-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
06-Jan-2024
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର ବ୍ଲକ୍ ଛକ ଦୁର୍ଘଟଣାରେ ବାପ ପୁଅ ମୃତ୍ୟୁ ଘଟଣା ପରେ ଫେରାର ହୋଇଥିବା ହାଇୱା ଗାଡ଼ି ଡ଼୍ରାଇଭର ବୀରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ ବୁଠୀ ପଦର ଗ୍ରାମ ର ନରେନ୍ଦ୍ର ରାଉତ (୨୮) କୁ ଗତକାଲି ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ ପରେ ସୋନପୁର ଜେଲକୁ ପଠାଇଛି। ସୋନପୁର ଥାନା ପିଏସ କେଶ ନମ୍ୱର୍ ୧/୨୪ ସେକ୍ସନ ୨୭୯/ ୩୦୪ (A) IPC ଧାରାରେ ମାମଲା ରୁଜ୍ଜୁ କରି ଡ୍ରାଇଭର ନରେନ୍ଦ୍ର କୁ ଗିରଫ କରି ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ବିଷୟ ଭlରପ୍ରlପ୍ତ ଥାନା ଅଧିକାରୀ ପଦ୍ମlସିନି ମେହେର ସୁଚନା ଦେଇଛନ୍ତି l