-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ପରିବେଶ ସୁରକ୍ଷା , ଜୀବନ ରକ୍ଷା ର ବାର୍ତ୍ତା ନେଇ ବଲାଙ୍ଗିର ଜିଲ୍ଲାର ସ୍ଵେଚ୍ଛାସେବୀ ସଂଗଠନ ସମ୍ପୂର୍ଣ୍ଣା ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି l କେବଳ ମହିଳା ମାନଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନ ତରଫରୁ ଗତକାଲି ବୃକ୍ଷରୋପଣ କାର୍ଯ୍ୟକ୍ରମ ପାର୍ବତୀଗିରୀ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି l ଏହି । ଅନୁଷ୍ଠାନର ସଭାନେତ୍ରୀ ସନ୍ତୋଷୀ ମେହେର, ସଂମ୍ପାଦିକା ରଶ୍ମି ପାତ୍ର, କୋଷାଧ୍ୟକ୍ଷ ସଞ୍ଜଳୀ ଶତପଥୀ ଏବଂ ପୁଷ୍ପାଞ୍ଜଳି ମେହେର ଓ ଅନ୍ୟ ସଭ୍ୟା ମାନେ ବୃକ୍ଷରୋପଣ କରିଥିଲେ l