-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||     

HOME   ଜିଲ୍ଲା

ସରକାରୀ ଜମିରେ ଥିବା ବେଆଇନ ଘରକୁ ପ୍ରଶାସନ ଭାଙ୍ଗିଲା,ଗଣ୍ଡଗୋଳ ଆଶଙ୍କାରେ ୧ ପ୍ଲାଟୁନ ପୋଲିସ୍ ଫୋର୍ସ ମ୍ରୁତୟନ

11-Oct-2023



ନାକଟିଦେଉଳ(କନ୍ଦର୍ପ ବେହେରା ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ପାଇକମାଳ ଗ୍ରାମ ନିକଟରେ ଥିବା କେନ୍ଦୁଛକ ଠାରୁ ସରକାରୀ ଜମିରେ ଘର କରି ରହୁଥିବା ଲୋକମାନଙ୍କର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ ା ଆଜି ପୂର୍ବାହ୍ନରେ ପ୍ରଶାସନ ନାକଟିଦେଉଳ ତହସିଲ୍ ଦାର୍ ଙ୍କୁ ମାଜିଷ୍ଟେଟ୍ ଦାୟିତ୍ବରେ ଵିବାଦୀୟ ଜାଗାକୁ ପଠାଇଥିଲେ ା ପ୍ରଶାସନର ନିର୍ଦ୍ଦେଶକ୍ରମେ ସରକାରୀ ଜାଗାରେ ଘର କରି ରହୁଥିବା ବ୍ୟକ୍ତିମାନଙ୍କର ଘରକୁ ଜେସିବି ଲଗାଇଭାଙ୍ଗି ଦିଆଯାଇଛି ା ଘର କରି ରହୁଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରିଥିଲେ ା ଏପରିକି ଘର ଭାଙ୍ଗିବାକୁ ଜେସିବି ଯିବା ସମୟରେ ସଂପ୍ରୁକ୍ତ ବ୍ୟକ୍ତି ବିଶେଷ ବାଧା ଦେଉଥିଲେ ା ପୋଲିସ୍ ବିଭାଗ ଏହାର ପ୍ରତିରୋଧ ମଧ୍ୟ କରିଥିଲେ ା ଗଣ୍ଡଗୋଳ ଯେମିତି ନ ହେବ ସେଥିପାଇଁ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମ୍ରୁତୟନ କରାଯାଇଥିଲା ା ଘର କରି ରହିଥିବା ବ୍ୟକ୍ତିମାନଙ୍କର ପାଇକମାଳ ଏଵଂ ତଣ୍ଡାବିରା ଗ୍ରାମରେ ନିଜସ୍ବ ଘର ମଧ୍ୟ ରହିଛି ା ଏହି ସରକାରୀ ଜମିକୁ ଜବର ଦଖଲ କରି ପଟ୍ଟା କରି ନେବାକୁ ଚକ୍ରାନ୍ତ କରୁଥିଲେ ା ତହସିଲ୍ ବିଭାଗର ଅସାଧୁ କର୍ମଚାରୀମାନଙ୍କ ପାଇଁହିଁ ଏହି ବିବାଦିୟ ସ୍ଥାନକୁ ସେମାନେ ଅନାୟାସରେ ପ୍ରବେଶ କରିଥିଲେ ା ପୂର୍ବରୁ ସେଇ ଘର ଛାଡି ନିଜର ଜିନିଷପତ୍ର ଧରି ବାହାରିଯିବାକୁ ମଧ୍ୟ ନୋଟିସ୍ ଦିଆଯାଇଥିଲା ା ପୂର୍ବରୁ ନାକଟିଦେଉଳର ପୂର୍ବତନ ତହସିଲଦାର୍ ସୁକାନ୍ତ ନାଏକ ମଧ୍ୟ ସେଇ ଘରର କିଛି ଅଂଶ ଭାଙ୍ଗି ଦେଇଥିଲେ ା ଯା ଫଳରେ କିଛି ଆଦିବାସୀ ଡଇଁଚା ଗ୍ରାମରେ ପୂର୍ବତନ ତହସିଲ୍ ଦାର ଙ୍କୁ ଆର୍ ଆଇ ଅଫିସ୍ ସାମ୍ନାରେ ଘେରାଉ କରିବା ସହ ୩ କିମି ରାସ୍ତା ତଲାଇ ଚଲାଇ ନେଇ ଥିଲେ ା ଏପରିକି ନାକଟିଦେଉଳ ତହସିଲ୍ ଅଫିସ୍ ମଧ୍ୟ ଘେରାଉ କରି ଥିଲେ ଆଦିବାସୀମାନେ ା ଏହି ଉଚ୍ଛେଦ ସମୟରେ ରେଢାଖୋଲ ଥାନା, ଚାରମାଳ ଥାନା, ନାକଟିଦେଉଳ ଥାନା ଏଵଂ କିସିଣ୍ଡା ଥାନାର ଥାନାଅଧିକାରୀ ସମେତ ସମ୍ବଲପୁରରୁ ପୋଲିସ୍ ଫୋର୍ସ ଉପସ୍ଥିତ ଥିଲେ ା ଫଟୋ ଯାଇଚ


News Comment




Photo in News

Advertisment
Lastest News
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026

You Might Also Like