-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ବଲାଙ୍ଗୀର(ପ୍ରେରଣା ଖବର ): ଡକାୟତି ଯୋଜନା ବେଳେ ୫ ଜଣ ଡକାୟତ ଟାଉନ ଥାନା ପୋଲିସ ଦ୍ୱାରା ଗିରଫ I ୫ ଗିରଫ ଡକାୟତ ସୋନପୁର ଜିଲ୍ଲାର I ରେଲୱେ ଷ୍ଟେସନ ରାସ୍ତାରୁ କାବୁ କଲା ପୋଲିସ I ଗିରଫ ଅଭିଯୁକ୍ତ ମାନଙ୍କ ନାଁରେ ସୁନା ଚେନ ଲୁଟ ସହ ଅନେକ ମାମଲା ରହିଛି I ଗିରଫ ଅଭିଯୁକ୍ତ ମାନେ ହେଲେ ବିଶ୍ୱଜିତ ମହାନନ୍ଦ, ସିଦ୍ଧାନ୍ତ ଖୁରା, ବିକାଶ ସାହୁ, ସାଗର ଥେତୁଆଲ ଓ ରବିନ୍ଦ୍ର ଶୁରୁଜାଲ ବୋଲି ଜଣାପଡିଛି l ଆସନ୍ତୁ ଶୁଣିବା ଏ ସଂକ୍ରାନ୍ତରେ କଣ କହୁଛନ୍ତି ପୋଲିସ ଏସ୍ ଡି ପି ଓ ତୁଫାନ୍ ବାଗ