-+91-9937148622 |

prerana_bgr@rediffmail.com |

  Thursday 16th July 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||      ୨୦୨୩ ବ୍ୟାଚ ଓଏଏସ୍ ପ୍ରଶିକ୍ଷାର୍ଥୀଙ୍କ ସହିତ ଭାବ ବିନିମୟ କଲେ ରାଜ୍ୟପାଳ♦️କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନାଗୁଡ଼ିକ ସମ୍ପର୍କରେ ଜ୍ଞାନ ହାସଲ କରିବା ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱାରୋପ   (15-Jul-2026)       ||      ସଇଁତଲା ବ୍ଲକସ୍ତରୀୟ ଖେଳ କୁଦ, କାର୍ଯ୍ୟକାରୀ କମିଟିର ବୈଠକ    (15-Jul-2026)       ||      *ଡାବୁଗାଁ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ନେତ୍ର ଉତ୍ସବ*   (15-Jul-2026)       ||     

HOME   ଜିଲ୍ଲା

ପୁରୁଣା ପୋଖରୀକୁ ନୁଆ କହି ଲକ୍ଷାଧିକ ଟଙ୍କା ହରିଲୁଟ

29-Dec-2023



ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଳ୍ଲା ଜଳ ବିଭାଜିକା ମିଶନ କାର୍ଯ୍ୟlଳୟ ତରଫରୁ ବୀରମହାରାଜପୁର ବ୍ଳକ ର ଜଟେସିଂହା ଗ୍ରା.ପ ରେ ପୁର୍ବରୁ କାଗଜ ପତ୍ରରେ କମ ଜମି କୁ ଅଧିକ କହି ବୃକ୍ଷରୋପଣ ନାମରେ ଲକ୍ଷାଧିକ ଟଙ୍କା ଚଳୁ କରିବା ପରେ ଏବେ ପୁରୁଣା ପୋଖରୀ କୁ ନୁଆ ଦର୍ଶାଯାଇ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଉକ୍ତ ପଞ୍ଚାୟତ ଅନ୍ତର୍ଗତ ଚନ୍ଦଳି  ପାହାଡ ପାଖରେ ଗତ ୨୦୨୨-୨୩ ରେ ମନରେଗା ଯୋଜନା ରୁ ଗାଁ ରେ ଏକ କ୍ଷେତ୍ର ପୋଖରୀ ପାଇଁ କୋଡ ନମ୍ବର ୨୪୨୭୦୦୨/ଆ.ଏଫ/୧୦୭୬୦୯୪୮ ରେ କାର୍ଯ୍ୟ ଅନୁମୋଦନ କରି ୨ ଲକ୍ଷ ଟଙ୍କା ମଞ୍ଜୁର କରିଥିଲେ କିନ୍ତୁ ଉକ୍ତ ସ୍ଥାନରେ ପୁର୍ବରୁ ବହୁ ପୁରୁଣା ପୋଖରୀ ଥିଲା ଉକ୍ତ ପୋଖରୀ ନିକଟରେ ଏକ ସୂଚନା ଫଳକ ଦେଇ, ତାହା ପୁଣି ଲୋକ ଙ୍କୁ ଅନ୍ଧାରରେ ରଖିବାକୁ ଭୁଲ ସୁଚନା ଦେଇ ମଞ୍ଜୁର ହୋଇଥିବା ଟଙ୍କା କୁ ଲୁଟ କରିଛନ୍ତି ବିଭାଗୀୟ କର୍ମଚାରୀ । ସୁଚନା ଥାଉ କି ଏହି ପାହାଡ ପାଖରେ ଥିବା ପୁରୁଣା ପୋଖରି କୁ ଜଳବିଭାଜିକା କାର୍ଯ୍ୟାଲୟ ତରଫରୁ ଏକ ନୁତନ ପୋଖରୀ ଖୋଲିବାକୁ ବିଭାଗ ତରଫରୁ ମନରେଗା ଯୋଜନାରୁ ଟଙ୍କା ମଞ୍ଜୁର କରିଥିଲେ । ଟଙ୍କା ମଞ୍ଜୁର ହେବା ପରେ ଜଳବିଭାଜିକା କାର୍ଯ୍ୟାଳୟ ର ବୀରମହାରାଜପୁର ଦାୟିତ୍ୱରେ ଥିବା ଓଭରସିୟର ହରେଶ କୁମାର ପଧାନ କିଛି ସ୍ଥାନୀୟ ଦଲାଲ କୁ ନେଇ ଉକ୍ତ ପୁରୁଣା ପୋଖରୀ କୁ ସମ୍ପୁର୍ଣ୍ଣ ନୁଆ ଦର୍ଶାଯାଇ ୨ ଲକ୍ଷ ଟଙ୍କାରୁ ପ୍ରାୟ ୧ଲକ୍ଷ୬୮ହଜାର ଟଙ୍କା ଲୁଟ କରିଥିବା ଜଣାଯାଇଛି । ଉକ୍ତ ପୋଖରି ନିଟରେ ଦେଇଥିବା ସୁଚନା ଫଳକରେ ୨୦୨୨-୨୩ କାମ କୁ ଭୂଲ ସୁଚନା ଦେଇ ୨୦୨୧-୨୨ ଲେଖାଯାଇଥିବା ରୁ ପୁରୁଣା ପୋଖରୀ କହି ପୋଖରୀ ଟଙ୍କା କୁ ଓଭରସିୟର ଶ୍ରୀଯୁକ୍ତ ପଧାନ ଓ ସ୍ଥାନୀୟ ଦଲାଲ ଚଳୁ କରିଥିବା ବେଳେ ଏ ନେଇ ବୀରମହାରାଜପୁର ଦାୟିତ୍ୱରେ ଥିବା ସହକାରି ଯନ୍ତ୍ରୀ ଶମ୍ଭୁ ଭୂଷଣ ଭୋଇ ଙ୍କୁ ଯୋଗାଯୋଗ କରାଯିବା ରୁ ଆମ ପାଖରେ ସେ ନେଇ ଖବର ନାହିଁ ଆପଣ ଙ୍କ ଠାରୁ ଖବର ପାଇଁ କଣ ହୋଇଛି ତଦନ୍ତ ପରେ ଜଣାପଡିବ l ପରେ ଜିଲ୍ଲା ମୁଖ୍ୟ ତଥା ବିଭାଗୀୟ ପ୍ରକଲ୍ପ ନିର୍ଦ୍ଦେଶକ ଙ୍କୁ ଯୋଗାଯୋଗ କରାଯିବା ରୁ ତାଙ୍କ ନମ୍ବର ଟି ସୁଇଚ ଅଫ ରହିଥିଲା ।  ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   16-Jul-2026
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   15-Jul-2026
  ଜିଲ୍ଲା  
*ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   15-Jul-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   15-Jul-2026

You Might Also Like