-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଗସ୍ତରେ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ | ଆଜି ସ୍ୱତନ୍ତ୍ର ବିମାନରେ ପାଣ୍ଡିଆନ ବଲାଙ୍ଗିର ଜିଲ୍ଲା ତୁଷୁରା ଏରୋଡ୍ରାମରେ ଓହ୍ଲାଇ ସାମଲେଶ୍ବରୀ ମନ୍ଦିରକୁ ଯାଇlଛନ୍ତି | ମନ୍ଦିର ଠାରେ ଦେବୀଙ୍କ ଦର୍ଶନ ପରେ ଭକ୍ତ ମାନଙ୍କ ସହିତ ଆଲୋଚନା କରିବେ | ତାପରେ ହେଲିକ୍ୟାପ୍ଟର ମାଧ୍ୟମରେ ବେଲପଡାକୁ ଯିବେ | ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କାର୍ଯ୍ୟକ୍ରମ ରହିଛି | ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଆସିଥିବା ଫାଇଭ ଟି ସଚିବ ଜିଲ୍ଲାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ | ଏହା ସହିତ ଲୋକଙ୍କ ଅଭିଯୋଗ ଆପତ୍ତି ମଧ୍ୟ ଶୁଣିବେ |