-+91-9937148622 |
prerana_bgr@rediffmail.com |
Sunday 3rd May 2026 |
R.N.I. Regd No. ODIODI/2010/46693
Breaking News
18-Aug-2023
ବଲାଙ୍ଗୀର(ପ୍ରେରଣା ଖବର): ନକଲି ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ।
* ଚାକିରୀରୁ ବହିଷ୍କାର ହେଲେ ଚାରି ହାଇସ୍କୁଲ ଶିକ୍ଷକ I
* ଚାରି ଶିକ୍ଷକ ହେଲେ ଗଣ୍ଡପତ୍ରା ପାଲିର ସଂଜୀତ ପାଣି ମହାନନ୍ଦ , ରଣ୍ଡାର ମୃମୟୀ ପଣ୍ଡା , ସୁଲେକେଲା ବିରଞ୍ଚି ପ୍ରସାଦ ନାଏକ ଓ ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ର ଅଲମା ଟପ୍ପୋ I
* ଚାକିରୀ ବହିଷ୍କାର କଲେ ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ।
* ପୂର୍ବରୁ ମୃମୟୀ ପଣ୍ଡା ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଫେରାର ଅଛନ୍ତି I