-+91-9937148622 |
prerana_bgr@rediffmail.com |
Wednesday 7th October 2026 |
R.N.I. Regd No. ODIODI/2010/46693
Breaking News
12-Sep-2023
ନୂଆଁପଡ଼ା(ବିଶି ଚନ୍ଦନ ମାଝୀ ): ଜେଲ୍ ରୁବରଗଡ଼ ସବ୍ ଜେଲରୁ ବାହାରଲେ ଦୁଇ କୋଶଲ ସଂଗ୍ରାମୀ ରମଣୀ ଦନ୍ତା ଆର୍ ସୋମ୍ୟ ଦାଶ୍ ...ଟିକେଟ୍ ଅପେରା କେ ବିରୋଧ କରବାର ଘଟଣା କେ କେନ୍ଦ୍ର କରି ତାଙ୍କର ନାଁ ରେ ମିଛ କେସ୍ କରିଥିଲା ଭେଡେନ ପୋଲିସ ..ଆର୍ ଜେଲ୍ କେ ପଠେଇ ଦେଇଥିବାର୍ ଅଭିଯୋଗ କରି କୋଶଲ ସେନା ଆନ୍ଦୋଳନ କରିଥିଲା । ମିଛ କେସ୍ ସଂଗ୍ରାମୀ ମାନଙ୍କର୍ ନାଁ ରେ ଉଠେଇକରି ଜଲଦି ଛାଡିଦେବାର୍ କେ ଦାବି କରିଥିଲା କୋଶଲ ସେନା ଆର୍ ଅଲଗା ସଙ୍ଗଠନ ମାନେ ..ନାଇଁ ହେଲେ ବରଗଡ଼ ବନ୍ଦ ସାଙ୍ଗେ ପଶ୍ଚିମ ଓଡିଶା ବନ୍ଦ ଡାକରା ଦିଆଯିବା ବୋଲି କୋଶଲ ସେନା ପୋଲିସ ପ୍ରଶାସନ କେ ଚେତାବନୀ ଦେଇଥିଲା ।ଆର୍ ଆଏଜ କା ଦୁହି କୋଶଲ ସଂଗ୍ରାମୀ ଜେଲ୍ ରୁ ବାହାରିଛନ୍ ।ତାହାକୁ ଆଏଜ କାଁ କୋଶଲ ସେନା ଆର୍ ଭିନ୍ ଭିନ୍ ସଂଗଠନ ଆଡୁ ଫୁଲମାଳା ଦେଇକରି ସ୍ୱାଗତ କରାଯାଇଥିଲା । ଜୟ କୋଶଲ ନାରା ରେ ଗର୍ଜି ଉଠିଲା ବରଗଡ଼ ସବ୍ ଜେଲ୍ ...