-+91-9937148622 |

prerana_bgr@rediffmail.com |

  Thursday 16th July 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ    (16-Jul-2026)       ||      ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ    (16-Jul-2026)       ||      ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   (16-Jul-2026)       ||      କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   (16-Jul-2026)       ||      କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   (16-Jul-2026)       ||      *ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   (16-Jul-2026)       ||      ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   (16-Jul-2026)       ||      *ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   (16-Jul-2026)       ||      ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   (16-Jul-2026)       ||      ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l    (16-Jul-2026)       ||      ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   (15-Jul-2026)       ||      ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   (15-Jul-2026)       ||      ନୂଆପଡ଼ା ଜିଲ୍ଲା ବର୍ଷୀୟାନ ଜନନାୟକ ସ୍ୱର୍ଗୀୟ ଘାସିରାମ ମାଝୀଙ୍କ ଜନ୍ମ ଜୟନ୍ତୀ ପାଳିତ   (15-Jul-2026)       ||      *ଜିଲ୍ଲା ସ୍ତରୀୟ ବିଶ୍ୱ ଜନ ସଂଖ୍ୟା ଦିବସ ପାଳିତ* -   (15-Jul-2026)       ||      ତେନ୍ତୁଳିଖୁଣ୍ଟି ବିଦ୍ୟାଳୟରେ ପରିଚାଳନା କମିଟି ଗଠନ   (15-Jul-2026)       ||      ଜନ୍ମଦିନରେ ସମର୍ଥକ କଲେ ରକ୍ତଦାନ ଶିବିର, ନେତା କଲେ ରୋଗୀଙ୍କୁ ଫଳ ବଣ୍ଟନ।   (15-Jul-2026)       ||      *ନବରଙ୍ଗପୁର ଜିଲ୍ଲା ରେ ସାମ୍ବାଦିକ ପରିଚୟ ଦେଇ ଚାନ୍ଦା ଆଦାୟ ଅଭିଯୋଗ*   (15-Jul-2026)       ||      ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ, ପାରମ୍ପରିକ ଲୋକକଳା ପ୍ରଦର୍ଶନ, ସିଧା ପ୍ରସାରଣ ତଥା ଏଲଇଡି ସ୍କ୍ରିନ/ଡିସପ୍ଲେ ମାଧ୍ୟମରେ ଅଧିକରୁ ଅଧିକସଂଖ୍ୟକ ଜଗନ୍ନାଥପ୍ରେମୀଙ୍କ ନିକଟରେ ପହଞ୍ଚିବା ଉପରେ ଗୁରୁତ୍ୱାରୋପ   (15-Jul-2026)       ||      *କୁକୁଡ଼ା ଗାଲିରେ ଚଢ଼ଉ..୧୦ ବାଇକ୍ ଜବତ, ୬ ଗିରଫ*   (15-Jul-2026)       ||      ଜଗନ୍ନାଥଙ୍କ ନେତ୍ରୋସବ ଓ ନବଜୀବନ ଦର୍ଶନ   (15-Jul-2026)       ||     

HOME   ଜିଲ୍ଲା

ଆଜିର ଦିନରେ ଲୋକକଳା ସଂସ୍କୃତି କୁ ବଞ୍ଚେଇବାରେ ଗଣମାଧ୍ୟ୍ୟମ ର ପ୍ରମୁଖ ଭୂମିକା ରହିଛି ।

29-Dec-2023




 
ରେଢ଼ାଖୋଲ- ସମ୍ବଲପୁର -(ସଂଜୀବପାଣିଗ୍ରାହୀ) - ଲୋକ ମହୋତ୍ସବ 2024 ହେବାକୁ ଥିବା ବେଳେ ଆରମ୍ଭ ହୋଇଯାଇଛି ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ କାର୍ଯ୍ୟକ୍ରମ l ଆଜି ରେଢ଼ାଖୋଲ ବ୍ଳକ ସ୍ଥିତ ରାଜୀବ ଭବନ ଠାରେ ରେଢ଼ାଖୋଲ ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ କ୍ରମରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ସମ୍ବଲପୁର ଲୋକ ମହୋତ୍ସବ ର ଆଲୋଚନା ଚକ୍ର ଉପସମିତି ର ଆବାହକ  ମାହେଶ୍ୱରୀ ପ୍ରସାଦ ପାଣିଗ୍ରାହୀ ଙ୍କର ଅଧ୍ୟକ୍ଷତା ରେ ଆୟୋଜିତ ଆଲୋଚନା ଚକ୍ର ରେ ମୁଖ୍ୟଅତିଥି ଭାବରେ ରେଢ଼ାଖୋଲ ବି.ଡି.ଓ. ମନୋଜ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ରେଢ଼ାଖୋଲ ବ୍ଳକ ଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ରେଢ଼ାଖୋଲ ବ୍ଳକ ଗ୍ରାମ ପଞ୍ଚାୟତ ଅଧିକାରୀ ପଞ୍ଚାନନ ବେହେରା ଓ ମୁଖ୍ୟ ବକ୍ତା ଭାବରେ ସଂସ୍କୃତିବିତ ସୂର୍ଯ୍ୟ ପାଣିଗ୍ରାହୀ ଯୋଗ ଦେଇଥିଲେ l ଲୋକକଳା ସଂସ୍କୃତି ର ସଂରକ୍ଷଣ ରେ ଗଣମାଧ୍ୟମ ଓ କଳାକାର ର ଭୂମିକା ଶୀର୍ଷକ ଆଲୋଚନା ଚକ୍ର ରେ ରେଢ଼ାଖୋଲ ବ୍ଳକ, ରେଢ଼ାଖୋଲ ଏନ.ଏ.ସି., ଯୁଯୁମୁରା ବ୍ଲକ, ନାକଟିଦେଉଳ ବ୍ଳକ ର କଳାକାର ଓ ସଂସ୍କୃତି ପ୍ରେମୀ ତଥା ସାମ୍ବାଦିକ ମାନେ ଯୋଗ ଦେଇଥିଲେ l
ପ୍ରାରମ୍ଭ ରେ ମାଁ ସମଲେଶ୍ୱରୀ ଙ୍କ ପ୍ରତିକୃତି ରେ ପୂଜା ଅର୍ଚନା ପରେ ଗତକାଲି ରେଢ଼ାଖୋଲ ସଡ଼କ ଦୁର୍ଘଟଣା ରେ ମୃତ୍ୟବରଣ କରିଥିବା ବ୍ୟକ୍ତି ଙ୍କର ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା l ଆଲୋଚନା ଚକ୍ର ରେ ଆଲୋଚନା ଚକ୍ର ଉପସମିତି ର ଆବାହକ ଶ୍ରୀ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଅତିଥି ପରିଚୟ ପ୍ରଦାନ କରି ଲୋକ ସଂସ୍କୃତି ର ସଂରକ୍ଷଣ ହେବା ବିଷୟରେ ସୂଚନା ଦେଇଥିଲେ l ମୁଖ୍ୟଅତିଥି ଶ୍ରୀ ମେହେର ଉପଖଣ୍ଡ ସ୍ତରୀୟ ଲୋକ ମହୋତ୍ସବ ଦ୍ୱାରା ସ୍ଥାନୀୟ କଳାକାର ଉପକୃତ ହେବେ ବୋଲି କହିଥିଲେ l ସମ୍ମାନିତ ଅତିଥି ବ୍ଳକ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଲୋକ ସଂସ୍କୃତି ଓ ଲୋକ କଳାକାର ଙ୍କର ଉନ୍ନତି ପାଇଁ ଗୁରୁତ୍ୱ ର ଆବଶ୍ୟକତା ରହିଛି ବୋଲି ମତ ରଖିଥିଲେ l
ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶ୍ରୀ ପାଣିଗ୍ରାହୀ ଲୋକ କଳା ସଂସ୍କୃତି ର ସଂରକ୍ଷଣ ଯେଉଁ ସ୍ତରରେ ହେବାର ଆବଶ୍ୟକତା ରହିଛି ତାହା ହେଉନାହିଁ ଓ ଏହାର ସଂରକ୍ଷଣ ଓ ପ୍ରଚାର ପ୍ରସାର ରେ ଗଣମାଧ୍ୟମ ର ଭୂମିକା ରହିଛି, କଳାକାର ମାନଙ୍କର ମଧ୍ୟ ସେତିକି ଦାୟିତ୍ୱ ରହିଛି ବୋଲି କହିଥିଲେ l ସେହି ଲକ୍ଷ୍ୟ ରେ ହିଁ 1997 ମସିହା ରେ ସମ୍ବଲପୁର ଲୋକ ମହୋତ୍ସବ ଆରମ୍ଭ ହୋଇଥିଲା, ହେଲେ   ସମାଜ ର ତଳସ୍ତରରେ ଯେତିକି କାର୍ଯ୍ୟ ହେବା କଥା ହୋଇପାରିନାହିଁ l
ଆଲୋଚନା ଚକ୍ର ରେ ରେଢ଼ାଖୋଲ ର ସାମ୍ବାଦିକ ପ୍ରସନ୍ନ ପ୍ରଧାନ, ରମାକାନ୍ତ ମହାନନ୍ଦ, ସୁଶାନ୍ତ ନାଗ ତଥା ରେଢ଼ାଖୋଲ ବ୍ଳକ ବି.କେ.ଏସ.ଏସ ର ଉପସଭାପତି ଡ଼. ସାଲେଗ୍ରାମ ନାଏକ ପ୍ରମୁଖ  ଅଂଶଗ୍ରହଣ କରି ରେଢ଼ାଖୋଲ ଅଞ୍ଚଳ ର କଳାକାର ଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକ ରହିଛି ବୋଲି ମତ ରଖିଥିଲେ l ଶେଷରେ ସମ୍ବଲପୁର ଲୋକ ମହୋତ୍ସବ ର ଆଲୋଚନା ଚକ୍ର ଉପସମିତି ର ଯୁଗ୍ମ ଆବାହକ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ଏହି ଆଲୋଚନା ଚକ୍ର ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଶରତ କୁମାର ପ୍ରଧାନ, ବୁର୍ଡ଼l ସରପଞ୍ଚ ରାଜା ପାଳ,ସାମ୍ବାଦିକ ଦେବାନନ୍ଦ ପ୍ରଧାନ, ସୁଶାନ୍ତ କୁମାର ପ୍ରଧାନ, ଅଚ୍ୟୁତ କୁମାର ପୁରୋହିତ, ରଂଜିତ କୁମାର ଦେହୁରୀ, ଶଙ୍କର ପୃଷ୍ଟି, ରଶ୍ମି ରଞ୍ଜନ ଖଡ଼ିରତ୍ନ, ଦୁଷ୍ମନ୍ତ ପ୍ରଧାନ ଓ ଅନିଲ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଘରିଆ ଜ୍ଯୋତି ଚତୁର୍ବିଂଶ ସଂସ୍କରଣ ଉନ୍ମୋଚନ   16-Jul-2026
  ଜିଲ୍ଲା  
ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ   16-Jul-2026
  ଜିଲ୍ଲା  
ପୁରୀ ରଥଯାତ୍ରାରେ ସାମିଲ ହେଲେ ରାଜ୍ୟପାଳ   16-Jul-2026
  ଜିଲ୍ଲା  
କଟକରେ ବିଭିନ୍ନ ସ୍ଥାନମାନଙ୍କରେ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ରାଣୀହାଟଠାରେ ଛେରା ପହଁରା କରିଲେ ଜିଲ୍ଲାପାଳ   16-Jul-2026
  ଜିଲ୍ଲା  
କଟାପାଲି ଡିଗ୍ରୀ ମହାବିଦ୍ୟାଳୟ ରେ ଶକ୍ତି ଶ୍ରୀ କାର୍ଯ୍ୟକ୍ରମ   16-Jul-2026
  ଜିଲ୍ଲା  
*ଡାବୁଗାଁ ରେ ପାଳିତ ହେଲା ଜଗନ୍ନାଥ ରଥଯାତ୍ରା*   16-Jul-2026
  ଜିଲ୍ଲା  
ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନ ସାମିଲ   16-Jul-2026
  ଜିଲ୍ଲା  
*ଆର୍ ଏମ୍ ଡିଜିଟାଲ ଟିଭି ଉନ୍ମୋଚିତ*-   16-Jul-2026
  ଜିଲ୍ଲା  
ଦିଗଶିରା ହାଇସ୍କୁଲରେ ନୂତନ ପରିଚାଳନା କମିଟି ଗଠିତ   16-Jul-2026
  ଜିଲ୍ଲା  
ଲୋଇସିଂହା ଠାରେ ବିଜେପି 34 ନମ୍ବର ଜୋନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ l   16-Jul-2026
  ଜିଲ୍ଲା  
ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ   15-Jul-2026
  ଜିଲ୍ଲା  
ଗଜବନ୍ଧରେ ମଦ ମୃତ୍ୟୁ ! ଦୁଇ ଭାଇଙ୍କ ମୃତ୍ୟୁ   15-Jul-2026

You Might Also Like