-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Aug-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ରେ ନୂତନ ଭାବେ ଫାଣ୍ଡୀ ଅଧିକାରୀ ଶ୍ରୀଯୁକ୍ତ ଚିତ୍ରସେନ ସାହୁ ଯୋଗଦାନ କରିଥିବାରୁ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଉକ୍ତ ଅଞ୍ଚଳ ରେ ଦୈନନ୍ଦିନ ଘଟଣା ଉପରେ ଯେମିତି ନଜର ଦେଇ ଲୋକଙ୍କୁ ମୌଳିକ ସୁବିଧା ରୁ ବଞ୍ଚିତ ହେବେ ତାହା ମଧ୍ୟ ଆଲୋଚନା କରାଯାଇଛି l ଏଥିରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ର ସଭାପତି ବୁଦ୍ଧଦେବ ସାହୁ, ସଂଯୋଗ ସାହୁ, ଡମ୍ବରୁଧର ପଧାନ, ନିତ୍ୟାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l