-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||      ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପକ୍ଷରୁ ଆତ୍ମ ପ୍ରଶିକ୍ଷଣ ଶିବିର   (28-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଖେଳାଳି ଧୀରେନ୍ଦ୍ର ମେହେରଙ୍କୁ ସମ୍ମାନୀତ   (28-Aug-2026)       ||      ୧୮୯ ବାଟାଲିୟନ୍ CRPF ଯବାନଙ୍କ ସହ ଜେ ଏସ ଏମ କଲେଜରେ ରାକ୍ଷୀ ପୂର୍ଣ୍ଣିମା ପାଳିତ   (28-Aug-2026)       ||      ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଶା ନିବାରଣ ବ୍ରତ ପାଳିତ   (28-Aug-2026)       ||      କାଶୀନାଥ ମହାବିଦ୍ୟାଳୟ, ପହଣ୍ଡି ଠାରେ ରକ୍ଷାବନ୍ଧନ ଉତ୍ସବ ସହିତ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ସ୍ୱାଗତ ସମାରୋହ   (28-Aug-2026)       ||      *ଦିବ୍ୟ ଊର୍ଜା ଯୋଗ ସେବା ସମିତି ଓ ଦିବ୍ୟ ଶକ୍ତି ଯୋଗ ସମିତି ପକ୍ଷରୁ ନିଆରା ପ୍ରୟାସ*- *ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଓ ଦିବ୍ୟ।ଙ୍ଗ ସ୍କୁଲ ରେ ରକ୍ଷା ବନ୍ଧନ ଉତ୍ସବ ପାଳନ*-   (27-Aug-2026)       ||      *ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ବୀର ମହାରାଜ ପୁର ଜୋନ୍ ଚାମ୍ପିଅନ କୁଡ଼ା ପଡା ଏଫ୍ ସି ଦଳ ୪-୧ ଗୋଲ ରେ ଵିଜୟୀ*-   (27-Aug-2026)       ||     

HOME   ଜିଲ୍ଲା

ସେକେଣ୍ଡ୍ ସର୍ଦ୍ଦାରକୁ ଅପହରଣ ଅଭିଯୋଗରେ ଲେଡି ଡନ୍ ମହିଳା ସର୍ଦ୍ଦାର ଗିରଫ

22-Nov-2023



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ଗତକାଲି ପାଟଣାଗଡ ପୁଲିସ୍ ଦ୍ବାରା  ଲାଠୋରର ମହିଳା ସର୍ଦ୍ଦାର ତୁଳସୀ ରଣା ଓ ତାଙ୍କର ସମ୍ପର୍କୀୟ ସହଯୋଗୀ କପସିପାଲିର ସଞ୍ଜୟ ରଣା ଓ ଅଷ୍ଟମ ରଣାଙ୍କୁ ଝୁଲେନବର ଗ୍ରାମର ଜଣେ ଯୁବକଙ୍କୁ ଅପହରଣ କରିନେଇ ଲାଠୋରର ଘରେ ଅଟକ ରଖିବା ଅଭିଯୋଗରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । କାରଣ ସ୍ବରୂପ ଅଭିଯୁକ୍ତ ପକ୍ଷରୁ କୁହାଯାଉଛି ଯେ, ଉକ୍ତ ଯୁବକ ବେଲାରସେନ ରଣା ଅଭିଯୁକ୍ତମାନଙ୍କର ଜାତିସମ୍ପର୍କୀୟ ହୋଇଥିଲେ ହେଁ, ସେକେଣ୍ଡ୍ ସର୍ଦ୍ଦାର ପାଲଟି ଶ୍ରମିକ ଯୋଗାଡ ନିମନ୍ତେ ମଧ୍ୟସ୍ଥି ସାଜି ୬ ଲକ୍ଷ ଟଙ୍କା ଅଗ୍ରୀମ ନେଇ ଅଧବାଟରୁ ଶ୍ରମିକମାନଙ୍କୁ ଫେରାଇଦେଇ ଠକେଇ କରିଥିବାରୁ ତାକୁ ସେମାନେ ଗାଁ'ରୁ ଉଠାଇ ନେଇ ଅଟକ ରଖିଥିଲେ । ଏ ସମ୍ପର୍କରେ ବେଲାରର ସମ୍ପର୍କୀୟ ସୁରେନ୍ଦ୍ର ରଣା ପାଟଣାଗଡ ଥାନାରେ ଏକ ଅପହରଣ ଅଭିଯୋଗ କରିଥିଲେ । ଶେଷରେ ଜାମିନ୍ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଉକ୍ତ ମହିଳା ସର୍ଦ୍ଦାର ତୁଳସୀ ରଣା ଉକ୍ତ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ଚାଲାଣର ଯୋଜନା କରୁଥିଲେ ।

ଉଲ୍ଲେଖନୀୟ ଯେ, ସଂପ୍ରତି ଦାଦନଚାଲାଣ ଋତୁରେ ଜିଲ୍ଲାରୁ ବାହାରକୁ ଦାଦନଚାଲାଣର ସୁଅ ଛୁଟୁଛି । ଶ୍ରମବିଭାଗ , ପ୍ରଶାସନ ଓ ପୁଲିସ୍ ର ସମ୍ପୂର୍ଣ୍ଣ ଜାଣତରେ ଏହା ରାତିଦିନ ଚାଲିଛି । ହରିଶଙ୍କର ରୋଡ ବନାମ ଲାଠୋର ରେଳ ଷ୍ଟେସନରେ ପୂର୍ବବର୍ଷ ପରି ଚଳିତବର୍ଷ ଦାଦନଶ୍ରମିକଙ୍କୁ ସର୍ବାଧିକ ଚାଲାଣ କରାଯାଉଛି । ଏହି ରେଳ ଷ୍ଟେସନ ଓ ଲାଠୋର ଥାନା ପଛରେ ସର୍ଦ୍ଦାରମାନେ ବସତି ସ୍ଥାପନ କରି ରହିଛନ୍ତି ।  ଲେଡି ଡନ୍ କୁହାଯାଉଥିବା ଏହି ମହିଳା ସର୍ଦ୍ଦାର , ତାଙ୍କ ଦିଅର ଓ ଅନ୍ୟକେତକ ସର୍ଦ୍ଦାରଙ୍କର ସହିତ ଲାଠୋର ପୁଲିସ୍ ର ସୁସମ୍ପର୍କ ରହିଆସିଛି । ନିୟମିତ ମୋଟାଅଙ୍କର ବଟିନେଇ ଉପରିସ୍ଥ ଅଧିକାରୀଙ୍କୁ ତୁଷ୍ଟକରି ପୁଲିସ୍ ଏକପ୍ରକାର ଏହି ଦାଦନଚାଲାଣର ସହଯୋଗୀ ପାଲଟିଯାଇଥିବା ସମସ୍ତେ ଜାଣନ୍ତି ।  ଦୀର୍ଘବର୍ଷ ଧରି ସର୍ଦ୍ଦାରସ୍ବାମୀ ରଘୁର ପ୍ରଚୁର ମଦ୍ୟପାନ କରି ପଡିରହିବା କାରଣରୁ କିଛିବର୍ଷତଳୁ ତାର ପତ୍ନୀ ଉକ୍ତ ଯୁବତୀ ତୁଳସୀ ରଣା ସାଙ୍ଗରେ ସହଯୋଗୀ  ଅସାମାଜିକ ଓ ଗୁଣ୍ଡାପ୍ରବୃତ୍ତିର ଯୁବକମାନଙ୍କୁ ରଖି ଏହି ବେପାର ସମ୍ଭାଳି ନେଇଥିଲା । ସେ ରାତିରେ ତୁରେକେଲା , କଣ୍ଟାବାଞ୍ଜି ଓ ଅନ୍ୟାନ୍ୟ ସ୍ଥାନକୁ ଦଳବଳ ଧରି ଗାଡିରେ ବୁଲି ନିଜେ ଓ ସେକେଣ୍ଡ୍ ସର୍ଦ୍ଦାରଙ୍କ ଜରିଆରେ ବର୍ଷ ବର୍ଷ ଧରି ଅଗ୍ରୀମ ଦେଇ ଶ୍ରମିକସଂଗ୍ରହ କରି ରାଜ୍ୟ ବାହାରକୁ ବେଆଇନ ଶ୍ରମିକଚାଲାଣରେ ଜଡିତ ରହିଆସିଛି । ପାଠଶାଠ ପଢିଥିବାରୁ ସେ ମଧ୍ୟ ଘରପାଖର ହରିଶଙ୍କର ରୋଡ ରେଳ ଷ୍ଟେସନରେ ବିଭାଗୀୟ  ବୁକିଂ କାଉଣ୍ଟରରେ ଟିକେଟ୍ କାଟିଥାଏ । ତା' ସମେତ ଥାନାପଛପଟର ଏହିସମସ୍ତ ଦାଦନସର୍ଦ୍ଦାରଙ୍କ ଘରକୁ ରାଜ୍ୟ ବାହାରର ତେଲୁଗୁ ତାମିଲ୍ ସେଠ୍ ମାନେ ଗାଡିରେ ଆସି କୋଟି କୋଟି ଟଙ୍କା ଅଗ୍ରୀମ ବାଣ୍ଟିବାକୁ ଦେଇଯାଇଥା'ନ୍ତି ।  ମଝିରେ ମଝିରେ କାହା କାହା ସହିତ ଏହି ମହିଳାସର୍ଦ୍ଦାର  କିଛିନପାଇଁ କୁଆଡେ ପଳାଇଯାଉଥିବା ପଡୋଶୀଦିଅର ସର୍ଦ୍ଦାରଠାରୁ ପ୍ରକାଶ । ପୂର୍ବରୁ ତା'ର ସ୍ବାମୀ ମଧ୍ୟ ଜଙ୍ଗଲରୁ କାଠଚୋରି ଓ ଅନ୍ୟାନ୍ୟ ମାମଲାରେ ଏକାଧିକବାର ଜେଲ୍ ଯାଇଥିବା ଶୁଣିବାକୁ ମିଳିଛି । ଏଣୁ ଏଭଳି ବେଆଇନ ଦାଦନଚାଲାଣ ଓ ଆପରାଧିକ କାଣ୍ଡକାର୍ଖାନା କରି ଜମି କୋଠାବାଡି ଓ ସମ୍ପତ୍ତି ଠୁଳ କରିଥିବା ଏହି ମହିଳାସର୍ଦ୍ଦାର ସଂଗଠିତ ଭାବେ ପୁଣି ଏଭଳି ଅପରାଧ ଘଟାଇବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ଚର୍ଚ୍ଚା ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026
  ଜିଲ୍ଲା  
ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   28-Aug-2026
  ଜିଲ୍ଲା  
ବିରଳ ପ୍ରଜାତିର କଇଁଛ ଉଦ୍ଧାର   28-Aug-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   28-Aug-2026
  ଜିଲ୍ଲା  
ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   28-Aug-2026
  ରାଜ୍ୟ  
ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   28-Aug-2026
  ଜିଲ୍ଲା  
ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ   28-Aug-2026

You Might Also Like