-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||     

HOME   ଜିଲ୍ଲା

ପ୍ରସିଦ୍ଧ ସିନ୍ଧେକେଲା ଦଶହରା ଯାତ୍ରା, ଡେଙ୍ଗସର୍ଗି ଯାତ୍ରା ପାଇଁ ଦେବୀ ଯିବେ ୯ କିମି ରାସ୍ତା ଚାଲି ଚାଲି , ଚାଳିଛି ରାସ୍ତାକାମ, ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବୀ

14-Oct-2023



ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଇଷ୍ଟଦେବୀ ମାଁ ଦ୍ବାରସେହ୍ନୀଙ୍କ ପ୍ରସିଦ୍ଧ ଦଶହରା ଯାତ୍ରା ର ନବମ ଦିନରେ ଡେଙ୍ଗସର୍ଗି ଯାତ୍ରା ଅନୁଷ୍ଠିତ ହେବ। ଡେଙ୍ଗସର୍ଗି ବା କନିଆ ଅନା ଯାତ୍ରା ପାଇଁ ସିନ୍ଧେକେଲା ଝାପିତଳ ମନ୍ଦିର ରୁ ବୁଢାରଜା କାଳିସୀ ଦେହରେ ପ୍ରବେଶ କରି ଇଚଗାଁ ଦ୍ବାରସେହ୍ନୀ ମନ୍ଦିର ପର୍ଯ୍ୟନ୍ତ ୯ କି:ମି ପାଦରେ ଚାଳି ଚାଳି ଯାଇ ସେଠାରେ ବିବାହ ସମ୍ପନ୍ନ ହେବାପରେ କାଳିସୀ ଦେହରେ ମାଁ ଦ୍ବାରସେହ୍ନୀ ପ୍ରବେଶ କରି ସିନ୍ଧେକେଲା ପ୍ରତ୍ୟାବର୍ତ୍ତନ କରିବାର ପରମ୍ପରା ରହିଛି। ତେବେ କିଛିମାସ ହେବ ଟିଟିଲାଗଡ - ସିନ୍ଧେକେଲା ରାସ୍ତା କାମ ଚାଳିଛି ଓ ସେଥିପାଇଁ କାମ ପାଇଥିବା ଠିକାଦାର କୋଉଠି ପୋଲ ନିର୍ମାଣ ପାଇଁ ରାସ୍ତା ଖୋଲିଛନ୍ତି ତ କୋଉଠି ବାଳି ଗେଟି ପକାଇ ଫିଳିଙ୍ଗ କରୁଛନ୍ତି ଏପରି ସ୍ଥିତିରେ ଏହି ବିବାହ ଯାତ୍ରାରେ ସାମିଲ ହେବାପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ବହୁ ଲୋକଙ୍କ ଜନସମାଗମ ହେବ ଏଥିରେ ସ୍ଥାନୀୟ ଜନ ପ୍ରତିନିଧି, ବିଧାୟକ, ମନ୍ତ୍ରୀଙ୍କ ଆଗମନ ବି ହୋଇଥାଏ। ଏଭଲି ସ୍ଥିତିରେ ବିଭାଗ ସଜାଗ ହେବା ପରିବର୍ତ୍ତେ ଖବରଲେଖା ଯିବା ପର୍ଯ୍ୟନ୍ତ ରାସ୍ତାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାର କାମ ଚାଳିଛି ଓ ସେଥିପାଇଁ ମାଲ ମେଟେରିଆଲ ବି ରାସ୍ତାରେ ପଡିଛି। ଏହା ଦେଖି ଅଞ୍ଚଳର ଲୋକେ ଏବେ ଚିନ୍ତାରେ। କାହିଁକି ନା ୯ କି:ମି ପାଦରେ ଚାଳିଯାଇ ପୁଣି ଫେରିବା ସମୟରେ ରାସ୍ତା କାମରେ ବ୍ୟବହାର ହେଉଥିବା ଗେଟି ଓ ଚିପ୍ସ ଆଦି ପାଦରେ ମାଡି ହେଲେ ଅସହ୍ଯ ଦରଜ ହେବାସହ ପାଦରେ ଫୋଟକା ପଡିଯିବା ସହ ରକ୍ତ ବି ବାହାରିବା ସମ୍ଭାବନା କୁ ଏଡାଇ ଦିଆଯାଇ ନ ପାରେ। ଏହି ସମୟରେ ଶତାଧିକ ବାଇକ ଓ କାର, ହାଇୱା, ଟ୍ରାକ୍ଟର, ବସ ଗାଡି ମଧ୍ଯ ଆତଯାତ କରିଥାନ୍ତି ସେ ସମୟରେ ଛୋଟମୋଟ ଦୁର୍ଘଟଣା କୁ ବି ଏଡାଇ ଦିଆଯାଇ ନ ପାରେ ତେଣୁ ବିଭାଗିୟ ଅଧିକାରୀ ଓ ପ୍ରଶାସନିକ କଳ ଏ ଉପରେ ଶିଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁ ବୋଳି ଅଞ୍ଚଳବାସୀ ଦାବୀ କରିଛନ୍ତି। ତେବେ ଏ ନେଇ  ପିଡବ୍ଲୁଡି ଏସଡିଓ ଡୋଳେଶ୍ବର ମାଝୀଙ୍କୁ ସମସ୍ୟା ବିଷୟରେ ଅବଗତ କରିବାରୁ ସେ ଡଷ୍ଟ ଗୁଣ୍ଡ ଓ ପାଣିଦେଇ ରାସ୍ତାକୁ ଲେବଲିଂ କରିଦେବୁ ବୋଳି କହିଛନ୍ତି।

(ସିନ୍ଧେକେଲା ରୁ ଅନୀଲ କୁମାର ତ୍ରିପାଠୀ ଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026

You Might Also Like