-+91-9937148622 |

prerana_bgr@rediffmail.com |

  Friday 7th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   (07-Aug-2026)       ||      ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   (07-Aug-2026)       ||      *ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   (07-Aug-2026)       ||      ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   (07-Aug-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   (07-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   (07-Aug-2026)       ||      ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   (07-Aug-2026)       ||      ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   (07-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   (06-Aug-2026)       ||      ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   (06-Aug-2026)       ||      ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ    (06-Aug-2026)       ||      ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   (06-Aug-2026)       ||      ପୁରାତନ ଶୈବ ପୀଠ ବାବା ଅଷ୍ଟଶମ୍ଭୁ ମହାଦେବ ମନ୍ଦିରରେ କାଉଁରିଆ ମାନଙ୍କର ପ୍ରବଳ ଭିଡ଼ |   (06-Aug-2026)       ||      ସହରବାସୀଙ୍କୁ ପୁଣି ଜଣ୍ଡିସ୍ ଭୟ ସହରବାସୀଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାରେ ଫେଲ|   (06-Aug-2026)       ||      ନୂଆପଡ଼ାରେ ଅବକାରୀ ବିଭାଗ ଚଢ଼ାଉ: ବିପୁଳ ପରିମାଣର ମଦ ଓ ଖଜୁରୀ ତାଡ଼ି ଜବତ, ୫ ଗିରଫ   (06-Aug-2026)       ||      କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ବୋନସ ପ୍ରଦାନ ନିଷ୍ପତ୍ତି ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ବରଗଡ ସାଂସଦ:୩ଟି ପ୍ରମୁଖ ଦାବୀ ଉପରେ ଆଲୋଚନା   (06-Aug-2026)       ||      ଲାୟନ୍ସ କ୍ଳବ୍ ପକ୍ଷରୁ ଅସହାୟ ଲୋକଙ୍କୁ ବନ୍ୟା ସହାୟତା    (06-Aug-2026)       ||      ସମ୍ବଲପୁର ବିଜେପି କୃଷକ ମୋର୍ଚ୍ଚା ର ଜିଲ୍ଲା ଟିମ ର ନାମ ଘୋଷଣା*   (06-Aug-2026)       ||      ନିଶା ନିବାରଣ ପାଇଁ ଶପଥ ଗ୍ରହଣ ସମାରୋହ    (06-Aug-2026)       ||      ଦୀର୍ଘଦିନର ଅବହେଳା ଓ ପାତରଅନ୍ତର ନୀତି ବିରୋଧରେ ଶିକ୍ଷକଙ୍କ କ୍ଷୋଭ: ଆସନ୍ତା ୧୬ରେ ଭୁବନେଶ୍ୱରରେ ମହାଆନ୍ଦୋଳନ, ଅତାବିରାରେ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର   (06-Aug-2026)       ||     

HOME   ଜିଲ୍ଲା

ନବୀନ ଓଡ଼ିଶାରେ ବୋଡ଼େନର ୪ଟି ସ୍ଥାନରେ କ୍ରୀଡ଼ା ଉତ୍ସବ ଉଦଘାଟିତ ।

17-Dec-2023



ନୂଆପଡ଼ା-(ଡୋଲେସ୍ବର ଵାଗ )
ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ବୋଡ଼େନ ହାଇସ୍କୁଲ୍, ବୁଢ଼ାଦେଓ ହାଇ ସ୍କୁଲ ଫରସରା, କରଙ୍ଗାମାଲ ହାଇସ୍କୁଲ ଓ ଖଇରା ଜନଶକ୍ତି ହାଇସ୍କୁଲ ଖେଳ ପଡ଼ିଆ ମାନଙ୍କରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତାମାନ ଉଦଘାଟିତ ହୋଇଯାଇଛି। ବୋଡ଼େନ ଖେଳ ପଡିଆଠାରେ ବ୍ଲକ ଅଧ୍ୟକ୍ଷା ପ୍ରେମସିଲା ନାଗ, ବିଡିଓ  ପ୍ରିୟରଞ୍ଜନ କୁମାର, ସହକାରୀ ନିର୍ବାହୀଯନ୍ତ୍ରୀ ଆଶୁତୋଷ ରାଉତ, ବୋଡ଼େନ ସରପଞ୍ଚ ରଶ୍ମିତା ସିହ୍ନା, ସମିତି ସଭ୍ୟା ଯାଜ୍ଞସେନି ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ, ବୋଡ଼େନ ବ୍ଲକ ନୋଡାଲ ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ  ଆଶୁତୋଷ ରାଉତ, ଏମଜିଏନଆରଇଜିଏ ସେଲ ର ଗଣେଶ ଦଣ୍ଡସେନା , ଜିଆରଏସ ଗୋପାଳ ଦାସ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ, ଏଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ରୀଡା ଶିକ୍ଷକ ଦେବାଶିଷ ଯୋଶୀ, ଗଣେଶ ଚନ୍ଦ୍ର ଯୋଶୀ, ଭଗବାନ ଦୁବେଙ୍କ ଦ୍ଵାରା  ପରିଚାଳନା  କରଯାଇଥିଲା ।

ସେହିପରି ଫରସରା ଖେଳପଡିଆ ଠାରେ ସରପଞ୍ଚ ସରିତା ନିଆଲ, ଆଇନଜୀବି ଗୌତମ ନିଆଲ, ରୋକାଲ ସରପଞ୍ଚ ଠାକୁର ବାଗ, ସୁନାପୁର ସରପଞ୍ଚ ମୁକ୍ତା ରାଉତ, ଫରସରା ସମିତି ସଭ୍ୟା ବାଳିକା ମାଝୀ, ନାଏବ ସରପଞ୍ଚ ତ୍ରିନାଥ ଧରୁଆ , ପିଇଓ ବାପୁଜୀ ମାଝୀ ପ୍ରମୁଖ ଙ୍କ ଉପସ୍ଥିତିରେ କ୍ରୀଡ଼ା ପ୍ରତିଯୋଗିତା ର ଶୁଭ ଉଦଘାଟନ କରାଯାଇଥିଲା, ବି ଏଫ ଟି ଟିକନୁ ତାଣ୍ଡି , କନିଷ୍ଠ ଯନ୍ତ୍ରୀ ନୋଡାଲ ଅଫିସର ଯୁଗେଶ୍ୱର ନାଏକ ,ଯୋଗାଣ ସହାୟକ ରଞ୍ଜିତ ବାଗ ପ୍ରମୁଖ ସହଯୋଗ କରିଥିଲେ। ଏଥିରେ  +୨ କ୍ରୀଡ଼ା ଶିକ୍ଷକ ପରମେଶ୍ବର ପଣ୍ଡା, ଆଦର୍ଶ ବିଦ୍ୟାଳୟରୁପ୍ରକାଶ ବେହୁରିଆ,ସ୍ନାତକ ଡିଗ୍ରୀ ମହାବିଦ୍ୟାଳୟର  ଲଳିତ ପଣ୍ଡା,ଦ୍ୱାରସନି ହାଇସ୍କୁଲରୁ ଗୌତମ ବାଗ ପ୍ରମୁଖ ଖେଳ ପରିଚାଳନା କରିଥିଲେ।  ଠିକ୍ ସେହିଭଳି କରଙ୍ଗାମାଳ ଖେଳପଡିଆଠାରେ ଲର୍କା ସରପଞ୍ଚ  ଜୟଶ୍ରୀ ପଟେଲ    ପି ଇ ଓ ଜୟାନନ୍ଦ୍ ମେହେର ଓ  ପବିତ୍ର ମିର୍ଦ୍ଧା, ବି ଏଫ୍ ଟି ହେରାମ୍ୱ ମାଝୀ, ବି ଆର୍ ସି ହେରାମ୍ୱ ବିଶ୍ଵାଳ, ଜି ଆର ଏସ ପୁଣ୍ଡରୀ କାକ୍ଷ ସୁନାନି ଓ ଡାଇନା ତାଣ୍ଡି ,ଏମଜିଏନଆରଇଜିଏ ସେଲର ବିକ୍ରମ ମହାନନ୍ଦ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡା ଶିକ୍ଷକ ସୁବାଷ ଯୋଶୀ, ଭାସ୍କର ପାତ୍ର ,ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରୁ ମନୋଜ କୁମାର ପଣ୍ଡା,ଚନ୍ଦ୍ର ଶେଖର ସଲମା ପ୍ରମୁଖ ଖେଳ ପରିଚାଳନା କରିଥିଲେ। ସେହିଭଳି ଖଇରା ଜନଶକ୍ତି ହାଇସ୍କୁଲ ଖେଳ ପଡିଆଠାରେ ସରପଞ୍ଚ କୈଳାଶ ଦଳ, ପଞ୍ଚାୟତ କାଯ୍ୟନିର୍ବାହୀ ଅଧିକାରୀ  କ୍ଷମା ସୁନାନିଙ୍କ ତତ୍ତ୍ଵାବଧାନରେ  ଖେଳ ପରିଚାଳନା ହୋଇଥିଲା। ବୋଡ଼େନ ଖେଳ ପଡିଆ ଓ କରଙ୍ଗାମାଳ ଖେଳ ପଡିଆଠାରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଥିବା ବେଳେ ଫରସରା ଓ ଖଇରା ଠାରେ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ଆଜିର ଉଭୟ ଖେଳର ବିଜୟୀ ଦଳ ଗୁଡିକ ଉନ୍ନିତ ହୋଇ ଆସନ୍ତା କାଲି ସେମି ଫାଇନାଲ ଖେଳ ଖେଳା ଯିବାକୁ ସ୍ତିର କରାଯାଇଛି। ଉକ୍ତ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଖୋଖୋ, ହକି, କବାଡି, ଫୁଟବଲ, କ୍ରିକେଟ ଭଳି ବିଭିନ୍ନ ପ୍ରତିଯୋଗୀତା ଗୁଡ଼ିକ ଆୟୋଜନ କରାଯିବାକୁ ସ୍ଥିର ହୋଇଅଛି । ଉକ୍ତ ଖେଳଗୁଡ଼ିକର ଫାଇନାଲ ଖେଳ ବୋଡ଼େନ ଆଶ୍ରମ ହାଇସ୍କୁଲ ଖେଳ ପଡିଆଠାରେ ଖେଳାଯିବ ବୋଲି ସୂଚନା ମିଳିଛି। ପ୍ରତ୍ୟେକ ଖେଳାଳୀମାନଙ୍କୁ ଏହି କାର୍ଯ୍ୟକ୍ରମରେ ମାନପତ୍ର ବିତରଣ କରାଯାଇଛି ।ଏହି କ୍ରୀଡ଼ା ଉତ୍ସବ ଦୀର୍ଘ ୬ ଦିନ ଚାଲୁ ରହିବ ବୋଲି ବ୍ଲକ ପ୍ରଶାସନ ତରଫରୁ ସୂଚନା ରହିଛି ।କ୍ରିକେଟ ଓ ଫୁଟବଳ ଖେଳ ଏକା ସାଥିରେ ଆୟୋଜନ ହେଉଥିବାରୁ କ୍ରିକେଟ ଖେଳାଳୀ ଫୁଟବଲ ଖେଳ ପ୍ରଦର୍ଶନ କରିପାରୁନାହିଁ ଏବଂ ଫୁଟବଲ ଖେଳାଳୀ କ୍ରିକେଟ ଖେଳ ପ୍ରଦର୍ଶନରୁ
ବଞ୍ଚିତ ହୋଇଯାଉଥିବାରୁ ଖେଳାଳି ମନ ଦୁଃଖ କରିବା ଦୃଷ୍ଟିକୁ ଆସିଅଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଜରଙ୍ଗୀ ସଂଘ ପକ୍ଷରୁ ଗୋଖାଦ୍ୟ ବଣ୍ଟନ   07-Aug-2026
  ଜିଲ୍ଲା  
ବରପାଲି ପ୍ରଶାସନ ପକ୍ଷରୁ ସ୍ୱାଧୀନତା ଦିବସ ଅବସର ରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା   07-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଗସ୍ତରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ଶ୍ରୀ ବି. ପରମେଶ୍ୱରନ୍*- *ଏସ ଆଇ ଆର୍ ଉପରେ କଲେ ସମୀକ୍ଷା*-   07-Aug-2026
  ରାଜ୍ୟ  
ଛତାମଖନା ବନ୍ଧର କ୍ଷୟକ୍ଷତି ଘଟଣାର ନିରପେକ୍ଷ ତଦନ୍ତ ଦାବି କଲେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ   07-Aug-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟରେ କ୍ୟାନ୍ସର ସଚେତନତା କାର୍ଯ୍ୟକ୍ରମ   07-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଛାତ୍ରୀ ମାନେ ରାଜ୍ୟ ସ୍ତରରେ ସମ୍ବର୍ଦ୍ଧିତ   07-Aug-2026
  ରାଜ୍ୟ  
ଅତିରିକ୍ତ ତହସିଲ ଖୋଲିବାକୁ ନେଇ ଜିଲ୍ଲାପାଳଙ୍କ ସ୍ଥାନ ପରିଦର୍ଶନ   07-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ସ୍ବଚ୍ଛତାକୁ ନେଇ ଅସନ୍ତୋଷ ପ୍ରକାଶ କଲେ   07-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ପ୍ରେରଣା ପକ୍ଷରୁ ଜିଲ୍ଲାସ୍ତରୀୟ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତା   06-Aug-2026
  ଜିଲ୍ଲା  
ସାମ୍ବାଦିକ ରାଜ କିରଣ ସିଂ ଦେଓଙ୍କ ପରଲୋକ ବିଭିନ୍ନ ମହଲରୁ ଗଭୀର ଶ୍ରଦ୍ଧାଞ୍ଜଳି   06-Aug-2026
  ଜିଲ୍ଲା  
ଆଦର୍ଶ ବିଦ୍ୟାଳୟ ରେ ଜ଼ିଲ୍ଲାପାଳ   06-Aug-2026
  ଜିଲ୍ଲା  
ବିଜେପି ର ମଣ୍ଡଳ ସ୍ତରୀୟ ମାସିକ ବୈଠକ   06-Aug-2026

You Might Also Like