-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
15-Oct-2023
କର୍ଲାମୁଣ୍ଡା:(ପ୍ରଦୀପ କୁମାର ସାହୁ)
କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ସଦର ର ବ୍ୟବସାୟୀ ନିତ୍ୟାନନ୍ଦ ମହାପାତ୍ର ଙ୍କ ବାସଭବନରେ ବ୍ରହ୍ମ କମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।ତେବେ ଏହି ଫୁଲ ପାଇଁ ଦୁଇ ବର୍ଷ ଧରି ଚେଷ୍ଟା କରି ଆସୁଥିବା ବେଳେ ଶନିବାର ରାତିରେ ଫୁଲ ଟି ଫୁଟିଥିବା ଦେଖିବାକୁ ପାଇଥିଲେ। ମହାପାତ୍ର ଙ୍କ ପରିବାର ରବିବାର ସକାଳେ କର୍ଲାମୁଣ୍ଡା( ବସ୍ତି) ରେ ଥିବା ଜଗନ୍ନାଥ ମନ୍ଦିର କୁ ଯାଇ ଜଗନ୍ନାଥ ଙ୍କୁ ପୂଜାର୍ଚ୍ଚନା କରି ବ୍ରହ୍ମ କମଳ ଫୁଲ କୁ ପ୍ରଭୁ ଜଗନ୍ନାଥଙ୍କୁ ସମର୍ପଣ କରିଥିଲେ।