-+91-9937148622 |

prerana_bgr@rediffmail.com |

  Monday 10th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ    (10-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (09-Aug-2026)       ||      ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (09-Aug-2026)       ||      ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ    (09-Aug-2026)       ||      ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   (09-Aug-2026)       ||      ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Aug-2026)       ||      ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   (09-Aug-2026)       ||      କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   (09-Aug-2026)       ||      ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   (09-Aug-2026)       ||      ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     (09-Aug-2026)       ||      ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ    (09-Aug-2026)       ||      କ୍ଲଷ୍ଟରସ୍ତରୀୟ ସେବା ନିବୃତ୍ତ ସମ୍ମାନ ଅନୁଷ୍ଠିତ    (09-Aug-2026)       ||      ବ୍ୟକ୍ତିଗତ ସ୍ୱାର୍ଥକୁ ପାଶୋରି ଯୁବବର୍ଗ ଦେଶର ପ୍ରଗତି ରଥର ବାହକ ହେଲେ ଆମେ ବିକଶିତ ଭାରତ ଗଠନ କରିପାରିବା    (09-Aug-2026)       ||      ଅତାବିରା ବ୍ଲକ୍ ଓଷ୍ଟାର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ    (09-Aug-2026)       ||      ପଲ୍ଲୀ ଆଲୋକ ପାଠାଗାର ଦ୍ୱାରା ବିଶ୍ୱ ସ୍ତନ୍ୟପାନ ସପ୍ତାହ–୨୦୨୬ ପାଳିତ   (09-Aug-2026)       ||      ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ-୨୦୨୬ ଅବସରରେ ସଂସ୍କୃତ ପ୍ରତିଯୋଗିତା    (08-Aug-2026)       ||      ପ୍ଲାଷ୍ଟିକ୍‌ମୁକ୍ତ ପରିସର ଓ ବର୍ଜ୍ୟବସ୍ତୁ ପରିଚାଳନାରେ କଡ଼ା ଅନୁପାଳନ ନିର୍ଦ୍ଦେଶ   (08-Aug-2026)       ||      ଟ୍ରାଫିକ ନିୟନ୍ତ୍ରଣ ପାଇଁ ବିଧାୟକ ପାଣ୍ଠିରୁ ବ୍ୟାରିକେଡ୍‌: ଆଗକୁ ସହରରେ ସିସି ଟିଭି ବ୍ୟବସ୍ଥା   (08-Aug-2026)       ||      ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୀବନବ୍ୟାପି ସାଧନା ପୁରସ୍କାର   (08-Aug-2026)       ||     

HOME   ଜିଲ୍ଲା

ବୁଢ଼ାରଜା କ୍ରିକେଟ ଟୁର୍ଣାମେଣ୍ଟ ସିଜନ- ୬, ଫୁଲବାଣୀ ଏକାଦଶକୁ ହରାଇ ଟିଟିଲାଗଡ ଚମ୍ପିୟାନ

16-Dec-2023



ନୂଆପଡ଼ା (ଡୋଲେସ୍ୱର ବାଗ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଠାରେ ଚାଲିଥିବା ବୁଢ଼ାରଜା କ୍ରିକେଟ ଟୁର୍ଣାମେଣ୍ଟ ସିଜନ- ୬ ର ରୋମଞ୍ଚକ ଫାଇନାଲ ମ୍ୟାଚରେ ଫୁଲବାଣୀ ଏକାଦଶକୁ ହରାଇ  ଟିଟିଲାଗଡ ଏକାଦଶ ଚମ୍ପିୟାନ ହୋଇଛି। ଫାଇନାଲ ମ୍ୟାଚ ରେ ପ୍ରଥମେ ଫୁଲବାଣୀ ଏକାଦଶ ଟସ୍ ଜିଣି ବ୍ୟାଟିଂ ନିଷ୍ପତି ନେଇ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୮୧ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଟିଟଲାଗଡ ଏକାଦଶ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୮୪ ରନ ସଂଗ୍ରହ କରି ଚମ୍ପିୟାନ ହୋଇ ଥିଲା। ଶେଷ ବଳରେ ଲକି  ଛକା ମାରି ଟିଟିଲାଗଡ ଏକାଦଶ କୁ ବିଜୟୀ କରାଇଥିଲେ । ଆଜିର ଫାଇନାଲ ମ୍ୟାଚରେ ଟିଟଲାଗଡର ଲକି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇ ଥିଲେ। ଟୁର୍ଣାମେଣ୍ଟର ମେନ୍ ଅଫ ଦି ସିରିଜ ଭାବରେ ଫୁଲବାଣୀ ଏକାଦଶ ର ଅମରେଶ୍ୱର  ବିବେଚିତ ହୋଇଥିବା ବେଳେ ବେଷ୍ଟ  ୱିକେଟକିପର ଭାବରେ କେଉଁଝର ଦଳ ର ଅନିଲ, ବେଷ୍ଟ କ୍ୟାପଟେନ ଅଭି , ଡିଶିପ୍ଲିନ ଟିମ ଭାବରେ ଫୁଲବାଣୀ, ବେଷ୍ଟ ସିକ୍ସର  ହର, ବେଷ୍ଟ ଫିଲ୍ଡର ଦୀପକ , ବେଷ୍ଟ ବୋଲର ରାଜା କୁ ପୁରସ୍କାର ପ୍ରଦାନ କରଯାଇଥିଲା ।

ଚମ୍ପିୟାନ ଦଳକୁ ୭୧ ହଜାର ସହିତ ଟ୍ରଫି ଓ ମାନପତ୍ର ଦିଆଯାଇଥିବା ବେଳେ ଉପ ବିଜେତା ଦଳକୁ ୪୧ ହଜାର ପୁରସ୍କାର ରାଶି ସହିତ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଆଜିର ଉଦଯାପନୀ ଦିବସ ରେ  ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହି ଯୋଗଦାନ କରିଥିବା ବେଳେ ବିଶିଷ୍ଟ ଅତିଥି ଭାବରେ  ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପାଞ୍ଜଳି ଗୁଆଳ , ଖଡିଆଳ ନାଗରପାଳ ଉଜ୍ବଳ ଗୁପ୍ତା, ସିନାପାଲି ବ୍ଲକ ଉପାଧ୍ୟକ୍ଷା ମୀନା ଘିଭେଲା , ଗଣ୍ଡ ସମାଜ ଜିଲ୍ଲା ସଭାପତି ପ୍ରସନ୍ନ ମାଝି , ସତପାଲ ସିଂ ଶଗଡ଼ିଆ , ସିନାପାଲି ସରପଞ୍ଚ ସଙ୍ଘ ସଭାପତି ଖୁଟୁରାମ ସୁନାନୀ, ସିନାପାଲି କଲେଜ ଅଧ୍ୟାପକ ବ୍ରଜମୋହନ ଧାକଡ, ସିଙ୍ଗଝର ସରପଞ୍ଚ କହଁଲ ସିଂ ବାଗ , ସମିତି ସଭ୍ୟ କୌଶଲ୍ୟା ପ୍ରଧାନ, କମିଟି ସଭାପତି ଗୌରୀଶଙ୍କର ମାଝି , ସମ୍ପାଦକ ପ୍ରେମଚାନ୍ଦ ବୈଠାରୁ , ବରିଷ୍ଠ ଶିକ୍ଷାବିତ ଚନ୍ଦ୍ରଭାନୁ କଶ୍ୟପ , ମନିସ ପଟେଲ , ବରିଷ୍ଟ ଶିକ୍ଷକ ରଜନୀ ମାଝି ,ସମାଜସେବୀ ଡଃ. ଅରୀଗଞ୍ଜନ ଯୋଶୀ ,ଭୁବନେଶ୍ୱର ମାଝି , ରମେଶ ଅଗ୍ରୱାଲ ସହିତ ଅନେକ ଅତିଥି ମଞ୍ଚାସିନ ରହିଥିଲେ । ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦେବା ସହ ଔପଢୋକନ ପ୍ରଦାନ ପୂର୍ବକ ଏହି ଟୁର୍ଣାମେଣ୍ଟ ଏକ ଅଞ୍ଚଳର ଅନନ୍ୟ ଓ ପରମ୍ପରା ଗତ ବୋଲି ଅଭିହିତ କରିଥିଲେ । ଆଜିର ଦିବସ ରେ ବିଶିଷ୍ଟ ଭାଷ୍ୟକାର ପ୍ରକାଶ ପାତ୍ର ପରିଚାଳନା କରିଥିଲେ ।  ଅତିଥି  ମାନେ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ସହ ଖେଳାଳୀ ମାନଙ୍କୁ ଭବିଷ୍ୟତ ରେ ଜଣେ ଆଦର୍ଶ ଓ ମହାନ ଖେଳାଳୀ ହେବାପାଇଁ ମାର୍ଗଦର୍ଶନ କରିଥିଲେ। ଆଜିର ଏହି ମ୍ୟାଚ ଦେଖିବା ପାଇଁ ସିନାପାଲି ଅଞ୍ଚଳ ସମେତ ଛତିଶଗଡ଼ ଓ କଳାହାଣ୍ଡି ଅଞ୍ଚଳର ଜନସାଧାରଣ ଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଜିର ଏହି ମ୍ୟାଚ ରେ ଅମ୍ପାୟାର ଭାବରେ ପୟୋଜ କଶ୍ୟପ, ବସନ୍ତ ଶବର   ଦାୟିତ୍ୱ ନିର୍ବାହ କରିଥିବା ବେଳେ ସ୍କୋରର ଭାବରେ ଚନ୍ଦନ ବୈଠାରୁ ଓ ପ୍ରଦୀପ ନାଏକ ରହିଥିଲେ। ସେହିପରି ବିଜୁ ସେଠୀ, ପ୍ରକାଶ ପାତ୍ର, ଭୀମରାଜ ତାଣ୍ଡି ଧାରାବିବରଣୀ ପ୍ରଦାନ କରିଥିଲେ। ପ୍ରେମ ସିଂ ମାଝି ,  ତିରନ ମାଝି, ଭୂତେଶ୍ୱର ବୈଠାରୁ, କୁମେଶ୍ୱର ମାଝି, ସୁବାସ ବୈଠାରୁ, ଖୁଦୀରାମ ବୈଠାରୁ, ଭୁବନେଶ୍ଵର ବୈଠାରୁ , ଡିଗ୍ରେ ମାଝି, ଭୂତେଶ ବୈଠାରୁ , କ୍ଷୀରୋଦ  ବୈଠାରୁ, ଜଗନ୍ନାଥ ନାଏକ, ମହେନ୍ଦ୍ର  ଅଗ୍ରୱାଲ  ,  କୈଳାସ ବୈଠାରୁ ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନାରୀ ସଶକ୍ତିକରଣର ପ୍ରତୀକ ହେଉଛନ୍ତି ସରଳା ଦେବୀ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ   10-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
​ଜାତି ଭୁଲିଲା ନାହିଁ ନିଷ୍ଠୁର ପରିବାର; ମୁକ ନାୟକର ଅନ୍ତିମ ଯାତ୍ରାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ସାଜିଲା ସାହାରା   09-Aug-2026
  ଜିଲ୍ଲା  
ପୁଇଁତଲା ବ୍ଲକ ରେ ବିଜେପି ପକ୍ଷରୁ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   09-Aug-2026
  ଜିଲ୍ଲା  
ଗଙ୍ଗାଧରଙ୍କ କାଳଜୟୀ ସୃଷ୍ଟିରାଜି ଆମ ଓଡ଼ିଆ ଅସ୍ମିତା ଓ ଜାତୀୟ ଚେତନାର ପ୍ରତୀକ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   09-Aug-2026
  ଜିଲ୍ଲା  
ଏନ୍.ଇ.ଇ. ଟି ଏବଂ ଜେ.ଇ.ଇ ରେ ସଫଳତାପ୍ରାପ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା♦️ଲକ୍ଷ୍ୟପ୍ରାପ୍ତି ପାଇଁ  ମାନସିକ ପରିଶ୍ରମ ଓ ଲଗାତାର ଉଦ୍ୟମ ଜରୁରୀ   09-Aug-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ବିଜେପି ପକ୍ଷରୁ ହରଘର ଘରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବରପାଲି ସାମ୍ବାଦିକ ସଂଘ ପକ୍ଷରୁ କର୍କଟ ରୋଗର ନିରୁପଣ ପରୀକ୍ଷା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ   09-Aug-2026
  ଜିଲ୍ଲା  
କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା କାର୍ଯ୍ୟକାରିଣୀ ପାପଡାହାଣ୍ଡି ରେ ଅନୁଷ୍ଠିତ   09-Aug-2026
  ଜିଲ୍ଲା  
ବିଶ୍ୱ ଆଦିବାସୀ ଦିବସ ରେ ସୁବର୍ଣ୍ଣପୁରକୁ ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ସାମିଲ ପାଇଁ ଦାବି   09-Aug-2026
  ଜିଲ୍ଲା  
ଲୀଳାନାଟକ କଳାକାର ଅବିନ୍ଦ୍ର ସେଠଙ୍କ ପରଲୋକ     09-Aug-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି ର ସାଧାରଣ ବୈଠକ   09-Aug-2026

You Might Also Like