-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
06-Dec-2023
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ଜିଲ୍ଲା ର ଦୁଇଟି ପ୍ରମୁଖ ସ୍ଥାନରେ ଆୟକର ବିଭାଗର ଚଢ଼ାଉ ହୋଇଥିବା ଜଣା ପଡିଛି ! ସୂଚନା ଅନୁସାରେ ଜିଲ୍ଲାର ହରଭଙ୍ଗା ବ୍ଲକରେ ଥିବାଏକ ଘରୋଇ କମ୍ପାନୀ ( BDPL )ବୌଦ୍ଧ ଡିଷ୍ଟିଲାରି ପ୍ରାଇଭେଟ ଲିମିଟେଡ଼ ରେ ଆୟକର ବିଭାଗ ଚଢ଼ାଉ ଜାରି ରଖିଥିବା ବେଳେ ଅନ୍ୟ ପଟେ ପୁରୁଣାକଟକ ଠାରେ ଗତ ରାତ୍ରି ୩ ଟାରୁ ଶିଳ୍ପ ପତି ଅଶୋକ ଅଗ୍ରୱାଲଙ୍କ ରାଣୀ ସତୀ ରାଇସ ମିଲ ଓ ତାଙ୍କ ବାସଭବନ ଠାରେ ଆୟକର ବିଭାଗ ଚଢ଼ାଉ ଜାରି ରହିଛି l ଉକ୍ତ ଚଢ଼ାଉରେ ବିଭାଗୀୟ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ