-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଜଗତ ଜନନୀ ମାଁ ଦୂର୍ଗାଙ୍କ ଆଗମନରେ ବିନିକା ଉତ୍ସବ ମୁଖର

16-Oct-2023



ବିନିକା(ହିମାଂଶୁ ଶେଖର ପୁଟେଲ) ଯା ଦେବୀ ସର୍ବଭୂତେଷୁ.....  ଶକ୍ତି ସ୍ୱରପୁନି,ଜଗତଜନନୀ,ଦୁର୍ଗତନାଶିନୀ ମାଁ ଦୂର୍ଗା ଦେବୀ କିଛିଦିନ ପାଇଁ ଧରାପୃଷ୍ଠରେ ଅବତରଣ କରିଛନ୍ତି ।ମହାମାୟାଙ୍କ ଦର୍ଶନ ପାଇଁ ଆକୁଳ ଶ୍ରଦ୍ଧାଳୁ ଭକ୍ତ ଚାହିଁ ରହିଥିବା ବେଳେ ମାଁ ଙ୍କ ଆଗମନରେ ସାରା ବିନିକା ସହର ସମେତ ବ୍ଲକ ଅଞ୍ଚଳର ମହାଦେବପାଲି,ସିଲାଟି ଗ୍ରାମ ଉତ୍ସବ ମୁଖର ହୋଇଉଠିଛି ।ମିଳିଥିବା ସୂଚନା ଅନୁସାରେ ସର୍ବ ପୁରାତନ ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ପୂଜା ଏଥର ୫୩ବର୍ଷରେ ପଦାର୍ପଣ କରିଛି ।ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୂଜା ବେଶ ଜାକଜମକରେ ପାଳନ କରାଯାଉଛି ।ମଣ୍ଡପକୁ ରଙ୍ଗ ବେରଙ୍ଗର ଆଲୋକ ମାଲାରେ ସଜ୍ଜିତ କରାଯାଇଥିବା ବେଳେ ଆକର୍ଷଣୀୟ ତୋରଣ ନିର୍ମାଣ ସମସ୍ତଙ୍କୁ ଆକର୍ଷିତ କରିଛି ।ଗତକାଲି ସନ୍ଧ୍ୟାରେ ମାଁ ଙ୍କ ଆବାହନ ପାଇଁ କମିଟି ପକ୍ଷରୁ ତରଫରୁ କଳସ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।ଏଥିରେ ଶତାଧିକ ମହିଳା ହାତରେ କଲାହୁଧରି ଘଣ୍ଟ,ଶଙ୍ଖ,ହୁଳହୁଳି ଧ୍ବନିରେ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଚିରସ୍ରୋତା ମହାନଦୀ ଠାରୁ ପୁଣ୍ୟ ଜଳ ସଂଗ୍ରହ କରି ମଣ୍ଡପରେ ସ୍ଥାପନ କରିଥିଲେ । ୧୦ଦିନ ଧରି ଅନୁଷ୍ଟିତ ଏହି ପୂଜାର ବିଭିନ୍ନ ଦିବସରେ ମାଁ ଦୂର୍ଗାଙ୍କ ଶୈଳପୁତ୍ରୀ ପୂଜା,ବ୍ରହ୍ମଚାରୀଣୀ,ଚନ୍ଦ୍ର ଘଣ୍ଟା, କୁଷ୍ମାଣ୍,ସ୍କନ୍ଦମାତା, କାତ୍ୟାୟନୀ, କାଲରାତ୍ରୀ,ମହାଗୌରୀ, ସିଦ୍ଧିଦାତ୍ରି,ଅପରାଜିତା ଆଦି ପୂଜା ଅନୁଷ୍ଟିତ ହେବ।ସେହିପରି ପୀଠରେ ମାଁ ଙ୍କ କର୍ତ୍ତା ଭାବରେ  ବିଭିନ୍ନ ଦିବସରେ ଭୀମସେନ ନାଏକ ଓ ଧୀରା ନାଏକ, ଦୁଃଖୀରାମ ନାଏକ ଓ ବିଜୟଲକ୍ଷ୍ମୀ ନାଏକ,ଚନ୍ଦ୍ର ଶେଖର ପାଣ୍ଡେ ଓ ଦୁହିତା ପାଣ୍ଡେ,ଅନନ୍ତ ଅଗ୍ରୱାଲ ଓ ସ୍ମୁତି ଅଗ୍ରୱାଲ,ସନ୍ତୋଷ ପଣ୍ଡା ଓ ଗୀତାଞ୍ଜଳି ତ୍ରିପାଠୀ,ଘାସିରାମ ପଣ୍ଡା ଓ ଅଲିମା ପଣ୍ଡା,ଭାଗବତ ପଣ୍ଡା ଓ ନମିତା ପଣ୍ଡା,ଗରିବ ସାଲମା ଓ ରେଖା ପ୍ରଧାନ,ଘନଶ୍ୟାମ ମେହେର ଓ ସୁଜାତା ମେହେର,ପ୍ରକାଶ ଅଗ୍ରୱାଲ ଓ ନୀତୁ ଅଗ୍ରୱାଲ ଦାୟିତ୍ଵ ନିର୍ବାହ କରୁଛନ୍ତି ।ଦୀର୍ଘ ବର୍ଷ ଧରି ସମସ୍ତଙ୍କ ସହଯୋଗ କ୍ରମେ ମାଁ ଦୁର୍ଗାଙ୍କ ପୂଜା ବେଶ ଶାନ୍ତି ଶୃଙ୍ଖଳା ସହିତ ପାଳିତ ହୋଇ ଆସୁଛି ।ଚଳିତ ବର୍ଷ ପୂଜାକୁ ଆଡମ୍ବର କରିବା ପାଇଁ କମିଟି କର୍ମକର୍ତ୍ତା ନିଜ ନିଜ ଦାୟିତ୍ଵ ତୁଲାଉଛନ୍ତି ।ଏହି ଅବସରରେ ମାଁ ଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ସମ୍ଭାବନା ଥିବାରୁ ସେମାନେ ଯେପରି ଠିକ ଭାବରେ ଦର୍ଶନ କରି ପ୍ରସାଦ ପାଇବେ ସେଥିପ୍ରତି କମିଟି ପକ୍ଷରୁ ବ୍ୟବସ୍ଥା ହୋଇଛି ।ଆଗାମୀ ଦିନରେ ମାଁ ଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା କରାଯିବାର କାର୍ଯ୍ୟକ୍ରମ ରହିଥିବାରୁ ଅଞ୍ଚଳବାସୀ ସହଯୋଗ କରିବା ପାଇଁ ପୂଜା କମିଟି ସଭାପତି ସନ୍ତୋଷ କୁମାର ପଣ୍ଡା ନିବେଦନ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like