-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Aug-2023
ସୋନପୁର(ମନୋରଞ୍ଜନ ତ୍ରିପାଠୀ ): ସୁବର୍ଣ୍ଣପୁର ଜ଼ିଲ୍ଲା କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ସିନିୟର ଫୂଟବଲ ଲିଗ ର ଡୁଙ୍ଗୁରିପାଲି ଜୋନ ଦ୍ୱିତୀୟ ଦିବସ ରେ ପ୍ରଥମ ମ୍ୟାଚ ଡୁଙ୍ଗୁରିପାଲି ଏଫ ସି ଓ ବୈଦୁପାଲି ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଜିର ଏହି ମ୍ୟାଚ ରେ ବୌଦୁପାଲି ଏଫସି ଦଳ
୧-୦ ଗୋଲ ରେ ବିଜୟୀ ହୋଇଥିଲା l ଏବଂ ଏଇ ଜୋନ ର ଆଜିର ଦ୍ୱିତୀୟ ମ୍ୟାଚ ବଡ଼କରଲେ ଏଫ ସି ଓ ବୋଲେନପାଲି ଏଫ ସି ମଧ୍ୟରେ ଅନୁଷ୍ଠିତ ହୋଇଥିଲା, l ଏହି ମ୍ୟାଚ ରେ ବୋଲେନପାଲି ୧-୦ ଗୋଲ ରେ ବିଜୟୀ ହୋଇଥିଲl l ଡୁଙ୍ଗୁରିପାଲି ଜୋନ -୨ ର ପ୍ରଥମ ସେମିଫାଇନାଲ ମ୍ୟାଚ ବୋଲେନପାଲି ଏଫ ସି ଓ ବୌଦୁପାଲି ଏଫ ସି ମଧ୍ୟରେ ହୋଇଥିଵା ବେଳେ ଏହି ମ୍ୟାଚ ରେ ବୋଲେନପାଲି ଏଫ ସି ୧-୦ ଗୋଲ ରେ ବିଜୟୀ ହୋଇଛନ୍ତି l ଏବଂ ଡୁଙ୍ଗୁରିପାଲି ଜୋନ ରୁ ବୋଲେନପାଲି ଫାଇନାଲ କୁ ଉତ୍ତୀର୍ଣ ହୋଇଛି l