-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
03-Dec-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ଅବସର ରେ ଅଜି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ପକ୍ଷ ରୁ ସ୍ଥାନୀୟ ରୟାଲ ପଡିଆ ଠାରୁ ଏକ ୱାକଥନ ରlଲି ଅନୁଷ୍ଟିଟ ହୋଇ ଯାଇଛି l ଜିଲ୍ଲାପାଳ ବିମଳେନ୍ଦୁ ରାୟ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବl ବେଳେ ଜିଲ୍ଲା କ୍ରୀଡ଼ା ଅଧିକାରୀ, ଶିକ୍ଷା ଅଧିକାରୀ, ପୌର ଅଧିକାରୀ, ପୋଲିସ ଅଧିକାରୀ, ସାମାଜିକ ସୁରକ୍ଷା ଅଧିକାରୀ, ସ୍ଵାସ୍ଥ୍ୟ ଅଧିକାରୀ ପ୍ରମୁଖ ବିଭିନ୍ନ ବିଭାଗ ର ଅଧିକାରୀ କର୍ମଚାରୀ ଓ ଅନେକ ସ୍କୁଲ୍ କଲେଜ ସାମାଜିକ ସଂଗଠନ ସାମିଲ ଥିଲେ l