-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
16-Aug-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଗ୍ରାମୀଣ ପାର୍କ ଠାରେ ମେରା ମିଟି ମେରା ଦେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ବୁଢ଼ୀପଦର ଗ୍ରାମୀଣ ପାର୍କ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ବେଳେ ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ପିଇଓ ପ୍ରହଲ୍ଲାଦ ବେହେରା, ଜିଆରଏସ ସୁରେଶ ସାହୁ, ଏପିଓ ଶ୍ରୀମତୀ ପୁଷ୍ପାଞ୍ଜଳି ସ୍ୱାଇଁ, ସିଡିପିଓ ଗାୟିତ୍ରୀ ବାରିକ ଙ୍କ ସମେତ ବୁଢ଼ୀପଦର ପଂଚାୟତ ର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ l