-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
04-Nov-2023
ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) କୃଷକ ସେନା ପକ୍ଷରୁ ଆଜି ପାଟଣାଗଡ଼ ସହରର ଦ୍ବାରିକା ହୋଟେଲ ଠାରେ କୃଷକ ସେନା ସଭାପତି ସୌରୀ ସାହୁଙ୍କ ନେତୃତ୍ବରେ ଆଗାମୀ ୬ ତାରିଖ ଦିନ ହେବାକୁ ଯାଉଥିବା ବିରାଟ କୃଷକ ଚେତାବନୀ ସମାବେଶ ପାଇଁ ଆଜି ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସାହୁ ଆଗାମୀ ସାଧାରଣ ନିର୍ବାଚନ ରେ ଚାଷୀ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ନିର୍ବାହ କରିବେ ଯଦି ଚାଷୀଙ୍କ ବିଭିନ୍ନ ସମସ୍ୟା ର ସମାଧାନ ସହ ଦାବି ଗୁଡ଼ିକ ପୂରଣ କରା ନ
ଯାଏ ଚାଷୀ ତାର ଉଚିତ୍ ଜବାବ ଭୋଟ ରେ ଦେବେ ବୋଲି ପ୍ରକାଶ କରିବା ସହ କୃଷି ଋଣ ଛାଡ ଧାନ କପା ର ମୂଲ୍ୟ ବୃଦ୍ଧି ଚାଷ ଜମି କୁ ଜଳଚେନ ବ୍ୟବସ୍ଥା ସ୍କୁଲ ହସ୍ପିଟାଲ ବାର୍ଦ୍ଧକ୍ୟ ବିଧବା ଓ ଦିବ୍ୟାଙ୍ଗ ଙ୍କ ଭତ୍ତା ବୃଦ୍ଧି ସହ ଅନେକ ଦାବି ଶୀଘ୍ର ପୁରାଣ କରନ୍ତୁ ସରକାର ମାନେ ତା ସହ ଆସନ୍ତା 6 ନଭେମ୍ବର ସୋମବାର ରେ ହେବା କୁ ଥିବା ଚାଷୀ ଚେତାବନୀ ସମାବେଶ ରେ ପାଟଣାଗଡ ଅଞ୍ଚଳ ର ସମସ୍ତ ଚାଷୀ ମହିଳା ଓ ଯୁବ ପୀଢ଼ି ଙ୍କୁ ଯୋଗ ଦେବା ପାଇଁ ଅୱାନ ଦେଇ ଥିଲେ । ଭୁବନେଶ୍ୱର ରେ ETV ସାମ୍ବାଦିକା ଙ୍କୁ ମାଡ଼ ସହ ଦୁର୍ବ୍ୟବହାର କୁ ନିନ୍ଦା କଳା କୃଷକ ସେନା