-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
10-Oct-2023
ବଲାଙ୍ଗିର(ସନ୍ତୋଷ କୁମାର ଠାକୁର ): ଆଜି ଜିଲ୍ଲାପାଳଙ୍କ ଲାଠୋର ଗ୍ରସ୍ତ ରେ ପିଲାଙ୍କୁ ଶିକ୍ଷାଦାନ କରିବାର ଦେଖିବାକୁ ମିଳିଥିଲା । ଲାଠୋର କଲେଜରେ ଦ୍ଵାଦଶର ବାଣିଜ୍ୟ ପିଲାଙ୍କୁ ପାଠ ପଚାରି ବୁଝିଥିଲେ । ପାଠ ପଢେଇବା ସହ ଭବିଷ୍ୟତରେ ଭଲ ମଣିଷ ହେବାକୁ କହିଥିଲେ । ପିଲାମାନେ ଜିଲ୍ଲାପାଳଙ୍କୁ ପାଖରେ ପାଇ ଖୁସି ହେଇଥିଲେ । ଏହା ପରେ ଜିଲ୍ଲାପାଳ ଶ୍ରୀ ଚଞ୍ଚଲ ରାଣା ଖପ୍ରାଖୋଲ ଆମ ହସ୍ପିଟାଲ କାର୍ଯ୍ୟ ର ସମୀକ୍ଷା କରିଥିଲେ । ତାଙ୍କର ଏହି ଗ୍ରସ୍ତ ରେ ପାଟଣାଗଡ ଉପଜିଲ୍ଲାପାଳ ଶ୍ରୀ ବିଜୟାନନ୍ଦ ସେଠୀ, ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।