-+91-9937148622 |

prerana_bgr@rediffmail.com |

  Friday 24th April 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   (24-Apr-2026)       ||      ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   (24-Apr-2026)       ||      ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   (24-Apr-2026)       ||      *ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   (24-Apr-2026)       ||      ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   (24-Apr-2026)       ||      ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   (24-Apr-2026)       ||      ୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ    (24-Apr-2026)       ||      ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ    (24-Apr-2026)       ||      ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   (24-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   (23-Apr-2026)       ||      ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   (23-Apr-2026)       ||      ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା    (23-Apr-2026)       ||      ଓଡ଼ିଶା ରାଜ୍ୟ କୃଷକ ସଂଗଠନ ର ନୂତନ କର୍ମକର୍ତ୍ତା    (23-Apr-2026)       ||      ମହିଳା ସଂରକ୍ଷଣ ବିଲକୁ ବିରୋଧ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ ସହ ରାହୁଲ ଓ ନବୀନ ଙ୍କ କୁଶ ପୁତ୍ତଳିକା ଦାହ   (23-Apr-2026)       ||      ନୂଆପଡ଼ା ଜିଲ୍ଲା ର ପୋଲିସ ସୁରକ୍ଷା ବାହିନୀର ଅଂଶ ବିଶେଷ ଯାଦବ ଚନ୍ଦ୍ର ଜଗତଙ୍କ ଅବସର ଗ୍ରହଣ,   (23-Apr-2026)       ||      ରାଧାମୋହନ ଉଚ୍ଚ ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟିତ    (23-Apr-2026)       ||      ଭାରତ ମୁକ୍ତିମୋର୍ଚ୍ଚା, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓ ଓଡ଼ିଶା ଓବିସି, ଏସ ଟି, ଏସ ସି ସମନ୍ୱୟ ସମିତି ର ଭାରତ ବନ୍ଦ କୁ ବଲାଙ୍ଗୀରରେ ପୂର୍ଣ୍ଣ ସମର୍ଥନ    (23-Apr-2026)       ||      ସୀମାନ୍ତର ଦୁଃଖ ଶୁଣିବାକୁ କେହି ନଥିଲେ,କଥା ଦେଇ କଥା ରଖିଥିବାରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିମୁର୍ଲା ଗ୍ରାମବାସୀ    (23-Apr-2026)       ||      *ସାମ୍ବାଦିକ ଏବଂ ଆଇନଜୀବୀ ଙ୍କ ସମାଜ ସେବା*   (23-Apr-2026)       ||      ଅନାସ୍ଥାରେ ପଦ ହରାଇଲେ ଅରଙ୍ଗାବାଦ ସରପଞ୍ଚ   (23-Apr-2026)       ||     

HOME   ଜିଲ୍ଲା

୫ ଜଣ ଦାଦନ ଶ୍ରମିକ ଉଦ୍ଧାର, ଜଣେ ଗିରଫ

16-Oct-2023



ପାଟଣାଗଡ଼(ପୁର୍ଣ୍ଣ ଶଶୀ ଶେଖର ରାଓ):  ବଲାଙ୍ଗିର ଜିଲ୍ଲା ରେ ଏବେ ଦାଦନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ବେଆଇନ ଦାଦନ ଚାଲାଣ ଆରମ୍ଭ କଲେଣି। କିନ୍ତୁ ଗତକିଛି ଦିନ ତଳେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶନାରେ ଲାଠୋର ଠାରେ ବେଆଇନ ଦାଦନ ଚାଲାଣ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିବାରୁ ତାର ପ୍ରଭାବରେ ଲାଠୋର, ବେଲପଡା, କଣ୍ଟାବାଞ୍ଜି ପୋଲିସ ଦାଦନ ଶ୍ରମିକ ଉଦ୍ଧାର କରି କୋର୍ଟ ଚାଲାଣ କରିଛନ୍ତି। କିନ୍ତୁ ସବୁବେଳେ ଚର୍ଚ୍ଚା ରେ ଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ତାଙ୍କ ଦାଦନ ଉଦ୍ଧାର ମିଶନ ଜାରି କରି ଦୁଇ ଥର ଦାଦନ ଉଦ୍ଧାର କରିସାରିଲେଣି। ସୂଚନା ଅନୁସାରେ ଶନିବାର ଦିନ ସନ୍ଧ୍ୟାରେ ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅନ୍ତର୍ଗତ ଜୁନାନୀବାହାଲ ଗାଁ ର ଦଲାଲ୍ ପଙ୍କଜ ଧରୁଆ (୨୩) ପିତା, ଦିବାକର ଧରୁଆ ଖପ୍ରାଖୋଲ ଥାନା ବାଞ୍ଜିପାଲି ଗାଁ ର ୫ ଜଣ ଦାଦନ ଶ୍ରମିକ ଙ୍କୁ ବାଇକ୍ ରେ ଆଣି ବେଙ୍ଗାଳୁରୁ ଚିକ୍କା ତିରୁପତି ପଠାଇବା ର ଯୋଜନା କରୁଥିବା ବେଳେ ଖପ୍ରାଖୋଲ ପୋଲିସ ମାଡ଼ି ବସିଥିଲେ। ଦାଦନ ଶ୍ରମିକ ଙ୍କୁ ଘର କୁ ପଠାଇ ଦେଇ ଦୁଇ ବାଇକ୍ ଜବତ କରି ଖପ୍ରାଖୋଲ ଥାନା କେଶ୍ ନମ୍ବର ୧୯୩ ତା.୧୪.୧୦.୨୩ ୟୁ, ଏସ୍ ୩୭୪,୩୭୦,୪୨୦ ଆଇ ପି ସି ଧାରା ଅନୁସାରେ ଆସାମୀ କୁ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି। ଖପ୍ରାଖୋଲ ଥାନା ଅଧିକାରୀ ସାହୁ ଙ୍କ ଯୋଗଦାନ ପରେ ଅନେକ ଗୁଡ଼ିଏ ବେଆଇନ କାରବାର ରୋକ୍ ଲାଗିଥିବା ବେଳେ ବେଆଇନ ଦାଦନ ଚାଲାଣ ମଧ୍ୟ ରୋକ୍ ଲଗାଇ ସେ ବିଭିନ୍ନ ମହଳରୁ ପ୍ରଶଂସା ପାଉଛନ୍ତି। କିନ୍ତୁ ସ୍ଥାନୀୟ ଖପ୍ରାଖୋଲ ଗାଁ ର ଦାଦନ ସର୍ଦ୍ଦାର କ'ଣ ଏତେ ସଚ୍ଚୋଟ ରେ ଦାଦନ ଚାଲାଣ କରୁଛନ୍ତି ଯେ ଥାନା ଅଧିକାରୀ ସାହୁ ବାବୁ ଙ୍କ ହାବୁଡ଼ରେ ପଡୁନାହିଁ ବୋଲି ଜନସାଧାରଣରେ  ପ୍ରଶ୍ନ ଉଠୁଛି। ସେଥିପାଇଁ ଖପ୍ରାଖୋଲ ଥାନା ଅଧିକାରୀ ମହୋଦୟ ଆପଣଙ୍କ ଦୃଷ୍ଟି ଟିକିଏ ସ୍ଥାନୀୟ ଦଲାଲ୍ ଉପରେ ଦିଅନ୍ତୁ ବୋଲି ବିଭିନ୍ନ ମହଳରୁ ଦାବି ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା   24-Apr-2026
  ରାଜ୍ୟ  
ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରାଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ ବନ୍ଦ ରହିବ   24-Apr-2026
  ଜିଲ୍ଲା  
ଜାତୀୟ ପଞ୍ଚାୟତ ରାଜ ଦିବସ ରେ ସ୍ୱତଃ ମନେ ପଡନ୍ତି ସୁବର୍ଣ୍ଣପୁର ଜିଲ୍ଲା ର ଆଦର୍ଶ ସରପଞ୍ଚ ସ୍ଵର୍ଗତ ଘାସିରାମ ତ୍ରିପାଠି*-   24-Apr-2026
  ଜିଲ୍ଲା  
*ଉଲୁଣ୍ଡା ବ୍ଲକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଏକ ଟିମ ର ଚଢ଼ାଉ ଓ ଜରିମାନା ଆଦାୟ*-   24-Apr-2026
  ରାଜ୍ୟ  
ବହୁରୂପୀ ହନିଟ୍ରାପ୍ ଠକର ହରଡଘଣାରେ ସର୍ବସ୍ବାନ୍ତ  ! ଅଧ୍ୟାପକରୁ ବାଣିଜ୍ଯକର କମିଶନର ଓ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର୍ ♦️  ଭଷ୍ମାରେ ଚାକିରୀ କରାଇଦେବାକୁ ମହିଳାଙ୍କ ଠାରୁ ୧୫ ଲକ୍ଷ ଠକେଇ   24-Apr-2026
  ଜିଲ୍ଲା  
ଅସହ୍ୟ ତାତି ଜନଜୀବନ ଅସ୍ତବ୍ୟସ୍ତ   24-Apr-2026
  ଜିଲ୍ଲା  
୭୬୧ ଟି କଇଁଛ ସହ ଜଣେ କଇଁଛ ଚୋରା ଚାଲାଣ କାରୀ ଗିରଫ   24-Apr-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଳା ଓକିଲ ସଂଘ ପାଳନ କରିବ ଲୟର୍ସ ଡେ   24-Apr-2026
  ଜିଲ୍ଲା  
ଅଧ୍ୟାପକଙ୍କୁ ସମ୍ବର୍ଦ୍ଧନା   24-Apr-2026
  ରାଜନୀତି  
ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ନେଇ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ର ପ୍ରେସ ମିଟ୍   23-Apr-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଭିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା   23-Apr-2026
  ଜିଲ୍ଲା  
ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ନେଇ ଆନ୍ଦୋଳନକୁ ଓହ୍ଲାଇ ଲେ ମହିଳା   23-Apr-2026

You Might Also Like