-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଜିଲ୍ଲା

ନିମ୍ନ ମାନର କାମ କରି A କ୍ଲାସ କଣ୍ଟ୍ରାକ୍ଟର ଗିରଫ

29-Aug-2023



ସୁବର୍ଣ୍ଣପୁର:-( ମନୋରଞ୍ଜନ ତ୍ରିପାଠୀ )
 ସୁବର୍ଣ୍ଣପୁର ଜିଲ୍ଲାର ୪ ଟି ସ୍ଥାନରେ ଅନୁସୂଚିତ ଜାତି ଓ ଜନଜାତି ଙ୍କ ନିମନ୍ତେ ପ୍ରତ୍ୟେକ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ନିର୍ମାଣରେ ବ୍ୟାପକ ଅନିୟମିତତା କରି ସରକାରୀ ଟଙ୍କା ହଡପ ଅଭିଯୋଗ ରେ ଭିଜିଲାନ୍ସ ବିଭାଗ A କ୍ଲାସ ଠିକାଦାର ବିଜୟ ଅଗ୍ରୱାଲ ଏବଂ ତାଙ୍କର ପାୱାର ଅଫ ଆଟର୍ଣ୍ଣ ହୋଲ୍ଡର ଦୀପକ ଅଗ୍ରୱାଲ ଙ୍କୁ ସୋମବାର ଗିରଫ କରିଛି।
ମିଳିଥିବା ସୂଚନା ଅନୁସାରେ ସ୍ଵତନ୍ତ୍ର ଆରଏଲଟିପି ଯୋଜନାରେ କେବିକେ ଜିଲ୍ଲା ପାଇଁ ୨୦୧୭-୧୮ ରେ ଜିଲ୍ଲା ର ସୋନପୁର ବ୍ଲକ ମୁକୁନ୍ଦ ପୁର ଆଶ୍ରମ ସ୍କୁଲ୍, ଅସୁର ମୁଣ୍ଡା ଆଶ୍ରମ ସ୍କୁଲ୍, ତରଭା ବ୍ଲକ ବଡଭାଇଁରୋ ଆଶ୍ରମ ସ୍କୁଲ୍ ଓ ବୀରମହାରାଜପୁର ବ୍ଲକ କୁଞ୍ଜପାଲି ଆଶ୍ରମ ସ୍କୁଲ୍ ନିର୍ମାଣ ପାଇଁ  ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଭୁବନେଶ୍ୱର ଆଇଆରସି ଭିଲେଜ ପ୍ଲଟ ନମ୍ବର ୧/୨୦୭ ରେ ଥିବା ଏମ/ଏସ - ହିନ୍ଦୁସ୍ଥାନ ଷ୍ଟିଲୱର୍କ୍ କନଷ୍ଟକସନ ଲିମିଟେଡ ( ଏଚଏସ ସିଏଲ) ଯାହାର ମୂଖ୍ୟ କାର୍ଯ୍ୟଳୟ କୋଲକାତା ରେ ଅବସ୍ଥିତ ଏହା ର ନିର୍ମାଣ ଦାୟିତ୍ବ ପାଇଥିଲା । ଉକ୍ତ ଚାରୋଟି ହଷ୍ଟେଲ ନିର୍ମାଣ ପାଇଁ ଉକ୍ତ ଠିକା ସଂସ୍ଥା ର ମାଲିକ ଠିକାଦାର ବିଜୟ ଅଗ୍ରୱାଲ ଓ ତାଙ୍କ ଅଟର୍ଣିଂ ହୋଲଡର ଦୀପକ ଅଗ୍ରୱାଲ ଙ୍କ ମଧ୍ୟରେ ୨ କୋଟି ୭୧ ଲକ୍ଷ ୨୪ ହଜାର ୨୦୭ ଟଙ୍କାର ଚୁକ୍ତି ହୋଇଥିଲା। କାମ ସରିଲା ପରେ ତାହା ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇ ଆସୁଥିଲା ବେଳେ ଗତ ଜୁଲାଇ ୪ ରେ 5T ସଚିବ ଭି.କେ.ପାଣ୍ଡିଆନ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ମୁକୁନ୍ଦ ପୁର ଆଶ୍ରମ ସ୍କୁଲ୍ କୁ ଯାଇ ଥିବା ସମୟରେ ଗ୍ରାମବାସୀ ମାନେ ମଧ୍ୟ ଅଭିଯୋଗ କରିଥିଲେ। ଜୁଲାଇ ୫ ତାରିଖ ଜିଲ୍ଲାପାଳ ବିମଳେନ୍ଦୁ ରାୟ  ସମ୍ୱଲପୁର ଭିଜିଲାନ୍ସ ଏସପିଙ୍କୁ ତଦନ୍ତ କରି ଠିକା ସଂସ୍ଥା ବିରୋଧ ରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଥିଲେ। ଏହା ପରେ ସୋନପୁର ଓ କଟକ ଭିଜିଲାନ୍ସର ବୈଷୟିକ ଟିମ ଏହାର ତଦନ୍ତ କରିଥିଲେ ଓ କାମ ନିମ୍ନ ମାନର ହୋଇଥିବା ଜଣାପଡିଥିଲା। ମୁଖ୍ୟତଃ ଘରର ଶାଳ କାଠ ବଦଳରେ ଶସ୍ତା କାଠ, ନିମ୍ନ ମାନର ଘର ନିର୍ମାଣ ସାମଗ୍ରୀ, ନିର୍ଦ୍ଦିଷ୍ଟ ମାପ ଠାରୁ କମର ଛାତ ପକାଇବା, ଶସ୍ତାରେ ଲାଇଟ ଓ ସୁଇଚ ଲଗାଇ ନାମୀ ଦାମୀ କମ୍ପାନୀର ବିଲ କରିବା ଆଦି କେଳେଙ୍କାରି  ଜଣାପଡିଥିଲା। ଓ ପରେ ଅନ୍ୟ ତିନୋଟି ହଷ୍ଟେଲ ମଧ୍ୟ ଯାଞ୍ଚ କରି ଠିକା ସଂସ୍ଥା ଲକ୍ଷ ଲକ୍ଷ ଟଙ୍କା ଚଲୁ କରିଥିବା ଜଣାପଡ଼ିଥିଲା। ଏ ନେଇ କଟକ ଭିଜିଲାନ୍ସ ସେଲ ଏସପି ଏମ. ରାଧାକ୍ରୀଷ୍ଣା ସୂଚନା ଦେଇଥିବା ବେଳେ ଭିଜିଲାନ୍ସ ସେଲ କେସ ନଂ ୮/୨୩ ଧାରା ୧୩(୨) ଆର/ଡବ୍ଲୁ, ୧୩,(୧) ଏ, ପିସି ଆମେଣ୍ଡମେଣ୍ଟ ଆକ୍ଟ ୨୦୧୮/୪୦୬, ୪୦୯,୪୨୦,୧୨୦- ବି ଅନୁଯାୟୀ ଏକ ମକଦ୍ଦମା ରୁଜୁ କରାଯାଇ ଅଭିଯୁକ୍ତ ଦୁଇ ଜଣଙ୍କୁ ବଲାଙ୍ଗିର ସ୍ଥିତ ବାସଭବନରୁ ଫେରାର ଥିବା ସ୍ଥଳେ ରାଉରକେଲା ଠାରୁ ଗିରଫ କରାଯାଇଥିବା ସୂଚନା ମିଳିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like