଲା  
ଅତାବିରାରେ କାର୍ଯ୍ୟକର୍ତ୍ତାଙ୍କ ସହ ମନ୍ କି ବାତ୍‌ର ୧୩୫ତମ ସଂସ୍କରଣ ଶୁଣିଲେ ସାଂସଦ ପ୍ରଦୀପ ପୁରୋହିତ   29-Jun-2026
  ଜିଲ୍ଲା  
ବରପାଲି ପୋଲିସର ସଫଳତା: ଚୋରି ମାମଲାରେ ଦୁଇ ଅଭିଯୁକ୍ତ ଗିରଫ, ମୋଟରସାଇକେଲ ଉଦ୍ଧାର   29-Jun-2026
  ଜିଲ୍ଲା  
ପରିବର୍ତ୍ତନର ସ୍ୱର ଡ଼ଃ ସୋନିଆ ଗୋଲ୍ଡି ଅଗ୍ରୱାଲ   29-Jun-2026
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026

You Might Also Like