-+91-9937148622 |

prerana_bgr@rediffmail.com |

  Sunday 19th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   (19-Apr-2026)       ||      ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   (19-Apr-2026)       ||      ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   (19-Apr-2026)       ||      ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   (19-Apr-2026)       ||      ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   (19-Apr-2026)       ||      ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   (19-Apr-2026)       ||      ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   (19-Apr-2026)       ||      ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   (19-Apr-2026)       ||      ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ    (19-Apr-2026)       ||      ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   (19-Apr-2026)       ||      ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   (19-Apr-2026)       ||      ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   (19-Apr-2026)       ||      ସୁବର୍ଣ୍ଣପୁରରେ ସିଏମ ଟ୍ରଫି ୨୦୨୬ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (18-Apr-2026)       ||      *ସୋନପୁର ରେ ଲଜ୍ଜ୍ୟା; ନାବାଳିକାଙ୍କୁ ଗଣ ଦୁଷ୍କର୍ମ*- *ସୁବର୍ଣ୍ଣପୁର ରେ ଆଇନ୍ ଶୃଂଖଳା ବିପର୍ଯ୍ୟସ୍ତ* -   (18-Apr-2026)       ||      ବାଜିଲା ଖବର ପଡିଲା ପ୍ରଭାବ♦️ ଖବର ପ୍ରସାରଣ ପରେ ପୁନଃନିର୍ମାଣହେଲାଏମ.ପି.ଭି-୫୫,ଏମ୍ ଭି-୧୨୮ ଠାରୁ ମାଲାଭରମ ଛକ ପର୍ଯ୍ୟନ୍ତ ଦେଇ ଯାଇଥିବା ପିଚୁ ରାସ୍ତା    (18-Apr-2026)       ||      ପାଳସାହି ରେ ମାଗଣl ସ୍ୱାସ୍ଥ୍ୟ ସେବା ଶିବିର   (18-Apr-2026)       ||      ରେଟାମୁଣ୍ଡାରେ ଚୋବିଶ ପ୍ରହର ନାମଯଜ୍ଞ,   (18-Apr-2026)       ||      ଜେ ଏସ୍ ଏମ୍ କଲେଜ ଅଫ ଆର୍ଟ୍ସ, ସାଇନ୍ସ ଆଣ୍ଡ କମର୍ସ ତରଫରୁ ଫେରୱେଲ ସେରିମୋନୀ   (18-Apr-2026)       ||      ରାଜ୍ୟର ୪ଟି ପ୍ରସ୍ତାବିତ କୃଷି ଭିତ୍ତିକ କଲେଜ ପାଇଁ ୫୦ କୋଟି ବଲାଙ୍ଗିର କୃଷି ବିଜ୍ଞାନ କଲେଜ ପାଇଁ ୧୦ କୋଟି ମଞୁର   (18-Apr-2026)       ||      କଣ୍ଟାମାଳରେ ବିଜୁବାବୁଙ୍କ ୨୯ତମ ତିରୋଧାନ ଦିବସ ପାଳିତ    (18-Apr-2026)       ||     

HOME   ଜିଲ୍ଲା

ଚନ୍ଦନଭାଟି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ୨୦ତମ ବାର୍ଷିକ କ୍ରୀଡା

13-Dec-2023



ବଲାଙ୍ଗିର (ସନ୍ତୋଷ କୁମାର ଠାକୁର ): ସରସ୍ବତୀ ଶିଶୁ ମନ୍ଦିର ଚନ୍ଦନଭାଟି ରେ ବିଦ୍ୟାଳୟ ର ୨୦ତମ ବାର୍ଷିକ କ୍ରୀଡା ସ୍ଥାନୀୟ ଚନ୍ଦନଭାଟି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା ଲକ୍ଷ୍ମଣ କୁମାର

ମେହେର ମୁଖ୍ଯ ଅତିଥି ଭାବେ ଉଦଘାଟନୀ ଉତ୍ସବ ରେ ଯୋଗଦାନ କରିିଥିଲେ ତଥା ଡା ଲକ୍ଷ୍ମଣ କୁମାର ମେହେର ଦୀପ ପ୍ରଜ୍ବଳନ ପୂର୍ବକ  କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ତଥା ଜୀବନରେ କ୍ରୀଡା କିପରି ସମସ୍ତଙ୍କୁ ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରଖେ ନିଜ ବକ୍ତବ୍ଯ ରେ ଶିଶୁଙ୍କ ସମ୍ମୁଖ ରେ ଉପସ୍ଥାପନା କରିଥିଲେ।ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଭୁଦତ୍ତ ବିଶି ଅତିଥି ପରିଚୟ ପ୍ରଦାନ କରିଥିଲେ । ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନ କ୍ରୀଡା କୁ ଆନୁଷ୍ଠାନିକ ଭାବରେ ଉଦଘାଟନ ଘୋଷଣା କରିଥିଲେ। କ୍ରୀଡା ରେ ଆଜି ଶ୍ରେଣୀ ଚତୁର୍ଥ ରୁ ଅଷ୍ଟମ ର ସମସ୍ତ ଶିଶୁ ଭାଇଭଉଣୀ ଉତ୍ସାହ ର ସହ ଅଂଶ ଗ୍ରହଣ କରିଥିବା ବେଳେ କ୍ଋତି  ଭାଇଭଉଣୀ ଙ୍କୁ ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ପ୍ରଧାନ ଓ ସଂପାଦକ ଡା ଲକ୍ଷ୍ମଣ କୁମାର ମେହେର ପୁରସ୍କାର ପ୍ରଦାନ କରିବା ସହିତ ଉତ୍ସାହିତ କରିଥିଲେ। ଦୌଡ ବିଭାଗରେ ଆଚାର୍ଯ୍ୟ ଟିକେଶ୍ବର ମିଶ୍ର, ଦୀଲିପ ଥନାପତି, ଶତ୍ର୍ରଘ୍ନ ସିଂହ ଓ ଆଚାର୍ଯ୍ୟା ସରିତା ପାଣିଗ୍ରାହୀ, ଥ୍ରୋ ଇଭେଣ୍ଟରେ ଆଚାର୍ଯ୍ୟ ଧନଞ୍ଜୟ ମହାକୁର, ମମତା ମଲ୍ଲୀକ, ଶେଷକାନ୍ତି  ମଲ୍ଲୀକ , ଜମ୍ପ ଇଭେଣ୍ଟରେ ଆଚାର୍ଯ୍ୟ ପ୍ରଦୀପ କୁମାର ସା, ଲିଙ୍ଗରାଜ ମେହେର, ପ୍ରମୁଖ କ୍ରୀଡା ପରିଚାଳନା କରିଥିବା ବେଳେ ଆଚାର୍ଯ୍ୟ ଘନ ମେହେର

ଓ ଆଚାର୍ଯ୍ୟା ତୁଳସୀ ବଢେଇ ପୁରସ୍କାର ବିତରଣ ରେ ସହଯୋଗ କରିଥିଲେ। ଆଚାର୍ଯ୍ୟା ପ୍ରମୋଦିନୀ ଆଚାର୍ଯ୍ୟ ସଭା ସଂଯୋଜନା କରିଥିଲେ। ଚନ୍ଦନଭାଟି ଗ୍ରାମ ର ମାଆ ଦୁର୍ଗା ମନ୍ଦିର ରୁ କ୍ରୀଡା ମସାଲ ଅଣାଯାଇ ମୁଖ୍ଯ ଅତିଥି ଶ୍ରୀଯୁକ୍ତ ପ୍ରଧାନଙ୍କ ଦ୍ଵାରା ପଡିଆରେ ସ୍ଥାପନ କରାଯାଇଥିଲା। ଆସନ୍ତା କାଲି ଶିଶୁ ପ୍ରାରମ୍ଭ ଓ ବୋଧ ତଥା ଶ୍ରେଣୀ ପ୍ରଥମ ରୁ ତ୍ରୁତୀୟ ର କ୍ରୀଡା ଅନୁଷ୍ଠିତ ହେବା ସହ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅତାବିରା ବ୍ରାହ୍ମଣ ସମାଜ ପକ୍ଷରୁ ପ୍ରଭୁ ପର୍ଶୁରାମଙ୍କ ଜୟନ୍ତୀ   19-Apr-2026
  ଜିଲ୍ଲା  
ଷୋହଳ ପ୍ରହରୀ ନାମଯଜ୍ଞ ପାଇଁ ଅଧିବାସ ଓ କଳସଯାତ୍ରା   19-Apr-2026
  ଜିଲ୍ଲା  
ବରୀ ଥାନା ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ   19-Apr-2026
ଓ.ପି. ଜିନ୍ଦଲ ବିଶ୍ୱବିଦ୍ୟାଳୟ ପକ୍ଷରୁ କ୍ୟାରିୟର କାଉନସେଲିଂ ସେମିନାର   19-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ଭବ୍ୟକାର୍ଯ୍ୟକ୍ରମ ସହିତ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ   19-Apr-2026
  ଜିଲ୍ଲା  
ଆସନ୍ତା ଏପ୍ରିଲ ୨୩ ରେ ଭାରତ ବନ୍ଦ   19-Apr-2026
  ଜିଲ୍ଲା  
ଅସଲି କିଏ, ଆଉ ନକଲି କିଏ ? କନ୍ଧମାଳ ଜିଲ୍ଲାରେ ମାଳମାଳ ସାମ୍ବାଦିକ: ପ୍ରଶାସନ ପାଖରେ ନାହିଁ ସଠିକ ତଥ୍ୟ   19-Apr-2026
  ଜିଲ୍ଲା  
ସିବିଏସଇ ଦଶମ ପରୀକ୍ଷା ରେ ସୁଶ୍ରୀ ଅନୁଷ୍କା ଙ୍କ କୃତିତ୍ୱ   19-Apr-2026
  ରାଜ୍ୟ  
ପୁରୀ ଏସପି ଙ୍କ ସୂଚନା: ସୁରକ୍ଷା ଦାୟିତ୍ୱରେ ଜଣେ ଅତିରିକ୍ତ ଏସ.ପି ଙ୍କ ସମେତ ୫ ଡି ଏସ୍ ପି ରହିବେ   19-Apr-2026
  ଜିଲ୍ଲା  
ଚାଷୀଙ୍କ ଦୁଃ ଦୁଃଖ ପାଲଟିଛି ଖରିମୁଣ୍ଡା-ସିଂହସାହି ନାଳ   19-Apr-2026
  ଜିଲ୍ଲା  
ଲାଇଟ୍ ନଥୁଲେ ବି ଆସୁଛି ବିଦ୍ୟୁତ ବିଲ୍   19-Apr-2026
  ଜିଲ୍ଲା  
ହାତୀ ସୁରକ୍ଷା ଦିଗହରା : ବେଲଘରରେ ପୁଣି ଏକ ଦନ୍ତା ହାତୀ ମୃତ : ୪ ମାସରେ ମଲେଣି ୩ ହାତୀ   19-Apr-2026

You Might Also Like