-+91-9937148622 |

prerana_bgr@rediffmail.com |

  Saturday 29th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||      ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   (29-Aug-2026)       ||      *ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   (29-Aug-2026)       ||      ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   (29-Aug-2026)       ||      ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   (29-Aug-2026)       ||      କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ    (29-Aug-2026)       ||      ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   (29-Aug-2026)       ||      ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   (28-Aug-2026)       ||      ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   (28-Aug-2026)       ||      ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   (28-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   (28-Aug-2026)       ||      ଅଗ୍ନିଶମ ଓ ଜରୁରୀକାଳୀନ ସେବା ଅଧିକାରୀଙ୍କୁ ରାକ୍ଷୀ ବାନ୍ଧିଲେ ଛାତ୍ରଛାତ୍ରୀ   (28-Aug-2026)       ||      ବିରଳ ପ୍ରଜାତିର କଇଁଛ ଉଦ୍ଧାର   (28-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଗଛକୁ ରାକ୍ଷୀ ବାନ୍ଧି ସଂସ୍କୃତ ଦିବସ ପାଲନ କଲେ   (28-Aug-2026)       ||      ପାର୍ବଣ ଅବସରରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବ୍ୟାପକ ଯାଞ୍ଚ ୩,୬୦୫ କିଲୋଗ୍ରାମ ଅପମିଶ୍ରିତ ଖରାପ ଖାଦ୍ୟ ସାମଗ୍ରୀ ନଷ୍ଟ, ୪୭୫ଟି ନମୁନା ସଂଗ୍ରହ   (28-Aug-2026)       ||      ନୟାଗଡ଼ ଠାରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ    (28-Aug-2026)       ||      ସୁବର୍ଣ୍ଣପୁର ରେ ସ୍ଵଭାବ କବି ଗଙ୍ଗାଧର ମେହେର ଜୟନ୍ତୀ   (28-Aug-2026)       ||      ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ " ନିଶାମୁକ୍ତ ଓଡିଶା ଅଭିଯାନ" ପାଳିତ    (28-Aug-2026)       ||      ଖଡ଼ଗ ନଦୀରେ ଡଙ୍ଗା ବୁଡି ଭାସିଗଲେ ଶଶୁର ଓ ବୋହୁ : ନିଖୋଜ ଛଅ ଜଣ ଉଦ୍ଧାର   (28-Aug-2026)       ||     

HOME   ଜିଲ୍ଲା

ଧାନମଣ୍ଡି ଆରମ୍ଭ ହେବା ଆଗରୁ ନବରଙ୍ଗପୁର ଜିଲ୍ଲାରେ ମିଲର୍ସଙ୍କୁ ଲାଗିଛି ବଡ଼ ଝଟକା

21-Nov-2023



ନବରଙ୍ଗପୁର:(ମିହିର ଶଙ୍କର ପାତ୍ର)
ଜିଲ୍ଲାରେ ମିଲର୍ସଙ୍କୁ ଲାଗିଛି ଏଫ ଆରକେ ଝଟକା  ଚାଉଳର ବି.ଆର୍.ଏଲ ମାନ କମ୍ ନେଇ ତଦନ୍ତ ରିପୋର୍ଟ ଆସିବା ପରେ ୧୩ଜଣ ମିଲର୍ ୧୬ହଜାର ୨୪୦କୁଇଣ୍ଟାଲ ଚାଉଳ ଫେରାଇ ନେବେ ବୋଲି ଜଣାପଡିଛି।
ଯାହାକୁ ନେଇ ସମ୍ପୃକ୍ତ ମିଲର୍ସଙ୍କ ଚିନ୍ତା ବଢି ଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଶତ ପ୍ରତିଶତ ଚାଉଳ ଫେରାଇବା ପାଇଁ ନିର୍ଦ୍ଦେଶନାମା ଆସିଛି। ସୂଚନା ଅନୁସାରେ, ଖାଦ୍ୟ ସୁରକ୍ଷା ଯୋଗାଣ ହେଉଥିବାଯୋଜନାରେ ଚାଉଳ ଓ ସରକାରୀ ଭାବେ ସଂଗ୍ରହ କରାଯାଉଥିବା ଚାଉଳର ଗୁଣବତ୍ତା ନେଇ ଗତ ଜୁନ୍ ୨୧ତାରିଖରେ କେନ୍ଦ୍ରୀୟ ପ୍ରତିନିଧି ଦଳ ପରୀକ୍ଷା କରିଥିଲେ । ଭୁବନେଶ୍ବରସ୍ଥିତ କେନ୍ଦ୍ରୀୟ ଗୁଣବତ୍ତା ନିୟନ୍ତ୍ରଣ କକ୍ଷ ପକ୍ଷରୁ ବୈଷୟିକ ଅଧିକାରୀପୁନୀଥ କୁମାର ସିଏଚ, ପ୍ରଭାକରନ ପି, ଜୟପୁର ଏଫସିଆଇର ଗୁଣବତ୍ତା ନିୟନ୍ତ୍ରଣ କକ୍ଷର ଏଜିଏମ୍ ମନୀଷ ଦେବ ପ୍ରତାପଙ୍କୁନେଇ ଏକ ଟିମ୍ ନବରଙ୍ଗପୁର ସହରରେ ଥିବା ଏଫସିଆଇ, କେନ୍ଦ୍ରୀୟ ଚାଉଳ ଗୋଦାମ, ରାଜ୍ୟ ଚାଉଳ ଗୋଦାମ ସମେତ କିଛି ମିଲ୍‌କୁ ଯାଇ ଗଚ୍ଛିତ ଚାଉଳର ମାନ ପରୀକ୍ଷା କରିଥିଲେ ।ଏଫଅ ଝଟ ମହଜୁଦ ଚାଉଳର ପରିମାଣ, ଫୁଡ୍ ଲାଇସେନସ୍,ବାର୍‌କୋଡ, ଫର୍ଟିଲାଇଜଡ୍ ଚାଉଳ ଆଦି ସଂକ୍ରାନ୍ତରେ ଟିକିନିଖି ତଦନ୍ତ କରି ଚାଉଳ ନମୁନା ସଂଗ୍ରହ କରିଥିଲେ। ରିପୋର୍ଟରେ ଏହି ଚାଉଳର ମାନ ଏଫଆରକେର ଆବଶ୍ୟକ ମାନଠାରୁ କମଥିବା ଦର୍ଶାଯାଇଛି ।

ଏପରିସ୍ଥଳେ, ୧୩ଜଣ ମିଲରଙ୍କ ୫୬ ଲାଟ୍ ଚାଉଳରେ ଆବଶ୍ୟକ ପୋଷକ ତତ୍ତ୍ବ ଅଭାବରୁ ଫେରାଇ ନେବାକୁ ଉକ୍ତ କେନ୍ଦ୍ରୀୟ ଟିମ୍ଚିଠି କରିଥିବା ଜଣାପଡିଛି। ୫୬ଲାଟ୍‌ ଚାଉଳର ପରିମାଣ ୧୬ହଜାର୨୪୦କୁଇଣ୍ଟାଲ। ଚାଉଳ ଫେରାଇ ପୁଣି ଫରଟିଫାଇଡ ପରେ ଯୋଗାଇ ଦେବାକୁ ଚିଠି ହୋଇଛି। ଫେରାଇବା ପରେ ଏହି ଚାଉଳକୁ ଅଲଗା ରଖାଯିବ ଓ ପୁଣି ଥରେ ଏକ ଯୁଗ୍ମ ଟିମ୍ ଆସି ପରୀକ୍ଷା କରିବା ପରେ ସରକାରୀ ଭାବେ ସଂଗ୍ରହ ହେବ ବୋଲି ଜଣାପଡିଛି।ଖାଉଟିଙ୍କୁ ପୋଷକ ତତ୍ତ୍ବ ଥାଇ ଚାଉଳ ଯୋଗାଇ ଦେବାକୁ ସରକାରୀ ନିର୍ଦ୍ଦେଶ ରହିଛି।ସେହି ଅନୁସାରେ, ଫରଟିଫାଇଡ ଚାଉଳ ପ୍ରସ୍ତୁତ କରୁଥିବା ସଂସ୍ଥାରୁ ମିଲର୍‌ମାନେ ଆଣି ୧କୁଇଣ୍ଟାଲ ଚାଉଳରେ ୧କେଜି ମିଶାଇ ସରକାରଙ୍କୁ ଯୋଗାଇଦେବାକୁ ନିୟମ ରହିଛି। ଗୋଦାମ କର୍ତ୍ତୃପକ୍ଷ ଚାଉଳ ମାନ ପରୀକ୍ଷା କରି ଗ୍ରହଣ କରିବାକୁ କୁହାଯାଇଛି। ତେବେ ଉକ୍ତ ଟିମ୍ କେବଳ ନବରଙ୍ଗପୁର ସହର ଗୋଦାମକୁ ପରୀକ୍ଷା କରିଥିବା ବେଳେ ଜିଲ୍ଲାର ଅନ୍ୟ ଗୋଦାମଗୁଡିକୁ ତଦନ୍ତ କରିନାହାନ୍ତି। ଏବେ ସୁଦ୍ଧା ଜିଲ୍ଲାର ମୋଟ ୮୬ଟି ମିଲର୍‌ଙ୍କ ମଧ୍ୟରୁ ୪୭ଟି ମିଲର୍ ଶତ ପ୍ରତିଶତ ଚାଉଳ ଫେରାଇଥିବା ବେଳେ ଏବେ ସୁଦ୍ଧା ୩୯ ଗୋଟି ମିଲର୍ ୧ଲକ୍ଷ ୩୧ହଜାର ୫୮୦କୁଇଣ୍ଟାଲ ଚାଉଳ ଫେରାଇ ନାହାନ୍ତି। ୬ଗୋଟି ମିଲର ୭୦ପ୍ରତିଶତରୁ କମ୍ ଚାଉଳପ୍ରଦାନ କରିଛନ୍ତି। ଚାଉଳ ଫେରାଇବା ତାରିଖ ଆସନ୍ତା ୩୦ ତାରିଖ ରଖାଯାଇଛି । ଏଣେ ଜିଲ୍ଲାରେ ଆସନ୍ତା ମାସ ୧୦ ତାରିଖରେ ଆରମ୍ଭ ହେବ ମଣ୍ଡି।ଯେଉଁ ମିଲର୍‌ମାନେ ଚାଉଳ ଫେରାଇବେ ନାହିଁ ସେମାନଙ୍କୁ ମଣ୍ଡିରେ ଧାନ ସଂଗ୍ରହ ପାଇଁ ସୁଯୋଗ ମିଳିବ ନାହିଁ ବୋଲି ଡିଏଲପିସି ବୈଠକରେ ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   29-Aug-2026
  ଜିଲ୍ଲା  
ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   29-Aug-2026
  ଜିଲ୍ଲା  
ସତ ସମ୍ପର୍କ ଅନୁଷ୍ଠାନକୁ ପରିବାର ଭଲି ଆତ୍ମିୟ କରେ *ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ରକ୍ଷା ବନ୍ଧନ*   29-Aug-2026
  ଜିଲ୍ଲା  
*ସହର ରେ ନିର୍ମାଣ ଧୀନ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ*-   29-Aug-2026
  ଜିଲ୍ଲା  
ନୁଆଦିଲ୍ଲୀରେ ଓଡ଼ିଆ ଛାତ୍ର ସଙ୍ଗଠନ ଦ୍ୱାରା ନିଆରା ଢଙ୍ଗରେ ରକ୍ଷା ବନ୍ଧନ ପାଳନ   29-Aug-2026
  ଜିଲ୍ଲା  
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ   29-Aug-2026
  ଜିଲ୍ଲା  
କାନୁଟ୍ କେଜିବିଭିରେ ଅନିୟମିତତା, ମେସ୍ ରୁ ବାଟମାରଣା ଅଭିଯୋଗ   29-Aug-2026
  ଜିଲ୍ଲା  
ବରପାଲି ଜନ୍ମମାଟିରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟ ସ୍ତରିୟ ଜୟନ୍ତୀ ପାଳିତ , ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୁରଜଙ୍କ ଯୋଗଦାନ   29-Aug-2026
  ଜିଲ୍ଲା  
ନାରୀ ସଶକ୍ତିକରଣ ଅଭିଯାନକୁ ନୂତନ ଗତି ପ୍ରଦାନ କରୁଛି ସୁଭଦ୍ରା ଯୋଜନା ♦️ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ଆରଏମସି ତରଫରୁ ଭବ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ଡାବୁଗାଁ ରେ ସାର୍ବଜନୀନ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ   28-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା ବିପର୍ଯୟ ଙ୍କୁ ସାହାଯ୍ୟ କଲେ ସମାଜ ସେବି ଅଜିତ ଜେନା   28-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ୍ ସୋନପୁର ବ୍ଲକ ଓ ମ୍ୟୁନିସିପାଲଟି ଚାମ୍ପିଅନ ଦଳ ଵିଜୟୀ   28-Aug-2026

You Might Also Like