-+91-9937148622 |

prerana_bgr@rediffmail.com |

  Friday 10th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ   (10-Apr-2026)       ||      ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ    (10-Apr-2026)       ||      ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ    (10-Apr-2026)       ||      ଗୁଡଭେଲା ବ୍ଲକରେ ବିଧାୟକଙ୍କ ସମର୍ଥକ-ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ମାର୍‌ପିଟ   (10-Apr-2026)       ||      ଦୁଇ ଭଉଣୀଙ୍କ ହତ୍ୟା ଉଦ୍ୟମକରୀ ଥିବା ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ   (10-Apr-2026)       ||      ସୋନପୁର: ଅସୁରମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ    (10-Apr-2026)       ||      ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ    (10-Apr-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   (10-Apr-2026)       ||      *ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   (10-Apr-2026)       ||      *ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ*-   (10-Apr-2026)       ||      ତୁଳସୀ ରାମାୟଣ ନବାହ୍ନ ପାରାୟଣର ୫ମ ଦିବସ, ରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟ୍ୟlବାସୀ ମର୍ମାହତ    (09-Apr-2026)       ||      ଦୁର୍ଘଟଣାକୁ ଅପେକ୍ଷା କରିଛି କି ବିଦ୍ୟୁତ ବିଭାଗ ? ଲାଦରପାଲିରେ ମରଣଯନ୍ତା ସାଜିଛି ବଙ୍କା ବିଜୁଳି ଖୁଣ୍ଟ   (09-Apr-2026)       ||      ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଅବସରରେ ସମଗ୍ର ଶିକ୍ଷା ସଚେତନତା ରଥକୁ ସେମଳା ଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା   (09-Apr-2026)       ||      କୁଆପଥର ବର୍ଷା ଜନିତ କ୍ଷୟକ୍ଷତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ    (09-Apr-2026)       ||      *ରକ୍ତ ଦାନ କରି ୧୬ ମାସ ର ଶିଶୁ ର ଜୀବନ ବଞ୍ଚାଇଲେ କଲେକ୍ଟର ପି ଏସ୍ ଓ ଆକାଶ ସାହୁ*   (09-Apr-2026)       ||      ହିଆଁଲ କ୍ଳଷ୍ଟରରେ ଶିକ୍ଷା ସଚେତନତା ଳଥ   (09-Apr-2026)       ||      ଲକ୍ଷ୍ମୀ ବସରେ ନିଆଁ, ଯାତ୍ରୀ ସୁରକ୍ଷିତ   (09-Apr-2026)       ||      ବୁର୍ଡ଼l ରେ କ୍ଷେତ୍ର ଦିବସ ଧାନ ପରବର୍ତୀ ପତିତ ଜମିର ପରିଚାଳନା ଆର୍ଥିକ ବର୍ଷ 2025-26 କାର୍ଯ୍ୟକ୍ରମ ଅନୁଷ୍ଠିତ   (09-Apr-2026)       ||      ବର୍ଦ୍ଧିତ ବେଞ୍ଚମାର୍କ ଭାଲୁଏସନ୍‌ ନେଇ ବିଧାୟକଙ୍କ ଉଦବେଗ♦️ ନୀତି ଓ ବାସ୍ତବତା ରେ ଭିନ୍ନତା ରହିଛି   (09-Apr-2026)       ||      ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ରକ୍ତଦାନ ଶିବିର   (09-Apr-2026)       ||     

HOME   ଜିଲ୍ଲା

ଭିଜିଲାନ୍ସ ଜାଲରେ ନାକଟିଦେଉଳ ମତ୍ସ୍ୟଅଧିକାରୀ ସ୍ନେହଲତା ମହାନ୍ତି, ଏସ୍ଏଚଜି ଗ୍ରୁପ୍ ରୁ ୨୦ ହଜାର ଟଙ୍କା ବିଲ କରିବାକୁ ଚେକ୍ ରେ ନେଉଥିଲେ ଲାଞ୍ଚ

15-Dec-2023



 

କନ୍ଦର୍ପ ବେହେରା
ନାକଟିଦେଉଳ ୧୫/୧୨ = ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ଠାରୁ ଚେକ୍ ମାଧ୍ୟମରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ନାକଟିଦେଉଳ ବ୍ଲକ୍ ର ଜନୈକା ମତ୍ସ୍ୟ ଅଧିକାରୀ ଧରାପଡି ଗିରଫ ହୋଇଥିବା
ଖବର ହସ୍ତ ଗତ ହୋଇଛି ା 
ବିଶ୍ବସ୍ତ ସୂତ୍ରରୁ ଜଣା ପଡିଛି ଯେ , ନାକଟିଦେଉଳ ବ୍ଲକ୍ ବଳମ୍ ପଞ୍ଚାୟତର ଉପରମୁଣ୍ଡା ଗ୍ରାମରେ ଥିବା ସମଲେଇ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଆତ୍ମନିର୍ଭର ଶୀଳ ହେବା ପାଇଁ ପଂଚାୟର ଏକ ପୋଖରୀ ରେ ମାଛ ଚାଷ କରିଛନ୍ତି ା ସରକାରଙ୍କ ତରଫରୁ ଗ୍ରୁପ୍ କୁ ମଧ୍ୟ ସବ୍ ସିଡି ମଧ୍ୟ ଦିଆ ଯାଉଛି ା ସବସିଡି ପାଇଁ ନାକଟିଦେଉଳ ବ୍ଲକ୍ ର ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତି ସମଲେଇ ଏସ୍ ଏଚ୍ ଜି ଗ୍ରୁପ୍ କୁ ୨୦ ହଜାର ଟଙ୍କା ଚେକ୍ ମାଧ୍ୟମରେ ଲାଞ୍ଚ ମାଗିଥିଲେ ା ଗ୍ରପ୍ ର ସଭ୍ୟାମାନେ ମଧ୍ୟ ହଁ କରିଥିଲେ ା ଆଜି ଗ୍ରୁପ୍ ସଭାପତି ଓ ସଂପାଦିକା ଙ୍କ ଦସ୍ତଖତ ଥିବା ଏକ ଚେକ୍ ଗ୍ରୁପ୍ ତରଫରୁ ମତ୍ସ୍ୟ ଅଧିକାରୀ ସ୍ନେହଲତା ମହାନ୍ତିଙ୍କୁ ଦିଆଯାଉଥିବା ବେଳେ ସମ୍ବଲପୁରର ଭିଜିଲାନ୍ସ ବିଭାଗ ଧରିପକାଇଥିଲା ା ସଙ୍ଗେ ସଙ୍ଗେ ମତ୍ସ୍ୟ ଅଧିକାରୀକୁ ଗିରଫ କରିନେବା ସହ ରେଢାଖୋଲ ଠାରେ ଥିବା ତାଙ୍କ ବାସ ଭବନରେ ଚଢଉ କରିଥିଲା ଭିଜିଲାନ୍ସ ବିଭାଗ ା ଏହି ଘଟଣା ଘଟିଥିଲେ ମଧ୍ୟ ନାକଟିଦେଉଳ ଗଣ ମାଧ୍ୟମ ପ୍ରତିନିଧି ମାନେ ଜାଣି ପାରି ନଥିଲେ ା ଅଂଚଳରେ ଘଟଣାଟି ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି ା


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ବିଧାୟକ କଳିକେଶଙ୍କ ସମୀକ୍ଷା ବୈଠକ, ଫ୍ଲୋରାଇଡ୍ ପାଣି ସମସ୍ୟା ଓ ବ୍ୟାରେଜ ପ୍ରକଳ୍ପ ଉପରେ ଗୁରୁତ୍ୱ   10-Apr-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ନୂତନ କୁଳପତିଙ୍କ ଯୋଗଦାନ    10-Apr-2026
  ଜିଲ୍ଲା  
ତରଭା କୁ ଉପଖଣ୍ଡ ମାନ୍ୟତା ଦାବି ରେ ଜିଲଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲା ତରଭା ସାମ୍ବାଦିକ ସଂଘ   10-Apr-2026
  ଜିଲ୍ଲା  
ଗୁଡଭେଲା ବ୍ଲକରେ ବିଧାୟକଙ୍କ ସମର୍ଥକ-ଅଧ୍ୟକ୍ଷାଙ୍କ ସମର୍ଥକ ମଧ୍ୟରେ ମାର୍‌ପିଟ   10-Apr-2026
  ଜିଲ୍ଲା  
ଦୁଇ ଭଉଣୀଙ୍କ ହତ୍ୟା ଉଦ୍ୟମକରୀ ଥିବା ଅଭିଯୁକ୍ତ କୁ ସାତ ବର୍ଷ କାରାଦଣ୍ଡ   10-Apr-2026
  ଜିଲ୍ଲା  
ସୋନପୁର: ଅସୁରମୁଣ୍ଡା ଆଶ୍ରମ ସ୍କୁଲର ଶିକ୍ଷଦାନ ଓ ହଷ୍ଟେଲ ସୁବିଧା ସମ୍ପର୍କରେ ସ୍ଥିତି ପରଖିଲେ ଜିଲ୍ଳାପାଳ   10-Apr-2026
  ଜିଲ୍ଲା  
ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ : ପ୍ରବଳ ଖରାରେ ପଥିକ ହନ୍ତସନ୍ତ   10-Apr-2026
  ଜିଲ୍ଲା  
ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ୧୬ ଗିରଫ, ଲକ୍ଷାଧିକ ଟଙ୍କା ଜବତ   10-Apr-2026
  ଜିଲ୍ଲା  
*ତରଭାକୁ ଉପଖଣ୍ଡ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ*-   10-Apr-2026
  ଜିଲ୍ଲା  
*ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ ଅନୁଷ୍ଠିତ*-   10-Apr-2026
  ଜିଲ୍ଲା  
ତୁଳସୀ ରାମାୟଣ ନବାହ୍ନ ପାରାୟଣର ୫ମ ଦିବସ, ରାମଚନ୍ଦ୍ରଙ୍କ ବନବାସରେ ଅଯୋଧ୍ୟ୍ୟlବାସୀ ମର୍ମାହତ   09-Apr-2026
  ଜିଲ୍ଲା  
ଦୁର୍ଘଟଣାକୁ ଅପେକ୍ଷା କରିଛି କି ବିଦ୍ୟୁତ ବିଭାଗ ? ଲାଦରପାଲିରେ ମରଣଯନ୍ତା ସାଜିଛି ବଙ୍କା ବିଜୁଳି ଖୁଣ୍ଟ   09-Apr-2026

You Might Also Like