-+91-9937148622 |

prerana_bgr@rediffmail.com |

  Wednesday 17th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||      *ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   (16-Jun-2026)       ||      ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ    (16-Jun-2026)       ||      ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   (16-Jun-2026)       ||      ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ    (16-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ    (16-Jun-2026)       ||      ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ    (16-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ    (16-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   (16-Jun-2026)       ||      ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   (16-Jun-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   (16-Jun-2026)       ||      କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||      *କୋଷାଗୁମୁଡ଼ାରେ ଦୁଷ୍କର୍ମ ପରେ ଯୁବତୀଙ୍କୁ ହତ୍ୟା ଅଭିଯୋଗ, ପୋଲିସର ତଦନୁ ଜାରି*   (15-Jun-2026)       ||      ଏସ୍. ଏନ୍. କ୍ଲାସେସ୍ ର ଗ୍ରୀଷ୍ମକାଳୀନ ଉଜ୍ଜାପନି ଉତ୍ସବ ପାଳିତ   (15-Jun-2026)       ||      ସ୍ବଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ କାର୍ଯ୍ଯ କ୍ରମ   (15-Jun-2026)       ||      ବଲାଙ୍ଗିରରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ନାଗରିକ କମିଟୀର ଦାବୀପତ୍ର ପ୍ରଦାନ   (15-Jun-2026)       ||     

HOME   ଜିଲ୍ଲା

ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥ୍‌ଲେଟିକ ଏସୋସିଏସନ୍‌ର ମଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ତମ ଲୋଇସିଂହା କପ୍‌ ଫୂଟବଲ ଟୁର୍ନାମେଣ୍ଟ -2023 ର ଫାଇନାଲ ମ୍ୟାଚ ଅନୁଷ୍ଠିତ

20-Nov-2023



ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ଷ୍ଟାଡିୟମର ସ୍ଵନକ୍ଷତ୍ର ଦିବସ ଅବସରରେ ଷ୍ଟାଡିୟମ୍ ଟ୍ରଷ୍ଟବୋର୍ଡ ଏବଂ ଏଥ୍‌ଲେଟିକ ଏସୋସିଏସନ୍‌ର ମଳିତ ଆନୁକୂଲ୍ୟରେ ଅନୁଷ୍ଠିତ ୧୬ତମ ଲୋଇସିଂହା କପ୍‌ ଫୂଟବଲ ଟୁର୍ନାମେଣ୍ଟ ଦୀର୍ଘ ୭ ଦିନ ଅନୁଷ୍ଠିତ ହୋଇଥିଲା l ଆଜିର ଫାଇନାଲ ମ୍ୟାଚ ରେ ମୁଖ୍ୟଅତିଥି ଭାବେ ଏଆଇସିସି ମେମ୍ବର ଏବଂ ଏଆଇସିସି ଜାତୀୟ ସଂଯୋଜକ  ତଥା ତେଲେଙ୍ଗାନା କଂଗ୍ରେସ ସୋସିଆଲ ମିଡ଼ିଆ ବିଭାଗ ଦାୟିତ୍ୱ ରେ ଥିବା ଶ୍ରୀ ଅଭିଷେକ ମହାନନ୍ଦ ଯୋଗଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିବା ସହ ଖେଳାଳୀ ଙ୍କୁ ପୁରସ୍କାର ବିତରଣ କରିଥିଲେ l ଏହି ସିନିଅର ନକଆଉଟ ଫୂଟବଲ ଟୁର୍ନାମେଣ୍ଟ ର ଆଜିର ଫାଇନାଲ ମ୍ୟାଚ ସିସିଏଫଏ ବି.ଏମ. ପୁର ଓ ଏପିଜେ ଅବଦୁଲ କଲାମ ଲୋଇସିଂହା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l

ଆଜିର ଏହି ଫାଇନାଲ ମ୍ୟାଚ ରେ ସିସିଏଫଏ ବିଏମ ପୁର ଦଳ ଟାଇ ବ୍ରେକର ମାଧ୍ୟମରେ ୫-୩ ରେ ବିଜୟୀ ହୋଇଥିବା ବେଳେ ଏପିଜେ ଅବଦୁଲ କଲାମ ଲୋଇସିଂହା ଦଳ ରନର୍ସ ଅପ ହୋଇଛି l ମେନ ଅଫ ଦ ମ୍ୟାଚ ଓ ମେନ ଅଫ ଦ ସିରିଜ ଉଭୟ ସିସିଏଫଏ ବି. ଏମ ପୁର ଦଳ ର ଶ୍ୟାମ ଓରାମ ହାତେଇଥିଲେ l ଫାଇନାଲ ମ୍ୟାଚ ରେ ରେଫରୀ ଥିଲେ ସଞ୍ଜନ କୁଦେଇ, ବିକି ବିଶି, ସୁଧାଂଶୁ ରାଉତ, ଚତୁର୍ଥମ ରେଫରୀ ଭାବେ କରୁଣା ପଧାନ l ମ୍ୟାଚ କମିଶନର ଭାବେ ସୁଦୟ ବାରିକ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   16-Jun-2026
  ଜିଲ୍ଲା  
*ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   16-Jun-2026
  ବିଶେଷ  
ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ   16-Jun-2026
  ଜିଲ୍ଲା  
ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   16-Jun-2026
  ଜିଲ୍ଲା  
ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ   16-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ   16-Jun-2026
  ଜିଲ୍ଲା  
ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ   16-Jun-2026
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   16-Jun-2026
  ଜିଲ୍ଲା  
ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   16-Jun-2026

You Might Also Like