-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
01-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ନାରୀ ଶକ୍ତି ସଂଗଠନ ର କିଛି ସଦସ୍ୟା ପଥରଚେପା ଠାରେ ସ୍ଥିତ ଆଦୃତ ଶିଶୁ ଆଶ୍ରମରେ ରକ୍ଷାବନ୍ଧନ ଉତ୍ସବ ପାଳନ କରିଥିଲେ l ସେଠାରେ ଶିଶୁ ମାନଙ୍କ ସହ କିଛି ସମୟ ଅତିବାହିତ କରି ସେମାଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ l ଏହି ପରି ଆଗାମୀ ସମୟ ରେ ମଧ୍ୟ ଶିଶୁ ମାନଙ୍କୁ ଆଗ୍ରହ ର ସହ ଯେ କୌଣସି ଉତ୍ସବ ପାଳନ କରିବାକୁ ଚେଷ୍ଟା ଜାରି ରହିବ ବୋଲି ନାରୀ ଶକ୍ତି ସଂଗଠନ ପକ୍ଷରୁ କୁହାଯାଇଛି l