-+91-9937148622 |

prerana_bgr@rediffmail.com |

  Sunday 22nd March 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   (22-Mar-2026)       ||      ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   (22-Mar-2026)       ||      *ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   (22-Mar-2026)       ||      କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ    (22-Mar-2026)       ||      ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ    (22-Mar-2026)       ||      *ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   (22-Mar-2026)       ||      ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   (22-Mar-2026)       ||      ୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    (21-Mar-2026)       ||      ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   (21-Mar-2026)       ||      ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   (21-Mar-2026)       ||      ସୁନାମୁଦିରେ ପଡ଼ା ସ୍ତରୀୟ ପୁଷ୍ଟି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ   (21-Mar-2026)       ||      ବୁବେଲ ସ୍କୁଲରେ ପିଏମଶ୍ରୀ ବାର୍ଷିକ ଉତ୍ସବ    (21-Mar-2026)       ||      ରାଜ୍ୟସ୍ତରୀୟ ଓଷ୍ଟା ମେଧା ଅନ୍ବେଷଣରେ ବଲାଙ୍ଗୀରର ଶ୍ରେଷ୍ଠ ପ୍ରଦର୍ଶନ    (21-Mar-2026)       ||      ଡୁଙ୍ଗୁରିପାଲି: ଅଧ ଘଣ୍ଟା ବ୍ୟବଧାନରେ ମା ପୁଅ ଆଖି ବୁଜିଲେ    (21-Mar-2026)       ||      ଜିଲ୍ଲା ଅଭିଯୋଜନ ନିର୍ଦ୍ଦେଶାଳୟର ନୂତନ କାର୍ଯ୍ୟାଳୟ ଉଦଘାଟିତ   (21-Mar-2026)       ||      ବିଶ୍ଵ ପଖାଳ ଦିବସ ଓ ବିଶ୍ଵ କବିତା ଦିବସ ଉପଲକ୍ଷେ ଅଭାଷୀ ମାଧ୍ୟମରେ ବହୁଭାଷୀ କବିତା ଆସର    (21-Mar-2026)       ||      ବିଶ୍ୱ ବନଦିବସ ପାଳିତ.. ବଲାଙ୍ଗୀରରେ ଜଙ୍ଗଲ ଓ ଅର୍ଥନୀତିର ନୀବିଡ ସମ୍ପର୍କ ରହିଛି-ଆରସିସିଏଫ   (21-Mar-2026)       ||      ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ପଖାଳ ଦିବସ   (21-Mar-2026)       ||     

HOME   ଜିଲ୍ଲା

ଭାଷା - ସଂସ୍କୃତି ସ୍ଵାଭିମାନ ପଦଯାତ୍ରା ରେ ସାମିଲ୍ ହେଲେ ଅଭିନେତା ମନୋଜ ମିଶ୍ର

23-Dec-2023



ନୂଆଁପଡ଼ା (ବିଶି ଚନ୍ଦନ ମାଝୀ ): ବରଗଡ଼ ଜିଲ୍ଲା ପ୍ରସିଦ୍ଧ ପ୍ରଜ୍ୟଟନ କ୍ଷେତ୍ର ନୃସିହନାଥ ଠାରୁ ଆସନ୍ତା କାଲି ଭାଷା ସଂସ୍କୃତି ସ୍ଵାଭିମାନ ଯାତ୍ରା ବାହାରିଥିଲା l ଏହି ସ୍ଵାଭିମାନ ଯାତ୍ରା ୨୨ଡିସେମ୍ବରରୁ ୨୭ଡିସେମ୍ବର ୨୦୨୩ ପ୍ରଯ୍ୟନ୍ତ ଚାଲୁ ରହିବ l ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପଦଯାତ୍ରା କରିବା ସହ ଲୋକଙ୍କ ମଧ୍ୟରେ ଭାଷା ଓ ସଂସ୍କୃତିକୁ ନେଇ ଜାଗ୍ରତ କରିବ l ଏହି ସ୍ଵାଭିମାନ ଯାତ୍ରାର ଆବାହକ ପଶ୍ଚିମାଞ୍ଚଲ ପିପୁଳ୍ପ ଫୋରମ୍ ନେତୃତ୍ବରେ ପଦଯାତ୍ରା ଆରମ୍ଭ ହୋଇ ଯାଇଛି l ଏହି ଶୋଭାଯାତ୍ରା ୨୭ଡିସେମ୍ବର ୨୦୨୩ଦିନ

ସୁନ୍ଦରଗଡ଼ ଜିଲ୍ଲା ସମଲେଇ ମନ୍ଦିରରେ ଶେଷ ହେବ l ଏହି ସ୍ଵାଭିମାନ ପଦଯାତ୍ରା କୁ ଗାଁ ରୁ ସହରରେ ଲୋକଙ୍କ ପୁରା ସମର୍ଥନ ମିଳୁଛି l ଏହି ସ୍ଵାଭିମାନ ପଦଯାତ୍ରାରେ ଚର୍ଚ୍ଚିତ ସମ୍ବଲପୁରୀ ଚଲଚିତ୍ରMINDGAME ର ଅଭିନେତା ମନୋଜ ମିଶ୍ର, କୋଶଳ ସେନା ସଂପାଦକ ବିର୍ବଲ ମହାକୁର,KMM ରାଜ୍ୟ ସମ୍ପାଦକ ସିପୁନ ଖମାରୀ, ବାପୁନ ମହାନ୍ତି ସକ୍ରିୟ କୋଶଳ ପ୍ରେମୀ ମାନେ ସାମିଲ୍ ହେଇ ପଦଯାତ୍ରା ବାହାରିଛନ୍ତି l ଭାଷା ସଂସ୍କୃତି ସ୍ଵାଭିମାନ ପଦଯାତ୍ରା ର ସଂଗ୍ରାମୀ ମାନଙ୍କୁ ସିନାପାଲି ଜଗନ୍ନାଥଛକ୍ ଠାରେ ସିନାପାଲି କୋଶଳ ସେନା ର ବିଶି ଚନ୍ଦନ ମାଝୀ, ସୁରଜ୍ ମେହେର, ଭୀଷ୍ମରାଜ ମେହେର, ସୁବାଷ ମେହେର, ଜିତେନ୍ଦ୍ର ମେହେର, ଫଳିନ୍ଦ୍ର ମେହେର, ପ୍ରଭାତ ମେହେର, ଚୈତନ୍ୟ ମେହେର, ହେମନ୍ତ ମେହେର, ନିତିଶ ମେହେର, ଓ ମାଁ,ଭଉଣୀ ମାନେ  ବନ୍ଦା ପେନ୍ ଦେଇ କୋଶଳ ନାରା ଦେଇ ପଦଯାତ୍ରୀମାନଙ୍କୁ ଙ୍କୁ ଭବ୍ୟ  ସ୍ଵାଗତ ସମାରୋହ କରାଗଲା l  ଏହି ସ୍ଵାଭିମାନ ସମାବେଶ ପଦଯାତ୍ରା ସାମିଲ୍ ହେଇ ଓ ସମର୍ଥନ କରି କୋଶଳ ନାରା ଦେଇ ସହ

ଲୋକଙ୍କ୍ ମଧ୍ୟରେ ଭିଡ଼ ଜମିଥିଲା l 
ସମ୍ବଲପୁରୀ କୋଶଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଛେଦରେ କରିବା ସହ ସରକାରି ମାନ୍ୟତା,
ରାଜ୍ୟରେ ସମ୍ବଲପୁରୀ/କୋଶଳୀ ଭାଷା, ସଙ୍ଗୀତ ଓ ସଂସ୍କୃତି ଏକାଡେମି ଖୋଲିବା,ଏହି ଭାଷାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସହ ଫିଲ୍ମ ସିଟି ସ୍ଥାପନ କରିବା ପାଇଁ ଦାବି ରହିଛି l
ଏଥିରେ ନିଜେ ଚଳଚିତ୍ର ଅଭିନେତା ମନୋଜ ମିଶ୍ର ସାମିଲ୍ ହୋଇ ପଦଯାତ୍ରାରେ ବାହାରିଛନ୍ତି l ବହୁତ୍ ସମାଗମ୍ ମଧ୍ୟରେ ଦେଖିବାକୁ ମିଳିଛି, ଲୋକଙ୍କ ପୁରା ସମର୍ଥନ ମିଳୁଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଜସ୍ୱ ଗୃହ ପାଲଟିଛି ଭୂତକୋଠି, ଭଡ଼ାରେ ଚାଲିଛି ବରୀ ପ୍ରାଣୀ ଚିକିତ୍ସାଳୟ   22-Mar-2026
  ଜିଲ୍ଲା  
ଶ୍ରୀ ସତ୍ୟ ସାଇ ସେବା ସଂଗଠନ ନୂଆପଡ଼ା ଜିଲ୍ଲାର ଜିଲ୍ଲା ସମ୍ମିଳନୀ   22-Mar-2026
  ଜିଲ୍ଲା  
*ଅଷ୍ଟପ୍ରହର ନାମ ଯଜ୍ଞରେ ଶିକ୍ଷାବିତ ବାବୁଲାଲଙ୍କ ଦ୍ୱାରା ଶ୍ରୀମଦ ଭାଗବତ ଗୀତା ବଣ୍ଟନ*   22-Mar-2026
  ଜିଲ୍ଲା  
କନ୍ଧବାହାଳ ରେ ଦଣ୍ଡସେନା ସମାଜର ମହାସଭା ସମ୍ମିଳନୀ   22-Mar-2026
  ରାଜ୍ୟ  
ଉଚ୍ଚଶିକ୍ଷା ବିଭାଗ ପାଇଁ ୩୬୬୪.୪୦ କୋଟି ଟଙ୍କା ଖର୍ଚ୍ଚଦାବୀ ମଞ୍ଜୁର♦️ ଛାତ୍ରୀମାନଙ୍କର ସଶକ୍ତିକରଣ ନିମନ୍ତେ ଶକ୍ତିଶ୍ରୀ ଯୋଜନା ପାଇଁ ୧୫ କୋଟି ଟଙ୍କାର ବ୍ୟୟ ବରାଦ   22-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ହୋଟେଲ ରୂପ ରେସିଡେନ୍ସୀ ଠାରେ ପଖାଳ ଦିବସ ପାଳିତ*-   22-Mar-2026
  ଜିଲ୍ଲା  
ପୂର୍ବତନ ନବରଙ୍ଗପୁର ବିଧାୟକଙ୍କୁ ଜିଲ୍ଲା ଭତ୍ରା ସମାଜ ତରଫରୁ ୧୨ବର୍ଷ ପାଇଁ ବାସନ୍ଦ କରାଗଲା*   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
ବିଶ୍ଵ ବନ ଦିବସ ପାଳିଲେ ୟାର ଅନୁଷ୍ଠାନ   22-Mar-2026
  ଜିଲ୍ଲା  
୩ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ୍ କଲା ପୋଲିସ    21-Mar-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଉଦ୍‌ଯାପିତ   21-Mar-2026
  ଜିଲ୍ଲା  
ତହଁକ କୁଟୁମର  ବିଶ୍ବ କବିତା ଦିବସ ପାଳନ   21-Mar-2026

You Might Also Like