-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
04-Nov-2023
ବଲାଙ୍ଗୀର, (ପ୍ରେରଣା ଖବର) ଆଜି ବଲାଙ୍ଗୀର ବ୍ଲକ ର ବିଭିନ୍ନ ପଂଚାୟତ ରେ ଆମ ଓଡିଶା ନବୀନ ଓଡିଶା ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା l ଏଥିରେ ହୋଉସିଂ ବୋର୍ଡ ଅଧ୍ୟକ୍ଷ କଳିକେସ ନାରାୟ ଣ ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅରକେଶ ନାରାୟଣ ସିଂଦେଓ ଅତିଥି ଭାବେ ଯୋଗ ଦେଇଥିଲେ l ବଲାଙ୍ଗୀର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ଉପାଧ୍ୟକ୍ଷା ପୁଷଞ୍ଜଳି ହୋତା, ଜିଲ୍ଲା ପରିଷଦ ସଭ୍ୟ ଅନାମିକା ହୋତା, ବାଲାଙ୍ଗୀର ଜିଲ୍ଲା ବିଜୁ ଯୁବଜନତା ଦଳର ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ବ୍ଲକ ସଭାପତି ନିହାର ରଞ୍ଜନ ସ୍ୱାଇଁ, ସରୋଜ ସ୍ୱାଇଁ, ଯୁବନେତା ପଦ୍ମଲୋଚନ ବେହେରା ସହିତ ଅଂଚଳ ର ଅନେକ ବିଜେଡି କର୍ମୀ ଏବଂ ମହିଳା ମାନେ ବହୁତ ସଂଖ୍ୟା ରେ ଯୋଗ ଦେଇଥିଲେ l ଅଂଚଳ ର ଜଣେ ଜଣାଶୁଣା କଂଗ୍ରେସ ନେତା କଳାକାଁହୁ ନାଗ କଂଗ୍ରେସ ଦଳ ଛାଡି ବିଜେଡି ରେ ଯୋଗ ଦେଇଥିଲେ l