-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||     

HOME   ଜିଲ୍ଲା

ଗନ୍ଧରେଲ ର ବିକାସ ପାଇଁ ଅଣ୍ଟା ଭିଡିଲେ ନରସିଂହ ପର୍ଯ୍ୟଟନସ୍ଥଳୀ ଭାବେ ହେବ ପରିକଳ୍ପନା

13-Dec-2020



ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)-  ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ଉପାନ୍ତରେ ଥିବା ସଦର ବ୍ଲକ ସ୍ଥିତ ସଦେଇପାଲି ପଞ୍ଚୟତର ଗନ୍ଧରେଲ ଡ୍ୟାମ ଅଂଚଳରୁ,ୁ ନିରତାର ସେଣ୍ଟର ତଥା ସହରର କିଛି ଅଂଚଳ ପରିଦର୍ଶନରେ ଯାଇଥିଲେ । ଗନ୍ଧରେଲ ଗାଁ ନିକଟରେ ଥିବା ଗନ୍ଧରେଲ ମାଟି ବନ୍ଧର ଦୁଇଟି ପାଶ୍ୱର୍ରେ ସୁଦୃଶ୍ୟ ପାହାଡ ଜଙ୍ଗଲ ତଥା ପ୍ରାକୃତିକ ଜଳରାଶିକୁୁ ନେଇ ଆଗାମୀ ଦିନରେ ଏକ ପର୍ଯ୍ୟଟନ ସ୍ଥଳୀର ସମ୍ଭାବନାକୁ ନେଇ କଣ କାର୍ଯ୍ୟକ୍ରମ ନିଆ ଯାଇପାରିବ ସେହି ଉପରେ ଅନୁଧ୍ୟାନ କରିବା ଥିଲା ଆଜିର ପରିଦର୍ଶନ ର ମୂଳ ଉଦ୍ଦେଶ । ସାଧାରଣତଃ ଗନ୍ଧରେଲ ଡ୍ୟାମର ଥିବା ଜଳରାଶି ତଥା ଜଙ୍ଗଲି ପରିବେଶ ର ମଜା ନେବା ପାଇଁ ପ୍ରାୟତଃ ବାରମାସି ଏଠାକୁ ଲୋକେ ବଣଭୋଜି ତଥା ମନରଞ୍ଜନ ପାଇଁ ଆସିଥାନ୍ତି । ତେଣୁ କିଛି ବୁଦ୍ଧିଜୀବୀ ତଥା ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ଶ୍ରୀ ମିଶ୍ର ଗନ୍ଧରେଲକୁ ପରିଦର୍ଶନରେ ଆସିଥିଲେ । ସୂଚନାଯୋଗ୍ୟ ଯେ, ଗନ୍ଧରେଲ ଭଳି ବାଲାଙ୍ଗିର ସହର ମଧ୍ୟକୁ ଅନ୍ୟାନ୍ୟ ପ୍ରାକୃତିକ ନାଳା ରେ ଜଳ ନିଷ୍କାସନ ହୋଇଥାଏ । ଏବଂ ଲକ୍ଷ୍ମୀ ଜୋର ର କିଛି ଅଞ୍ଚଳରେ ମଧ୍ୟ ଲୋକେ ଏହାର ପାଣିକୁ ବ୍ୟବହାର କରିଥାନ୍ତି । ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଶ୍ରୀ ମିଶ୍ର କହିଥିଲେ ଯେ ଆଗାମୀ ଦୁଇ ତିନି ଦିନରେ ବିଭାଗୀୟ ଯନ୍ତ୍ରୀଙ୍କ ସହ ଏହି ଅଞ୍ଚଳକୁ ଅନୁଧ୍ୟାନ ପାଇଁ ଆସିବେ । କିପରି ଏହିି ପ୍ରକଳ୍ପରେ ପ୍ରାକୃତିକ ଭାବେ ଅଧିକ ଜଳ ସଂରକ୍ଷଣ ହୋଇପାରିବ , ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ କେଉଁ କେଉଁ ଯାଗାରେ ଜଙ୍ଗଲ ଜମି ବ୍ୟତିତ ମନୋରଞ୍ଜନ ଧମୀ ପାର୍କ ତିଆରି ହୋଇ ପାରିବ, କେଉଁ ଉପୟରେ ସ୍ଥାନୀୟ ଲୋକେ ଏସବୁ ପ୍ରକଳ୍ପରୁ ରୋଜଗାରକ୍ଷମ ହୋଇପାରିବେ ତଥା ପ୍ରକଳ୍ପରୁ କେମିତି ଅଧିକ ଲାଭାନ୍ୱିତ ହେବେ ସେସବୁ ଦିଗକୁ ନେଇ ସବିଶେଷ ଆଲୋଚନା ହେବ । ତେଣୁ ଆଗାମୀ ପରିଦର୍ଶନରେ ବିଭାଗୀୟ ଅଧିକାରିଙ୍କ ସହ ଗ୍ରାମବାସୀଙ୍କୁ ମଧ୍ୟ ସାମିଲ ହେବାକୁ ବିଧାୟକ ଶ୍ରୀ ମିଶ୍ର କହିଥିଲେ । ପରେ ପରେ ଗନ୍ଧରେଲ ଗାଁ ର ମହିଳା ମାନଙ୍କ ସମେତ ବିଧାୟକ ଶ୍ରୀ ମିଶ୍ରଙ୍କ ଆଲୋଚନା ହୋଇଥିଲା । ପ୍ରତିଶୃତି ମୁତାବକ ଗାଁ କୁ ପାନୀୟ ଜଳ, କମୁନିଟି ସେଣ୍ଟର,ଓ ଗାଧୋଇବା ପାଇଁ ବ୍ୟବସ୍ତା କରଯିବ ବୋଲି ସେ କହିଥିଲେ । ସେଠାରୁ ବଲାଙ୍ଗିର ୨୧ ନଂ ୱାର୍ଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ନେସନାଲ ଇନ୍‌ଷ୍ଟିିଚ୍ୟୁଟ୍  ଅଫ ଟ୍ରେନିଂ ଏଣ୍ଡ ରିସର୍ଚ୍ଚ (ନିରତାର) କୁ ଯାଇଥିଲେ । ସୁଚନାଯୋଗ୍ୟ ଯେ, ଦିନେ ପୁର୍ବରୁ ନିରତାର ସେଣ୍ଟର ର ମୁଖ୍ୟ  ନିରତାର ପାଇଁ ଆବଶୟକ ହେଉଥିବା ଅଧିକ ଦୁଇ ତିନି ଏକର ଜମି ବନ୍ଦୋବସ୍ଥ କରିବା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ ଅନୁରୋଧ  କରିଥିଲେ ।

ସେଠାରେ ଉପସ୍ଥିତ ଥିବା କର୍ମଚାରିଙ୍କ ଠୁ ନିରତାର ସେଣ୍ଟର ସଂଲଗ୍ନ ଖାଲି ଥିବା ଜମି ବାବଦରେ ପଚାରି ବୁଝଥିଲେ । ଏବଂ ପରେ ବିଭିଗୀୟ ମୁଖ୍ୟଙ୍କ ସହ ଫୋନ ମାଧୟମରେ କଥା ହୋଇ ସମାଧାନ ର ରାସ୍ତା ନିଶ୍ଚୟ ବାହାର କରାଯିବ ବୋଲି କଥା ଦେଇଥିଲେ । ପରେ ତେଲିଗୋଠ ପଡା ଓ ମହାଲକ୍ଷ୍ମୀ ନଗରର ତିନୋଟି ନୂତନ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ନିର୍ମାଣାଧୀନ ରାସ୍ତାର କାର୍ଯ୍ୟ ତଦାରଖ କରିଥିଲେ । ତା ଛଡା ଦେଢ ବର୍ଷ ପୁର୍ବରୁ ପୁର୍ତ୍ତବିଭାଗ ଦ୍ୱାରା ନିର୍ମିତ ଏକ ରାସ୍ତାର ଅବସ୍ଥା ଦେଖି ବିଧାୟକ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏସମସ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ସହ ଫକିର ମୋହନ ଥାଟି, ମଣ୍ଟୁ ଖାନ,ପ୍ରଶାନ୍ତ ପ୍ରଧାନ, ଆଶିଷ ବାଗ, ପ୍ରତାପ ବାଗ, ବିଷ୍ଣୁ ମହାକୁର ଓ ଫିରୋଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026

You Might Also Like