-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ନକଲି ସାର୍ଟିଫିକେଟ ମାମଲା... ୪ଜଣ ନକଲି ସାର୍ଟିଫିକେଟଧାରୀଙ୍କ ନାମରେ ଜିଲ୍ଲାଶିକ୍ଷାଅଧିକାରୀଙ୍କ ଏତଲା,ଜଣେ ଗିରଫ

10-Aug-2023



ବଲାଙ୍ଗୀର,-ବଲାଙ୍ଗୀର ଜିଲ୍ଲାରେ ନକଲି ସାର୍ଟିଫିକେଟ ମାମଲାକୁ ନେଇ ପୁଣି ସରଗରମ ଆଲୋଚନା ହୋଇଛି । ଜିଲ୍ଲାର ଶିକ୍ଷାବିଭାଗରେ କାମକରୁଥିବା ୪ଜଣ ଶିକ୍ଷକ/ଶିକ୍ଷୟୀତ୍ରୀଙ୍କ ସାର୍ଟିଫିକେଟ ନକଲି ବୋଲି ରାଜ୍ୟଯାଞ୍ଚ କମିଟିରୁ ରିପୋର୍ଟ ଆସିବାପରେ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । ବଲାଙ୍ଗୀର ଡିଇଓ ଧୃବଚରଣ ବେହେରା ବଲାଙ୍ଗୀର ଟାଉନଥାନାରେ ରଣ୍ଡା ହାଇସ୍କୁଲର ହିନ୍ଦୀଶିକ୍ଷୟିତ୍ରୀ ମନ୍ମୟୀ ପଣ୍ଡା,ବଙ୍ଗୋମୁଣ୍ଡା,ସୁଲେକେଲା ଓ ଗଣ୍ଡପତ୍ରାପାଲି ସ୍କୁଲର ଶିକ୍ଷକଙ୍କ ନାମରେ ଏତଲା ଦେଇଛନ୍ତି । ବୁଧବାର ଦିନ ଆଦର୍ଶଥାନା ପୋଲିସ ରଣ୍ଡାର ହିନ୍ଦିଶିକ୍ଷୟିତ୍ରୀ ମନ୍ମୟୀ ପଣ୍ଡାଙ୍କୁ ଗିରଫ କରି ଅଅଜି କୋର୍ଟ ଚାଲାଣ କରୁଛି । ଶ୍ରୀମତୀ ପଣ୍ଡା ଗତ ୨୦୧୧-୧୨ ମସିହାରେ ଚୁକ୍ତିଭିତ୍ତିକ ହିନ୍ଦିଶିକ୍ଷକ ଭାବରେ ନିଯୁକ୍ତି ପାଇ ପୁଇଁତଳା ବ୍ଲକର ରଣ୍ଡା ହାଇସ୍କୁଲରେ ଚାକିରି କରୁଥିଲେ । ତାଙ୍କ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ ଯାଞ୍ଚ ବେଳେ ସେ ୧୯୯୯ ମସିହାରେ ସେପଟେମ୍ବର ମାସରେ ମାଟ୍ରିକ ସପ୍ଲିମେଣ୍ଟାରୀରେ ପାସ କରିଥିଲେ । କିନ୍ତୁ ସେ ୨୦୦୨ରେ ଯୁକ୍ତଦୁଇରେ ପାସ କରିବା ବଦଳରେ ୨୦୦୧ର ଏକ ସାର୍ଟିଫିକେଟ ଦାଖଲ କରିଥିଲେ । ସେହିପରି ସେ ସେହି ୨୦୦୧ ମସିହାରେ କଟକସ୍ଥିତ ସରକାରୀ ହିନ୍ଦି ପ୍ରଶିକ୍ଷଣ କେନ୍ଦ୍ରରୁ ପାଠପଢି ସାର୍ଟିଫିକେଟ ପାଇଥିବା ଦର୍ଶାଇଛନ୍ତି । ଫଳରେ ଏବେ ଶିକ୍ଷାବିଭାଗର ସାର୍ଟିଫିକେଟ ଯାଞ୍ଚବେଳେ ତାଙ୍କର ସାର୍ଟିଫିକେଟକୁ ନେଇ  ସନ୍ଦେହ ଜାତ ହୋଇଥିଲା ଓ ତାହା ଯାଞ୍ଚ ପାଇଁ ରାଜ୍ୟସ୍ତରକୁ ପଠାଯାଇଥିଲା । ସେହି ଯାଞ୍ଚ ବେଳେ କେବଳ ମାଟ୍ରିିକ ସାର୍ଟିଫିକେଟ ଠିକ ଥିବା ବେଳେ ବାକି ସବୁ ସାର୍ଟିଫିକେଟ ନକଲି ବୋଲି ଜଣାପଡିଥିଲା । ସେପଟୁ ବଲାଙ୍ଗୀର ଡିଇଓଙ୍କ ଏହି ରିପୋର୍ଟ ଆସିବା ପରେ ଗତକାଲି ପୋଲିସରେ ଏତଲା ଦିଆଯାଇଥିଲା । ଶେଷରେ ନକଲି ସାର୍ଟିଫିକେଟଧାରୀ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି । ସେପଟେ ଅନ୍ୟ ତିନିଜଣ ଅଭିଯୁକ୍ତ ଫେରାର ରହିଛନ୍ତି ଓ ପୋଲିସ ତାଙ୍କୁ ଖୋଜୁଥିବା ଜଣାପଡିଛି ।    
     ପ୍ରକାଶ୍ୟ ଯେ,ବଲାଙ୍ଗୀର ଶିକ୍ଷାବିଭାଗରେ ହିନ୍ଦିଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନୀୟମିତତା ହୋଇଥିଲା । ସେତେବେଳେ ଗଣମାଧ୍ୟମରେ ଅନେକଥର ଖବର ପ୍ରକାଶ ପରେ ମଧ୍ୟତ ତତକାଳିନ ଡିଇଓ ସିଂ ବାବୁ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଉଥିଲେ । ତଥାପି ଭୟରେ ୮ଜଣ ନକଲି ସାର୍ଟିଫିକେଟଧାରୀ ଚାକିରିଛାଡି ଦେଇଥିଲେ । ତଥାପି ଆଜି ପର୍ଯ୍ୟନ୍ତ ପ୍ରାୟ ୩୧୪ ଜଣ ନକଲି ସାର୍ଟିଫିକେଟଧାରୀ ଜିଲ୍ଲାରେ ଚାକିରି କରୁଥିବା ଅଭିଯୋଗ ରହିଛି । ଗତ କିଛିମାସ ତଳେ ରାଜ୍ୟର ନକଲି ସାର୍ଟିଫିକେଟର ଚେର ଥିବା ଜଣାପଡିଥିଲା । ନକଲି ବିଇଡି,ନକଲି ଏମବିଏ ଓ ଗ୍ରାଜୁଏସନ ସାର୍ଟିଫିକେଟ ଦେଇ ପୋଷ୍ଟାଲ,ଶିକ୍ଷାବିଭାଗ ଓ ସମବାୟ ବିଭାଗରେ ଚାକିରି କରୁଥିବା ଜଣାପଡିଥିଲା । ବଲାଙ୍ଗୀର ଟାଉନଥାନା ପୋଲିସ ଏହି ଘଟଣାରେ ମୁଖ୍ୟଅଭିଯୁକ୍ତ ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ୧୯ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଘଟଣାରେ ୪ଦିନ ପରେ ରାଜ୍ୟସରକାର ଏହାର ତଦନ୍ତ ଦାୟୀତ୍ୱ କ୍ରାଇମବ୍ରାଞ୍ଚକୁ ଦେଇଥିଲା । କ୍ରାଇମବ୍ରାଞ୍ଚର ଏକ ୫ଜଣିଆ ଟିମ ଆସି ଅନେକ କିଛି ଖୋଲତାଡ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେମାନେ ଆଉ କାହାକୁ ଗିରଫ କରିପାରିନାହାଁନ୍ତି । ଫଳରେ କ୍ରାଇମବ୍ରାଞ୍ଚର ସ୍ୱଚ୍ଛତା ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟସରକାର ତୁରନ୍ତ ଏଦିଗରେ ପଦକ୍ଷେପ ନିଅନ୍ତୁ ବୋଲି ଜନସାଧାରଣରେ ଦାବି ହେଉଛି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like