-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
08-Oct-2023
( ପ୍ରେରଣା ଖବର )
ବଲାଙ୍ଗୀର ଅମ୍ଲାଭଵନ ଠାରେସ୍ଵର୍ଗତ ଶ୍ରୀ କପିଳ କୁମ୍ଭାର ଙ୍କ ସ୍ମୁତି ସଭା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବିଜୟାନନ୍ଦ ଚିନୀକଲ , ଚାଷୀ ଓ ନିଶାନିବାରଣ ଆଲୋଚନା ହୋଇଥିଲା ।ସ୍ଵର୍ଗତ ଶ୍ରୀ କପିଳ କୁମ୍ଭାର ଅନେକ ସଂଘଠନ ରେ ଯୋଡି ହୋଇଥିଲେ ।ଲୋକଙ୍କ ସମସ୍ୟା ପାଇଁ ସେ ବିଜୟାନନ୍ଦ ଚିନିକଲ ଧାରଣା ଦେଇ ଥିଲେ ଓ ନିଶାନିବାରଣ ପାଇଁ ଲୋକଙ୍କୁ ନିଶା ମୁକ୍ତ ପାଇଁ ଆହ୍ବାନ ଦେଇଥିଲେ ,ଭୂମିହୀନ ଲୋକ ମାନଙ୍କ ପାଇଁ ସଂଘର୍ଷ କରୁଥିଲେ ଚାଷୀ,ଗରିବ ଲୋକ ଙ୍କ ସମସ୍ୟା ରେ ଯୋଗଦାନ କରୁଥିଲେ ।ଏହି ସଭା ଆୟୋଜକ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ପଶ୍ଚିମ ଓଡ଼ିଶା ସେବା ସଂଘ ଓ ଦଳିତ ପଛୁଆବର୍ଗ ସମନ୍ଵୟ୍ ସମିତି ଓ ସହଯୋଗରେ ଅନୁଷ୍ଠିତ ହୋଇଥିଲା ସଭାରେ ମିଳିତ ନିଶାନିବାରଣ ଅଭିଯାନ ସଭାପତି ପୂର୍ଣଚନ୍ଦ୍ର ବିଶ୍ଵାଳ ଓ ପଶ୍ଚିମ ଓଡ଼ିଶା ସେବା ସଂଘ ରାଜେଶ ବଗର୍ତ୍ତୀ ସୂଚନା କର୍ମୀ ନୀଳମଣି ଜୋଶୀ ବିଜେପି ନେତା ହିତେଶ କୁମାର ସାହୁ ପିବିଆଇ ରାଜ୍ୟ କର୍ଯ୍ୟ କାରିଣୀ ସଭାପତି ଜଗନ୍ନାଥ ମହାରଣା ଆଦିବାସୀ ଅଧିକାର ମହାସଂଘ ସଭାପତି ବୀଜୟ ଦଳପତି , କାନ୍ତିଲାଳ ସୁଗୃ , ରଶ୍ମୀତା ମହାନ୍ତି , ଓ ସରୋଜ ମହାଶ୍ଵାଇ , ସୁବନି ସାହୁ , ଟିକିଲାଳ ବାଗ , ଓ ଜୟ କିଶାନ ଆନ୍ଦୋଳନ ଜିଲ୍ଲା ଆଭାକ ସତ୍ୟ ବନଛୋର ଓ ଆଦି ବସି ନେତା କେଦାର ମାଝୀ , ସହଯୋଗ କାରୀ ଥିଲେ |