-+91-9937148622 |

prerana_bgr@rediffmail.com |

  Friday 4th September 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||      *ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   (03-Sep-2026)       ||      ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   (03-Sep-2026)       ||      ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି    (03-Sep-2026)       ||      ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   (03-Sep-2026)       ||      ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ    (03-Sep-2026)       ||      *ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   (03-Sep-2026)       ||      ଗରଡୁଗୁଡା ଠାରେ ଜିଲ୍ଲା ପରଜା ସମାଜ ବିକାଶ ପରିଷଦର ୨୮ ତମ ପ୍ରତିଷ୍ଠା ଦିବସ ପାଳିତ*   (03-Sep-2026)       ||      ୩୭ଟି ପ୍ରକଳ୍ପକୁ ଇଡ଼କୋ ର ଜମି ବଣ୍ଟନ କମିଟିର ଅନୁମୋଦନ   (03-Sep-2026)       ||      ଶୌଚ ଯିବା ହେଲା କାଳ♦️ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ   (03-Sep-2026)       ||      ବଙ୍ଗୋମୁଣ୍ଡା ଓ ମୁରିବାହାଲରେ Green Eagle Army ପକ୍ଷରୁ ବନମହୋତ୍ସବ   (03-Sep-2026)       ||      ଉପାନ୍ତ ଅଂଚଳରେ ସରକାରୀ ଯୋଜନା ନାଁ ରେ ସରକାରୀ ଅର୍ଥର ବାଟମାରଣା    (03-Sep-2026)       ||      ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଲାଙ୍ଗିରରେ ପ୍ରବେଶ ଉତ୍ସବ♦️ ନବାଗତ ଛାତ୍ରଛାତ୍ରୀଙ୍କୁ ଭବ୍ୟ ସ୍ୱାଗତ, ଶିକ୍ଷା ଓ ସଫଳତାର ସଙ୍କଳ୍ପ   (03-Sep-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ସଂସ୍କୃତ ସପ୍ତାହ ଦିବସ ପାଳିତ   (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ଦ୍ୱିତୀୟ ଦିବସ    (02-Sep-2026)       ||     

HOME   ଜିଲ୍ଲା

ରାଜରାସ୍ତାରେ ସାମ୍ବାଦିକ ଓ ସମାଜସେବୀ ଓ ସଙ୍ଗଠନ

02-Nov-2023



ରୁପ୍ରାରୋଡ, (ସଞ୍ଜିବ ଦାସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ବିକାଶ ମୂଳକ କାର୍ଯ୍ୟ ଅହେତୁକ ବିଳମ୍ବ ପ୍ରତିବାଦ ରେ ବିଭିନ୍ନ ସଙ୍ଗଠନ ସମର୍ଥନ ରେ ଏକ ଶୋଭାଯାତ୍ରା ରେ ବାହାରି ୧୨ ଦଫା ଦାବି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ନର୍ଲା ବିଡ଼ିଓ ଙ୍କ ଜରିଆରେ ପ୍ରଦାନ କରାଯାଇଛି ସୂଚନା ଯୋଗ୍ୟ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ୨୬ ଗୋଟି ପଞ୍ଚାୟତ ରେ ସାଧାରଣ ଲୋକଙ୍କ ମୌଳିକ ଅଧିକାର କୁ ପୂରଣ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ,ବିଭିନ୍ନ ଯୋଜନା ରେ ଯଥା ଶିକ୍ଷା, ସ୍ବାସ୍ଥ୍ୟ  ଗମନାଗମନ, ପାନୀୟ ଜଳ,ବିଜୁଳି ,କୃଷି ଉଦ୍ୟାନ ,ରାଜସ୍ବ ,ମିଶନ ଶକ୍ତି ଭଳି ବିଭିନ୍ନ ବିଭାଗ ଦ୍ଵାରା ନର୍ଲା ଅଞ୍ଚଳର ମଞ୍ଜୁରୀ ପ୍ରାପ୍ତ ଶତାଧିକ ବିକାଶ ମୂଳକ କାର୍ଯ୍ୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ଵାରା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି କିନ୍ତୁ ବଡ଼ ପରିତାପର ବିଷୟ ପ୍ରଶାସନିକ ଅଧିକାରୀ ମାନଙ୍କ ଆନ୍ତରିକତା ଅଭାବ ଅହେତୁକ ବିଳମ୍ବ କାରଣରୁ ଅନେକ କାର୍ଯ୍ୟ ବର୍ଷ ବର୍ଷ ଧରି ପଡ଼ିରହିଛି ତତ୍ ସଂଗେସଂଗେ ଆଞ୍ଚଳିକ ରାଜନୈତିକ ପଦାଧିକାରୀ ମାନଙ୍କ ନିଷ୍କ୍ରିୟତା ଓ ନିରବତା ମଉନେ ସମ୍ମତ  ଲକ୍ଷଣ ଭଳି ଅଭିଯୋଗ ହୋଇଛି ଉଦାହରଣ ସ୍ୱରୂପ ଦୀର୍ଘ ୨ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଛତିକୁଡ଼ା ନର୍ଲା ମ, ରାମପୁର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାଜ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତି ସାଧନ ପାଇଁ ୬.୬୬ କୋଟି ଟଙ୍କା ର କାର୍ଯ୍ୟ ତ୍ୱରାନ୍ୱିତ ନ ହୋଇ ପଡ଼ିରହିଛି ସେହିଭଳି ନର୍ଲା ଠାରେ ସ୍ମାର୍ଟ ହସ୍ପିଟାଲ୍ ନିର୍ମାଣ , ପୋଷ୍ଟ ମଟମ୍ ଗୃହ , ନୂତନ +୩ କଲେଜ , BEO ଅଫିସ କାର୍ଯ୍ୟଳୟ , JMFC କୋର୍ଟ, ଲକ୍ଷ୍ମୀ ଯୋଜନା ର ବସଷ୍ଟାଣ୍ଡ , ବେହେରାପାଟି ସ୍ଥିତ ସାନ୍ଦୁଲ୍ ନଦୀର ସେତୁ ନିର୍ମାଣ , ସର୍ଗିଗୁଡ଼ା ରେଳ ଫାଟକ ରେ ଓଭର ବ୍ରିଜ ନିର୍ମାଣ, ନର୍ଲା ଚପଟ୍ ଖଣ୍ଡା ଇଲେକ୍ଟ୍ରିକାଲ ଲୋକୋମେଟିଭ ଇଞ୍ଜିନ ୱାର୍କସପ ଭଳି ମଞ୍ଜୁର ପାଇଥିବା କୋଟି କୋଟି ଟଙ୍କା ର ଶତାଧିକ କାର୍ଯ୍ୟ ବର୍ଷ ବର୍ଷ ଧରି ପଡ଼ିରହିଛି

ଫଳରେ ସାଧାରଣ ଜନତା ବିଭିନ୍ନ ସେବା ଓ ସୁବିଧା ରୁ ବଞ୍ଚିତ ହେଉଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଥିଲି ବି ପ୍ରସାନିକ ଅଧିକାରୀ ମାନଙ୍କ ନିଦ ଭାଙ୍ଗୁ ନାହିଁ,ଏଣୁ ଏଭଳି କାର୍ଯ୍ୟକୁ ଓଡ଼ିଶା ରାଜ୍ୟ ସାମ୍ବାଦିକ ସଂଘ ନର୍ଲା ଶାଖା ପକ୍ଷରୁ ୧୨ ଦଫା ଦାବି ନେଇ ବିଭିନ୍ନ ସଂଗଠନ ର ସହଯୋଗ ରେ ନର୍ଲା ଚାରିଛକ୍ ଠାରୁ ଶହ ଶହ ସଂଖ୍ୟାରେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ନର୍ଲା ବ୍ଲକ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି ଏହି ପ୍ରତିବାଦ ସଭାରେ ନର୍ଲା ବ୍ଲକ ବଣିକ ସଂଘ , ଚାଳକ ସଂଘ , ନବ ନିର୍ମାଣ କୃଷକ ସଙ୍ଗଠନ , ଆଦିବାସୀ ସଂଘ, ସେବାକାରୀ କିନ୍ନର ସଂଘ , ନର୍ଲା ଓକିଲ ସଂଘ  ଭଳି ବିଭିନ୍ନ ସଂଗଠନ ର ପଦାଧିକାରୀ ଙ୍କ ସମେତ ବରିଷ୍ଠ ସଦସ୍ୟ ଓ ଅଞ୍ଚଳର ଅନେକ ବୁଦ୍ଧିଜୀବୀ ସମାଜ ସେବୀ ମାନେ ପ୍ରତିବାଦ ସଭାରେ ସମର୍ଥନ ଜଣାଇ ନିଜ ନିଜ ବକ୍ତବ୍ୟ ରଖିଥିଲେ ଏବଂ ନର୍ଲା ସାମ୍ବାଦିକ ସଂଘ ପକ୍ଷରୁ ୧୨ ଦଫା ଦାବି ପତ୍ର ଉପରେ ଯଦି ପ୍ରଶାସନ କାର୍ଯ୍ୟ ପ୍ରତି ତତ୍ପର ପ୍ରକାଶ ନ କରନ୍ତି ତା ହେଲେ ଆଗାମୀ ଦିନରେ ଏଭଳି ସଙ୍ଗଠନ ର ସହଯୋଗ ରେ ସଂଘ ଆନ୍ଦୋଳନ କୁ ତୀବ୍ର ରୁ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   04-Sep-2026
  ଜିଲ୍ଲା  
ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   03-Sep-2026
  ଜିଲ୍ଲା  
ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   03-Sep-2026
  ଜିଲ୍ଲା  
ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ   03-Sep-2026
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ   03-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   03-Sep-2026
  ଜିଲ୍ଲା  
*ବରପାଲି ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଚକ୍ଷୁ ଦାନ ସମ୍ପର୍କିତ ଆଲୋଚନା*   03-Sep-2026
  ରାଜନୀତି  
ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ହଡପ ଜମି ଫେରାଇବା ବ୍ୟବସ୍ଥା କରନ୍ତୁ ଉପ ମୁଖ୍ୟମନ୍ତ୍ରୀ -ନରସିଂହ   03-Sep-2026
  ଜିଲ୍ଲା  
ପମ୍ପ ଡ୍ରାଇଭର ଓ ଏସିଏମ ଙ୍କୁ ପ୍ରାପ୍ୟ ପ୍ରଦାନ ଦାବି   03-Sep-2026
  ଜିଲ୍ଲା  
ବରପାଲିରେ ବ୍ଳକ ସ୍ତରୀୟ ଯାଦବ ସମାଜର ସାର୍ବଜନୀନ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସଵ ପାଳନ ପାଇଁ କଲସ ଶୋଭା ଯାତ୍ରା   03-Sep-2026
  ଜିଲ୍ଲା  
ରାଜ୍ୟ ଯୋଗାଣ ନିଗମ ପ୍ରତିଷ୍ଠା ଦିବସ ପାଳିତ   03-Sep-2026
  ଜିଲ୍ଲା  
*ନୀଳଲତା ସାହୁ ଙ୍କ ସ୍ମୃତିଚାରଣ ସଭା*   03-Sep-2026

You Might Also Like