-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   (15-May-2026)       ||      ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   (15-May-2026)       ||      *ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   (15-May-2026)       ||      ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*    (15-May-2026)       ||      ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   (15-May-2026)       ||      ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||     

HOME   ଜିଲ୍ଲା

ପ୍ରଜନନ ସ୍ବାସ୍ଥ୍ୟ ଓ ପରିବାର ନିୟୋଜନ ସମ୍ବନ୍ଧୀୟ କର୍ମଶାଳା

03-Nov-2023



ନୂଆପଡ଼ା - (ଡୋଲେସ୍ଵର ବାଗ)
ନୂଆପଡ଼ା ଜିଲ୍ଲା ବୋଡ଼େନସ୍ଥିତ  ବିଜୁ ପଟ୍ଟନାୟକ ସ୍ନାତକ  ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥା ଓ ସେଣ୍ଟର୍ ଫର୍ କେଟା ଲାଇଜିଂ ଚେଞ୍ଜ ନୂଆପଡାର ମିଳିତ ସହଯୋଗରେ ଏନ୍ ଏସ ଏସ ସ୍ୱେଚ୍ଛା ସେବିଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା ।ଅଧ୍ୟକ୍ଷ  ଶ୍ରୀମାନ ଅବନୀ କୁମାର ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ ,ଅଧ୍ୟାପକ ସନ୍ତୋଷ କୁମାର ମୁଣ୍ଡ, ଅଧ୍ୟାପକ ଅତିକ ଅହମ୍ମଦ ଖାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ ।ସଂଶାଧାନ କର୍ମୀ ଭାବେ ପ୍ରବୀଣ କୁମାର ପଣ୍ଡା,ଆଶିଷ କୁମାର ବାରିକ ଓ ଏଲ ଏଚ ଭି ବୋଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଲକ୍ଷ୍ମୀପ୍ରିୟା ମାଝୀ ଯୋଗଦାନ କରି ସ୍ଵାସ୍ଥ୍ୟ ସମ୍ପର୍କିତ ସମସ୍ତ ପ୍ରକାର ଅସୁବିଧା ଓ ତା'ର ସମାଧାନର ଉପାୟ ଆଲୋଚନା କରିଥିଲେ ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କର ସ୍ବାସ୍ଥ୍ୟ ସମ୍ପର୍କିତ ବତ୍କୃତା ଓ କୁଇଜ୍ ଅନୁଷ୍ଠିତ କରାଯାଇଥିଲା ।କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ତଥା ଜାତୀୟ ସେବା ସଂସ୍ଥାର ସ୍ଵେଚ୍ଛାସେବୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   15-May-2026
  ଜିଲ୍ଲା  
ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   15-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   15-May-2026
  ଜିଲ୍ଲା  
ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*   15-May-2026
  ଜିଲ୍ଲା  
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   15-May-2026
  ଜିଲ୍ଲା  
ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   15-May-2026
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026

You Might Also Like