-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   (07-Mar-2026)       ||      ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   (07-Mar-2026)       ||      ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   (07-Mar-2026)       ||      ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ    (07-Mar-2026)       ||      ୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   (07-Mar-2026)       ||      ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   (07-Mar-2026)       ||      ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ    (07-Mar-2026)       ||      ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   (07-Mar-2026)       ||      କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   (07-Mar-2026)       ||      ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   (07-Mar-2026)       ||      ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||     

HOME   ଦେଶ ବିଦେଶ

ଆସନ୍ତୁ ଜାଣିବା ନୀତା ଅମ୍ବାନୀଙ୍କ ପ୍ରାଇଭେଟ୍ ଜେଟ ସମ୍ପର୍କରେ; ଯାହାର ମୂଲ୍ୟ ୨୩୦ କୋଟି।

17-Dec-2020



ଭୁବନେଶ୍ୱର,(ପ୍ରେରଣା ଖବର)
ଏହି ଜେଟକୁ ମୁକେଶ ଅମ୍ବାନୀ ନୀତାଙ୍କୁ  ୪୪ ତମ ଜନ୍ମ ଦିନରେ ଉପହାର ଦେଇଥିଲେ ।ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଆମ୍ବନୀଙ୍କ ପତ୍ନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକାଣୀ ନୀତା ଆମ୍ବନି ନିଜ ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ବେଶ ପରିଚିତ।  ନୀତା ଅମ୍ବାନୀ ହେଉଛନ୍ତି ଜଣେ ଶକ୍ତିଶାଳୀ ବ୍ୟବସାୟୀ ।ଆପଣଙ୍କୁ ଆମେ ନୀତାଙ୍କ ବ୍ୟକ୍ତିଗତ ଜେଟର ଝଲକ ଦେଖାଇବାକୁ ଯାଉଛୁ, ଯାହା ତାଙ୍କୁ ସ୍ଵାମୀ ମୁକେଶ ଅମ୍ବାନୀ ଉପହାର ଦେଇଥିଲେ । ୫୭ ବର୍ଷ ବୟସ୍କା ନୀତା ପ୍ରାୟ ତିନି ଲକ୍ଷ ଟଙ୍କା ମୂଲ୍ୟର ସକାଳର ଚା ପିଅନ୍ତି । ତେବେ ଅମ୍ବାନୀ ପରିବାରର ବୋହୂ କେବଳ ଦାମୀ ଗାଡ଼ିରେ ନୁହେଁ ବରଂ ବ୍ୟକ୍ତିଗତ ଜେଟରେ ବୁଲିବାକୁ ପସନ୍ଦ କରନ୍ତି । ଚାଲନ୍ତୁ ଜାଣିବା ତାଙ୍କ ବ୍ୟକ୍ତିଗତ ଜେଟ ବିଷୟରେ 

ଏହାର ଭିତର ବହୁତ ସୌନ୍ଦର୍ଯ୍ୟପୂର୍ଣ୍ଣ ରହିଛି :

ଏହି ବ୍ୟକ୍ତିଗତ ଜେଟକୁ ମୁକେଶ ଅମ୍ବାନୀ ପତ୍ନୀ ନୀତାଙ୍କୁ ତାଙ୍କ ୪୪ ତମ ଜନ୍ମ ଦିନରେ ଉପହାର ଦେଇଥିଲେ । ଏହି ପ୍ରାଇଭେଟ୍ ଜେଟର ମୂଲ୍ୟ ହେଉଛି ୨୩୦ କୋଟି ଟଙ୍କା । ମୁକେଶ ପତ୍ନୀଙ୍କୁ କଷ୍ଟମ ଫିଟେଡ ଏୟାର ବସ-୩୧୯ ଲକ୍ଜୁରି ପ୍ରାଇଭେଟ୍ ଜେଟ୍ ପ୍ରଦାନ କରିଥିଲେ । ଏଥିରେ ଏକସଙ୍ଗରେ  ୧୦-୧୨ ଲୋକ ଯାତ୍ରା କରିପାରିବେ । ତେବେ ମୁକେଶ ନିଜ ବୋଇଙ୍ଗ ବ୍ୟବସାୟ ଜେଟ ବ୍ୟବହାର କରୁଥିବା ବେଳେ ନୀତା ତାଙ୍କ ବ୍ୟକ୍ତିଗତ ଜେଟରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଏହି ପ୍ରାଇଭେଟ୍ ଜେଟର ଭିତର ଦୃଶ୍ୟ ଅତ୍ୟନ୍ତ ଚମତ୍କାର । ମୁକେଶ ନୀତାଙ୍କ ପସନ୍ଦ ଅନୁସାରେ ଏହି ଏହାକୁ କଷ୍ଟମାଇଜ କରିଥିଲେ ।  ମୋଟାମୋଟି ଭାବରେ କହିବାକୁ ଗଲେ ଏହି ବିମାନ ତୁଳନାରେ ୫ ତାରକା ହୋଟେଲ ମଧ୍ୟ ଫିକା ପଡ଼ିଯିବ । ବିମାନ ଭିତରେ ଏକ ଡାଇନିଂ ହଲ ଓ ମନକୁ ହାଲକା କରିବା ପାଇଁ ଏକ ସ୍କାଏ ବାର ମଧ୍ୟ ରହିଛି । ମହଙ୍ଗା ଜିନିଷକୁ ଭଲ ପାଆନ୍ତି ନୀତା:କେବଳ ଏତିକି ନୁହେଁ ନୀତା ଅମ୍ବାନୀ ଙ୍କ ଏହି ଜେଟରେ ମନୋରଞ୍ଜନ ଓ ଗେମିଂ ସିଷ୍ଟମ ବି ରହିଛି । ଏଥିରେ ମ୍ୟୁଜିକ ସିଷ୍ଟମ, ସାଟେଲାଇଟ୍ ଟେଲିଭିଜନ ଓ ଓୟାରଲେସ କମ୍ୟୁନିକେସନର ସୁବିଧା ରହିଥିବା ଜଣାପଡ଼ିଛି । ଏହି ଜେଟରେ ମାଷ୍ଟର ବେଡ ରୁମ ସହ ଆଟାଚ ବାଥରୁମ ମଧ୍ୟ ରହିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଶକ୍ତ ମହିଳାଙ୍କ ସମର୍ପଣର ପର୍ବ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ   07-Mar-2026
  ଜିଲ୍ଲା  
ସର୍ବଭାରତୀୟ ସିଭିଲ ସର୍ଭିସ ପରୀକ୍ଷାରେ  ୧୦୦ ତମ ସ୍ଥାନ ହାସଲ କରିଥିବା ସାତ୍ତ୍ୱିକ ସତ୍ୟକାମଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ   07-Mar-2026
  ଜିଲ୍ଲା  
ବରପାଲି ପ୍ରାଥମିକ କୃଷି ସମବାୟ ସମିତି ର ବାର୍ଷିକ ସାଧାରଣ ସଭା   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତି ଅବସରରେ ମହୋତ୍ସବ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
ଏକ ଦିବସୀୟ ଜାତୀୟ ସଂଗୋଷ୍ଠୀ ଅନୁଷ୍ଠିତ   07-Mar-2026
  ଜିଲ୍ଲା  
୮ କ୍ଵିଣ୍ଟାଲ ୯୧ କେଜି ଗଞ୍ଜେଇ ଜବତ; ୧ ଗିରଫ*- *ସୁବର୍ଣ୍ଣପୁର ପୋଲିସ କୁ ବଡ଼ ସଫଳତା*-   07-Mar-2026
  ଜିଲ୍ଲା  
ସୁନ୍ଦରଗଡ଼ରେ ସାଇବର୍ ଥାନା ଉଦ୍‌ଘାଟିତ   07-Mar-2026
  ଜିଲ୍ଲା  
ବିସ୍ଥାପିତ ପ୍ରତିଭା ସମ୍ମାନ- ସୁକତେଲ ମହୋତ୍ସବ ଅବସରରେ ପ୍ରଶଂସନୀୟ ଉଦ୍ୟମ   07-Mar-2026
  ଜିଲ୍ଲା  
ରେଶମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶତପଞ୍ଚବିଂଶତି ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ   07-Mar-2026
  ଜିଲ୍ଲା  
କେନ୍ଦ୍ର ପର୍ଯ୍ୟଟନ କମିଶନରଙ୍କ କନ୍ଧମାଳ ଗସ୍ତ, ବିଭିନ୍ନ ପ୍ରକଳ୍ପ ସହ ଅଙ୍ଗନବାଡ଼ି ଓ ଉପସ୍ୱାସ୍ଥ୍ୟକେନ୍ଦ୍ର ବୁଲିଲେ   07-Mar-2026
  ଜିଲ୍ଲା  
ମାଟିରେ ମିଶିଲା ଶତାୟୁଅନୁଷ୍ଠାନ “ସୁନ୍ଦରକୁମାରୀ ଲେଡିଜ କ୍ଲବ”   07-Mar-2026
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026

You Might Also Like