-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
09-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରେ ଓଷ୍ଟା ସଂଗଠନ ତରଫରୁ ଶିକ୍ଷକ ମନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଏକ ପ୍ରତିବାଦ ସଭା ର ଆୟୋଜନ କରି ଧାରଣା ରେ ବସିଛନ୍ତି । ସୂଚନା ଅନୁସାରେ ଓଷ୍ଟା ସଂଗଠନ ର ଶିକ୍ଷକ ମାନେ ତାଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି । ହେଲେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏନେଇ ଆଗାମୀ ଦିନରେ ସେମାନେ ରାଜ ଧାନୀ ର ରାଜ ରାସ୍ତା କୁ ଓହ୍ଲାଇ ବାକୁ ପ୍ରସ୍ତୁତି କରୁଛନ୍ତି ।
ସେମାନେ ଏକ ପ୍ରତିବାଦ ସଭା ର ଆୟୋଜନ କରି ଧାରଣା ରେ ବସିଛନ୍ତି ।
ସୂଚନା ଅନୁସାରେ ଓଷ୍ଟା ସଂଗଠନ ର ଶିକ୍ଷକ ମାନେ ତାଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରି ଆସୁଛନ୍ତି ।
ହେଲେ ରାଜ୍ୟ ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ଏନେଇ ଆଗାମୀ ଦିନରେ ସେମାନେ ରାଜ ଧାନୀ ର ରାଜ ରାସ୍ତା କୁ ଓହ୍ଲାଇ ବାକୁ ପ୍ରସ୍ତୁତି କରୁଛନ୍ତି ।
ଏହାର ପ୍ରଥମ ପର୍ଯ୍ୟାୟ ରେ ଶିକ୍ଷକ ମାନେ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣା ଦେଇଛନ୍ତି । ସରକାର ଏଥି ପ୍ରତି ବିଚାର ନ କଲେ ଶିକ୍ଷକ ମାନେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିଲେ ।